ବିଦ୍ୟୁତ ବିଭାଗର ଚରମ ଅବହେଳା: ଭୁଲ ବିଦ୍ୟୁତ୍ ସଂଯୋଗୀକରଣ ଯୋଗୁଁ ପୋଡ଼ିଗଲା ରେମୁଁଆବାସୀଙ୍କ ଇଲେକ୍ଟ୍ରିକ ସାମଗ୍ରୀ, ପୂରା ୱାର୍ଡ ଅନ୍ଧାରରେ

ଅନୁଗୁଳ: ବିନା ସୂଚନାରେ ପ୍ରଥମେ ଇଲେକ୍ଟ୍ରିକ କାଟିଲେ ଆଉ ତା' ପରେ ହଠାତ୍ ଲାଇଟ ଦେଲେ। ଫଳରେ ଲୋକଙ୍କ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ଯାଇଛି। ତାଳଚେର ଅଞ୍ଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ମୁତାବକ, ୱାର୍ଡ଼ବାସୀଙ୍କୁ କୌଣସି…

Continue Readingବିଦ୍ୟୁତ ବିଭାଗର ଚରମ ଅବହେଳା: ଭୁଲ ବିଦ୍ୟୁତ୍ ସଂଯୋଗୀକରଣ ଯୋଗୁଁ ପୋଡ଼ିଗଲା ରେମୁଁଆବାସୀଙ୍କ ଇଲେକ୍ଟ୍ରିକ ସାମଗ୍ରୀ, ପୂରା ୱାର୍ଡ ଅନ୍ଧାରରେ

ଦୁଇଦିନିଆ ମାଗଣା ମଧୁମେହ ନିବାରଣ ଯୋଗ ଶିବିର ଆୟୋଜିତ: ଯୋଗ-ପ୍ରାଣାୟାମ କରି ଡାଇବେଟିସ ଦୂର କରିବା ଉପାୟ ଶିଖିଲେ ଲୋକେ

ଅନୁଗୁଳ: ଅନୁଗୁଳ ଭାରତୀୟ ଯୋଗ ସଂସ୍ଥାନ ଆନୁକୂଲ୍ଯରେ ତୁରଙ୍ଗ ସ୍ଥିତ କୁରୁଡୁଲ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଦୁଇଦିନିଆ ଯୋଗ ଦ୍ୱାରା ନିଶୁଳ୍କ ମଧୁମେହ ନିବାରଣ ଶିବିର ଅନୁଷ୍ଠିତ ହୋଇଛି। ସଂସ୍ଥାନର ଓଡ଼ିଶା ପ୍ରାନ୍ତ ମୁଖ୍ଯ ସୁରେଶ କୁମାର ମହାପାତ୍ର ସଭାପତିତ୍ବ କରି…

Continue Readingଦୁଇଦିନିଆ ମାଗଣା ମଧୁମେହ ନିବାରଣ ଯୋଗ ଶିବିର ଆୟୋଜିତ: ଯୋଗ-ପ୍ରାଣାୟାମ କରି ଡାଇବେଟିସ ଦୂର କରିବା ଉପାୟ ଶିଖିଲେ ଲୋକେ

ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ୨୦୨୪ ଉଦଯାପିତ

ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରୀୟମରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କରାଟେ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାର ଉଦଯାପନୀ ସନ୍ଧ୍ୟାରେ ଅନୁଗୁଳ ବିଧାୟକ ପ୍ରତାପ…

Continue Readingଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ୨୦୨୪ ଉଦଯାପିତ

ନାଳ ସୁରକ୍ଷାବାଡ଼ରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ବାଗଡିଆ ୧୪୯ (ବି) ଜାତୀୟ ରାଜପଥର ବଡ଼ଯୋରା ନାଳ ସୁରକ୍ଷାବାଡ଼ରେ ପିଟି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ନାବାଳକ ଗୁରୁତର ଆହତ ହୋଇଛି। ମୃତକ ଜଣଙ୍କ କୋଲକାତା ମୁର୍ସିଦାବାଦ ସୁକୁଟୀ ଥାନା…

Continue Readingନାଳ ସୁରକ୍ଷାବାଡ଼ରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

ଡିଭାଇଡର୍‌ରେ ପିଟି ହୋଇ ଜଳିଗଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲର ଛକ ଦେଇ ଯାଉଥିବା ବେଳେ ଡିଭାଇଡର୍‌ରେ ପିଟି ହୋଇ ଏକ ଟ୍ରକ ଜଳିଯାଇଛି। ଏଥିସହ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଏକ ଦ୍ରୁତଗାମୀ ଟ୍ରକ…

Continue Readingଡିଭାଇଡର୍‌ରେ ପିଟି ହୋଇ ଜଳିଗଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ

ରାତି ଅଧିଆ ସ୍କାଏଲାଇଟ ତାଡ଼ି କ୍ଲିନିକରୁ ୧୦ ହଜାର ଟଙ୍କା ଓ ମେଡିସିନ ଚୋରି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅମଲାପଡ଼ା ତୃତୀୟ ଗଳିରେ ଥିବା ପ୍ରେମଲତା କ୍ଲିନିକ୍‌ରୁ ଶନିବାର ରାତିରେ ଚୋରି ହୋଇଛି। ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦୁର୍ବୃତ୍ତ କ୍ଲିନିକ୍‌ର ସ୍କାଏ ଲାଇଟ୍‌ ଭାଙ୍ଗି ଭିତରେ ପଶି କ୍ୟାସ କାଉଣ୍ଟରରେ ଥିବା ପ୍ରାୟ…

Continue Readingରାତି ଅଧିଆ ସ୍କାଏଲାଇଟ ତାଡ଼ି କ୍ଲିନିକରୁ ୧୦ ହଜାର ଟଙ୍କା ଓ ମେଡିସିନ ଚୋରି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର: ୫୮ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଓମ ରୋଡୱେଜ୍ ଓଁ ଶ୍ରୀ ସତ୍ୟସାଇ ସେବା ସଂଗଠନ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଇପାସ୍ ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୫୮ ୟୁନିଟ ରକ୍ତ ସଂଗୃହୀତ…

Continue Readingସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର: ୫୮ ୟୁନିଟ୍ ରକ୍ତ ସଂଗୃହୀତ

କୁକୁଡ଼ା ଓ ଛେଳି ମଧ୍ୟରେ ନିଆରା ବନ୍ଧୁତା, ଜଣେ ଅନ୍ୟ ଜଣଙ୍କ ବିନା ମୁହୂର୍ତ୍ତେ ବି ରହିପାରେନା

  ଅନୁଗୁଳ: ବନ୍ଧୁତା ଏମିତି ଏକ ସମ୍ପର୍କ ଯାହା ଦେଖେନି ଜାତି ଗୋତ୍ର କି ଧନୀ ଗରିବ। କିଏ ବି କାହା ସହ ବନ୍ଧୁତା କରିପାରେ। କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କ ଠାରେ ମଧ୍ୟ ଏହି ଅନାବିଳ ସମ୍ପର୍କ ଦେଖିବାକୁ ମିଳେ।…

Continue Readingକୁକୁଡ଼ା ଓ ଛେଳି ମଧ୍ୟରେ ନିଆରା ବନ୍ଧୁତା, ଜଣେ ଅନ୍ୟ ଜଣଙ୍କ ବିନା ମୁହୂର୍ତ୍ତେ ବି ରହିପାରେନା

“ସକାଳ”ର ଚତୁର୍ଥ ସ୍ଵନକ୍ଷତ୍ର ପାଇଁ ମିନି ମାରାଥନ, ଯୋଗ ଦେଲେ ଶତାଧିକ ପ୍ରତିଯୋଗୀ

ଅନୁଗୁଳ: ଦୈନିକ ଖବର କାଗଜ "ସକାଳ"ର ଚତୁର୍ଥ ସ୍ଵନକ୍ଷତ୍ର ଅବସରରେ "ସକାଳ" ଏବଂ "ନନ୍ଦିଘୋଷ ଟିଭି" ପକ୍ଷରୁ ଅନୁଗୁଳ ଠାରେ ରବିବାର ଅନୁଷ୍ଠିତ ହୋଇଛି ମିନି ମାରାଥନ। ଅନୁଗୁଳ ଏବଂ ଢେଙ୍କାନାଳ ସଂସ୍କରଣର ମୁଖ୍ୟ ସଂଗ୍ରାମ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

Continue Reading“ସକାଳ”ର ଚତୁର୍ଥ ସ୍ଵନକ୍ଷତ୍ର ପାଇଁ ମିନି ମାରାଥନ, ଯୋଗ ଦେଲେ ଶତାଧିକ ପ୍ରତିଯୋଗୀ

ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ବେପାରୀ ଗିରଫ

ଅନୁଗୁଳ: ତାଳଚେର ପୋଲିସକୁ ବଡ଼ ସଫଳତା। ଅନୁଗୁଳ ଜିଲ୍ଲା ତାଳଚେରର ବଲ୍ହର ଛକ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ତାଳଚେର ପୋଲିସ। ଏଥିସହ ବେପାରରେ ସଂପୃକ୍ତ ସୌଭାଗ୍ୟ ସାମଲକୁ ଗିରଫ କରିଛି।…

Continue Readingଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ବେପାରୀ ଗିରଫ