ଆସନ୍ତା ୭ ତାରିଖରୁ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ

You are currently viewing ଆସନ୍ତା ୭ ତାରିଖରୁ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ

ଅନୁଗୋଳ: ଆସନ୍ତା ଅଗଷ୍ଟ ୭ ତାରିଖରେ କଦମ ପଡିଆ ଅନୁଗୋଳ ଠାରେ ପ୍ରତି ବର୍ଷ ଭଳି ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହେବ। ଉଦ୍ଘାଟନୀ ମ୍ୟାଚ୍ ପାଲଲହଡ଼ା ଓ ପପୁଲାର କ୍ଳବ୍ ଢେ଼ଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ମୋଟ ୧୨ ଟି ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରୁଥିବା ବେଳେ ୧୮ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଅପରାହ୍ନ ୩ ଟାରେ ଖେଳ ଅନୁଷ୍ଠିତ ହେବ।ଅନୁଗୋଳର ଫୁଟବଲ୍ ପ୍ରେମୀ ବହୁ ସଂଖ୍ୟାରେ ଏହାକୁ ଉପଭୋଗ କରିବେ ବୋଲି ଆଶା କରାଯାଉଛି।

Share

Leave a Reply