ଗାନ୍ଧୀ ଜୟନ୍ତୀରେ ସଫେଇ କଲେ ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର କର୍ମକର୍ତ୍ତା, ଦେଲେ ସ୍ୱଚ୍ଛତାର ବାର୍ତ୍ତା
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ଵରେ ସମସ୍ତ ସଦସ୍ୟ ବାସନ୍ତୀ ଦୁର୍ଗା ମଣ୍ଡପ ପରିସରକୁ ପରିଷ୍କାର କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ।…
