ପାତ୍ରପଡା ତାଳ ମଣ୍ଡଳୀ ସାହିରେ ଚଢ଼ାଉ, ବନ୍ୟ ଜନ୍ତୁ ଶିକାର ସାମଗ୍ରୀ ଉଦ୍ଧାର: ବନ୍ଧୁକ ଫାଶ, ତାର, ବାରୁଦ, ବାରହା ମାଂସ ଆଦି ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ୍ ପାତ୍ରପଡା ତାଳ ମଣ୍ଡଳୀ ସାହିରେ କିଛି ଘର ଉପରେ ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସମୟରେ ଚଢାଉ ବେଳେ ବନବିଭାଗ ପାତ୍ରପଡା ତାଳ ମଣ୍ଡଳୀ ସାହିର ଗୋଟିଏ…

Continue Readingପାତ୍ରପଡା ତାଳ ମଣ୍ଡଳୀ ସାହିରେ ଚଢ଼ାଉ, ବନ୍ୟ ଜନ୍ତୁ ଶିକାର ସାମଗ୍ରୀ ଉଦ୍ଧାର: ବନ୍ଧୁକ ଫାଶ, ତାର, ବାରୁଦ, ବାରହା ମାଂସ ଆଦି ଜବତ

ବଦଳିଲେ ଅନୁଗୁଳ କଲେଜ ପ୍ରିନ୍ସିପାଲ

ଅନୁଗୁଳ: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଚିଠି ସଂଖ୍ୟା ୫୬୧୬ ତା ୨.୬.୨୦୨୬  ଅନୁସାରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ କଳାହାଣ୍ଡି ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟକୁ ବଦଳି କରାଯାଇଛି। ଡ଼ା ପଟେଲ ଅନୁଗୁଳ କଲେଜର ଦାୟିତ୍ଵ ନେବା ପରେ…

Continue Readingବଦଳିଲେ ଅନୁଗୁଳ କଲେଜ ପ୍ରିନ୍ସିପାଲ

ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟରେ ଏକ ସ୍କୁଲ ସ୍ତରୀୟ ବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏଚଡିଆରଏଫ, କଟକ ମଣ୍ଡଳଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବାତ୍ୟା, ବଜ୍ରପାତ, ନିଆଁ, ରାସ୍ତା ଦୁର୍ଘଟଣା, ପାଣି ବୁଡିରୁ ଛାତ୍ର ଛାତ୍ରୀମାନେ ନିଜକୁ…

Continue Readingବିପର୍ଯ୍ୟୟ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତ୍ୱ: ଫେବ୍ରୁଆରୀ ୫ରେ ଅନୁଗୁଳର ଦଶହରା ପଡ଼ିଆରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ସ୍ଥାନୀୟ ମାରୱାଡି ପଞ୍ଚାୟତ ଧର୍ମଶାଳାଠାରେ ଆଗାମୀ ‘ହିନ୍ଦୁ ସମ୍ମିଳନୀ’ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏହି ବିଶାଳ ସମ୍ମିଳନୀର ଆୟୋଜନ…

Continue Readingହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତ୍ୱ: ଫେବ୍ରୁଆରୀ ୫ରେ ଅନୁଗୁଳର ଦଶହରା ପଡ଼ିଆରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼

ସୁଧୁରିବ ତାଳଚେର ମେଡିକାଲ କଲେଜର ଅବସ୍ଥା: ସମସ୍ୟା ସମାଧାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।…

Continue Readingସୁଧୁରିବ ତାଳଚେର ମେଡିକାଲ କଲେଜର ଅବସ୍ଥା: ସମସ୍ୟା ସମାଧାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଉତ୍ତର ପ୍ରଦେଶରୁ ଅନୁଗୁଳ: ପରିବେଶ ସୁରକ୍ଷା ପାଇଁ ୬୨ ବର୍ଷୀୟ ବୃଦ୍ଧଙ୍କ ସାଇକେଲ ଯାତ୍ରା

ଅନୁଗୁଳ: ଦେଶରେ ଦେଖାଦେଉଥିବା ପରିବେଶ ଅସନ୍ତୁଳନକୁ ରୋକିବା ଏବଂ ସମାଜରେ ସମାନତା ରକ୍ଷା କରିବା ଭଳି ମହତ ଉଦ୍ଦେଶ୍ୟ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଉତ୍ତରପ୍ରଦେଶ ବଲିଆ ଜିଲ୍ଲାର ୬୨ ବର୍ଷୀୟ ବୃଦ୍ଧ ବିନୋଦ ସେବକ।ବିନୋଦଙ୍କ ଏହି ଯାତ୍ରାର ମୂଳ…

Continue Readingଉତ୍ତର ପ୍ରଦେଶରୁ ଅନୁଗୁଳ: ପରିବେଶ ସୁରକ୍ଷା ପାଇଁ ୬୨ ବର୍ଷୀୟ ବୃଦ୍ଧଙ୍କ ସାଇକେଲ ଯାତ୍ରା

ଅଙ୍ଗାରବନ୍ଧ ମହୋତ୍ସବର ଦ୍ଵିତୀୟ ଦିବସ: ଯୋଗଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅନୁଗୁଳ: ଅଙ୍ଗାରବନ୍ଧ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇନେବା ସହିତ ଆନନ୍ଦ ଅନୁଭୂତ କରିଥିଲେ। ମହୋତ୍ସବ କମିଟି ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ…

Continue Readingଅଙ୍ଗାରବନ୍ଧ ମହୋତ୍ସବର ଦ୍ଵିତୀୟ ଦିବସ: ଯୋଗଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗବଲଣ୍ଡା ୧-୦ ରେ ଖମାରକୁ ହରାଇଲା

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ଆଜିର ମ୍ୟାଚ କଳିଙ୍ଗ କ୍ଲବ ବଲଣ୍ଡା ବନାମ ଖମାର-ବଗେଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବଲଣ୍ଡା ୧-୦ ଗୋଲରେ ଖମାର କୁ ପରାସ୍ତ କରିଥିଲା। ଖେଳ ପରିଚାଳନା…

Continue Readingଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗବଲଣ୍ଡା ୧-୦ ରେ ଖମାରକୁ ହରାଇଲା

ଅନ୍ୱେଷା ୨.୦ ର ବଡ଼ ସଫଳତା: ୧୯୨ ନିଖୋଜ ମହିଳା ଓ ୧୮ ଶିଶୁ ଉଦ୍ଧାର: ଅନୁଗୁଳ ପୋଲିସର ଅନୁସନ୍ଧାନରେ ନିଖୋଜ ମହିଳା ଓ ଶିଶୁ ମାନଙ୍କୁ ଉଦ୍ଧାର

ଅନୁଗୁଳ: ଜିଲ୍ଲା ପୋଲିସ ପକ୍ଷରୁ ଗତ ଜାନୁୟାରୀ ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ନିଖୋଜ ଥିବା ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ତତ୍ବାବଧାନରେ ଟିମ୍ ଗଢ଼ାଯାଇ ଅନୁସନ୍ଧାନ କରାଯିବା ପରେ ନିଖୋଜ…

Continue Readingଅନ୍ୱେଷା ୨.୦ ର ବଡ଼ ସଫଳତା: ୧୯୨ ନିଖୋଜ ମହିଳା ଓ ୧୮ ଶିଶୁ ଉଦ୍ଧାର: ଅନୁଗୁଳ ପୋଲିସର ଅନୁସନ୍ଧାନରେ ନିଖୋଜ ମହିଳା ଓ ଶିଶୁ ମାନଙ୍କୁ ଉଦ୍ଧାର

ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ଅନୁଗୁଳ: ଏକ ଭୟଙ୍କର  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ତେଲିଭୂଇଁ କଳିଙ୍ଗା ରାସ୍ତାରେ ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସନ୍ତୋଷୀ ମା' ମନ୍ଦିର ନିକଟରେ ଏକ କାର ଭାରସାମ୍ୟ ହରାଇ…

Continue Readingସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ