ଅନୁଗୋଳ ସହରରେ ଚୋରଙ୍କ ଉତ୍ପାତ: ଦୁଇଟି ପୃଥକ ଘଟଣାରେ ସାମଗ୍ରୀ ସହ ଟଙ୍କା ଚୋରି, ତିନି ଗିରଫ
ଅନୁଗୋଳ: ଜିଲ୍ଲା ସଦର ମହକୁମାରେ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସହରର ହାକିମପଡ଼ା ଅଞ୍ଚଳରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚୋରି ହୋଇଥିବା ନେଇ ଅନୁଗୋଳ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।…




