ପୂର୍ବ ଶତ୍ରୁତା ହେଲା କାଳ! ଯୁବକଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଜରଡା ଗ୍ରାମର ଭୀମ ବେହେରାଙ୍କ ପୁଅ ବାପି ବେହେରା…

Continue Readingପୂର୍ବ ଶତ୍ରୁତା ହେଲା କାଳ! ଯୁବକଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନଙ୍କ ପୌରୋହିତ୍ୟରେ ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ଅଧିକରୁ ଅଧିକ ସଦସ୍ୟ ଆମ ସଙ୍ଗଠନ…

Continue Readingଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

୧୫ ରୁ ୨୩ ଯାଏଁ ନାଲ୍‌କୋ ନଗରରେ ବସୁଛି ପଲ୍ଲିଶ୍ରୀ ମେଳା, ପଡ଼ିବ ୨୨୦ ଟି ଷ୍ଟଲ

ଅନୁଗୁଳ: ଚଳିତ ମାସ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନାଲ୍‌କୋନଗର ଠାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା। ଆଜି ଏ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

Continue Reading୧୫ ରୁ ୨୩ ଯାଏଁ ନାଲ୍‌କୋ ନଗରରେ ବସୁଛି ପଲ୍ଲିଶ୍ରୀ ମେଳା, ପଡ଼ିବ ୨୨୦ ଟି ଷ୍ଟଲ

ନର୍ସିଂ କଲେଜ ହଷ୍ଟେଲରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରି ନଗରସ୍ଥିତ ଏକ ନର୍ସିଂ କଲେଜର ହଷ୍ଟେଲରେ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ହଷ୍ଟେଲର ଦୁଇ ଲକ୍ଷରୁ ଅଧିକ…

Continue Readingନର୍ସିଂ କଲେଜ ହଷ୍ଟେଲରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, କେହି ମୃତାହତ ହୋଇନଥିବା ସୂଚନା

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି ଜିଲ୍ଲା ପ୍ରଶାସନ, ଏବେ ବି ଅନୁଗୁଳ ପ୍ରେସକ୍ଲବକୁ ରଖିଛି ନିଜ କବଜାରେ

ଅନୁଗୁଳ: ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ। ତାହାକୁ ଖାଲି କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଅବମାନନା କରିଛି। ଏହି ଘଟଣାକୁ ନେଇ ପ୍ରେସ କ୍ଲବ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ…

Continue Readingହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି ଜିଲ୍ଲା ପ୍ରଶାସନ, ଏବେ ବି ଅନୁଗୁଳ ପ୍ରେସକ୍ଲବକୁ ରଖିଛି ନିଜ କବଜାରେ

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରମ ବିଭାଗ (ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ) ତରଫରୁ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରଥମ ଦ୍ୱି-ପାକ୍ଷିକ ସହାୟତା ରାଶି ବଣ୍ଟନ କରାଯାଇଛି । ଜିଲ୍ଲାପାଳ…

Continue Readingନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ପ୍ରଭାତ ପ୍ରଧାନ ହେଲେ ଢେଙ୍କାନାଳ ସାଂସଦଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅନୁଗୁଳ ବ୍ଲକ ପ୍ରତିନିଧି ଭାବେ ବିଜେପି ନେତା ତଥା ଜିଲ୍ଲାସମ୍ପାଦକ ପ୍ରଭାତ କୁମାର ପ୍ରଧାନଙ୍କୁ ମନୋନୀତ କରିଛନ୍ତି। ସାଂସଦ ଶ୍ରୀପାଣି ଲିଖିତ ଭାବେ ଏ ମର୍ମରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ପ୍ରଭାତ କୁମାର…

Continue Readingପ୍ରଭାତ ପ୍ରଧାନ ହେଲେ ଢେଙ୍କାନାଳ ସାଂସଦଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି

୩ ଦଫା ଦାବି ପୂରଣ ନହେଲେ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରିବେ ଘଣ୍ଟପଡ଼ା ପଞ୍ଚାୟତବାସୀ, ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଘଣ୍ଟପଡା ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। କିନ୍ତୁ ଏବେ ଯାଏଁ ତାଙ୍କ ସମସ୍ୟାର ସମାଧାନ କରାଯାଇନାହିଁ। ଯଦି ତାଙ୍କ ଦାବିକୁ ଖୁବଶୀଘ୍ର ପୂରଣ କରାନଯାଏ ତେବେ…

Continue Reading୩ ଦଫା ଦାବି ପୂରଣ ନହେଲେ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରିବେ ଘଣ୍ଟପଡ଼ା ପଞ୍ଚାୟତବାସୀ, ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଅନୁଗୁଳରେ ପୁଣି କାୟା ମେଲାଇବାରେ ଲାଗିଛି ଡେଙ୍ଗୁ, ଆଉ ୪ ଡେଙ୍ଗୁ ରୋଗୀ ଚିହ୍ନଟ

  ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଏବେ ଜିଲ୍ଲାରେ ପୁଣି ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ସେମାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଏହି ରୋଗୀଙ୍କ ବିଷୟରେ ଅଧିକ ଖୋଳତାଡ଼…

Continue Readingଅନୁଗୁଳରେ ପୁଣି କାୟା ମେଲାଇବାରେ ଲାଗିଛି ଡେଙ୍ଗୁ, ଆଉ ୪ ଡେଙ୍ଗୁ ରୋଗୀ ଚିହ୍ନଟ

ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ସମୀର କୁମାର ଜେନା

ଅନୁଗୁଳ: ଆଜି ତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର କୁମାର ଜେନା। ସେ ୨୦୨୨ ବ୍ୟାଚ୍ ଆଇଏଏସ୍। ଟ୍ରେନିଂ ପରେ ତାଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ନୂତନ ଉପଜିଲ୍ଲାପାଳଙ୍କୁ ଆଜି କାର୍ଯ୍ୟାଳୟର…

Continue Readingତାଳଚେରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ସମୀର କୁମାର ଜେନା