ଧନତେରସ ଓ ଦୀପାବଳି ପାଇଁ ଆକର୍ଷଣୀୟ ଅଫର ଆଣିଛି ଲକ୍ଷ୍ମୀ ହୋଣ୍ଡା, Strach & Win Offer ରେ ଆଜି ହିଁ ଉଠାନ୍ତୁ ଲାଭ

  ଅନୁଗୁଳ: ଧନତେରସ ଓ ଦୀପାବଳି ପାଇଁ ଏବେ ସବୁ ଆଡ଼େ ଉତ୍ସାହର ମାହୋଲ। ପୂଜା ଉପଲକ୍ଷେ Honda Motorcycle & Scooter India ର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ନେଇ ଆସିଛି Starch & Win offer। ଏହି…

Continue Readingଧନତେରସ ଓ ଦୀପାବଳି ପାଇଁ ଆକର୍ଷଣୀୟ ଅଫର ଆଣିଛି ଲକ୍ଷ୍ମୀ ହୋଣ୍ଡା, Strach & Win Offer ରେ ଆଜି ହିଁ ଉଠାନ୍ତୁ ଲାଭ

ଲୋକଙ୍କ ଅଭିଯୋଗ ଶୁଣିଲା ପ୍ରଶାସନ: ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୪୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଶିବିରକୁ ଆସିଥିବା ଲୋକମାନେ…

Continue Readingଲୋକଙ୍କ ଅଭିଯୋଗ ଶୁଣିଲା ପ୍ରଶାସନ: ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ

ଅନୁଗୁଳ: ରବିବାର ସ୍ଥାନୀୟ ଏକ ହୋଟେଲ ସଭାଗୃହରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଥିଲା।ଗୁଞ୍ଜନ ଡ୍ୟାନସ ଏକାଡେମୀର ସଭାନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ଗାୟତ୍ରୀ ଦାସ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ଶ୍ରୀମତୀ ଦାସ ନିଜ ବକ୍ତବ୍ୟରେ ଗାନ୍ଧୀ…

Continue Readingଅନୁଗୁଳରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ

କାର୍ତ୍ତିକେଶ୍ୱର ପୂଜା ପୂର୍ବରୁ ରକ୍ତଦାନ ଶିବିର, ରକ୍ତ ଦେଲେ ୨୫ରୁ ଊର୍ଦ୍ଧ୍ବ ମହିଳା

ଅନୁଗୁଳ: କାର୍ତ୍ତିକେଶ୍ୱର ପୂଜା ପାଇଁ ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଗ୍ରାମ ଉତ୍ସବ ମୁଖରିତ ହୋଇପଡ଼ିଛି। ଚଳିତ ବର୍ଷ ୧୫ଟି ମଣ୍ଡପରେ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆୟୋଜିତ ହେବ। ଆସନ୍ତା ମାସ ୧୧ ତାରିଖ ଠାରୁ ୧୫ତାରିଖ ଯାଏଁ ପୂଜା ଉତ୍ସବ…

Continue Readingକାର୍ତ୍ତିକେଶ୍ୱର ପୂଜା ପୂର୍ବରୁ ରକ୍ତଦାନ ଶିବିର, ରକ୍ତ ଦେଲେ ୨୫ରୁ ଊର୍ଦ୍ଧ୍ବ ମହିଳା

ଲକ୍ଷ୍ମୀପୂଜା ଭସାଣି ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲି ମାଡ଼ରେ ଜଣେ ଆହତ

  ଅନୁଗୁଳ: ଅନୁଗୁଳରେ ଲକ୍ଷ୍ମୀପୂଜା ଭସାଣି ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶୋଭାଯାତ୍ରା ବେଳେ କାଞ୍ଚନବଜାର ନିକଟରେ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ଏଥିରେ ଖଲାରିର ଜୁଲୁ ସାହୁ(୩୨) ଆହତ ହୋଇଛନ୍ତି। ସେ ଭସାଣି ଶୋଭାଯାତ୍ରାରେ ଯାଉଥିବା…

Continue Readingଲକ୍ଷ୍ମୀପୂଜା ଭସାଣି ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲି ମାଡ଼ରେ ଜଣେ ଆହତ

ପେଟେଣ୍ଟ ମେଡ଼ିସିନ: ପତ୍ନୀ ଝାଡୁ ପାହାର ଖାଇ ପ୍ରେମିକା ସହ ଟୁଙ୍ଗୁରୁ ଫେରାର

ଅନୁଗୁଳ: ଗତ ଶନିବାର ଦିନ ବେଳା ସିମିଳିପଡ଼ା ନିକଟସ୍ଥ ଏକ ବସ୍ତିରେ ପତ୍ନୀର ଝାଡୁ ପାହାର ଖାଇ ପ୍ରେମିକା ସହ ସ୍ବାମୀ ଟୁଙ୍ଗରୁ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଟି ହେଲା ଟୁଙ୍ଗରୁ…

Continue Readingପେଟେଣ୍ଟ ମେଡ଼ିସିନ: ପତ୍ନୀ ଝାଡୁ ପାହାର ଖାଇ ପ୍ରେମିକା ସହ ଟୁଙ୍ଗୁରୁ ଫେରାର

ସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ଅନୁଗୁଳ: ଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଅନୁଗୁଳ ସଂଜୀବନୀ ପୂଜା କମିଟି ପକ୍ଷରୁ ମା ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ହୋଇଥିଲା। ଅନୁଗୁଳର ଯୁବ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ।…

Continue Readingସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

କାର ଧକ୍କାରେ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ଚାଳକ

  ଅନୁଗୁଳ: ଅନୁଗୁଳ ଗାନ୍ଧୀ ମାର୍ଗ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଆଜି ଏକ କାର ଧକ୍କା ଦେଇଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କାର ଚାଳକଙ୍କର କିଛି କ୍ଷତି ହୋଇନାହିଁ। କିନ୍ତୁ ଗାଡ଼ି ପିଟି ହେବାରୁ ଖୁଣ୍ଟଟି ଭାଙ୍ଗିପଡ଼ିଥିବା…

Continue Readingକାର ଧକ୍କାରେ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

  ଅନୁଗୁଳ: ଅନୁଗୁଳରୁ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଆଜି ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀମାନେ ସାଉଥ ବଲଣ୍ଡା ଅଞ୍ଚଳରୁ ଏକ ସ୍କର୍ପିଓରୁ ୧୩ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିବା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନବରତ୍ନ କାରଖାନାରେ ପୁଣି ଅଘଟଣ: ଟ୍ରଲର ଧକ୍କାରେ ଶ୍ରମିକଙ୍କ ମୃତ୍ଯୁ

  ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ନବରତ୍ନ କାରଖାନାରେ ପୁଣି ଅଘଟଣ। ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସ୍ ବି ରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ଟ୍ରଲର ଧକ୍କାରେ ମୃତ୍ଯୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପୁରୁଣାଗଡ଼ ଗ୍ରାମର ମନୋଜ ପାଲ (୪୩)।…

Continue Readingନବରତ୍ନ କାରଖାନାରେ ପୁଣି ଅଘଟଣ: ଟ୍ରଲର ଧକ୍କାରେ ଶ୍ରମିକଙ୍କ ମୃତ୍ଯୁ