ଅନୁଗୁଳରେ କିଟ୍- କିସ୍ ପକ୍ଷରୁ ଗଣ ଦୌଡ଼, ସମସ୍ତଙ୍କ ପାଇଁ ଶିକ୍ଷା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟ
ଅନୁଗୁଳ: କିଟ୍ ଓ କିସ୍ ପକ୍ଷରୁ ଶନିବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ସମେତ ଓଡ଼ିଶାର ୫୫ ଟି ସ୍ଥାନରେ ଏହି ମିନି ମାରାଥନ୍ ଆୟୋଜିତ ହୋଇଥିଲା। 'ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ…
