ଦୋକାନ ପାଇଁ ଯୁବକଙ୍କୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଦୋକାନକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ଼। ଅନୁଗୁଳ ଟାଉନ ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଶୀତଲ ପ୍ଲାଜା ଭିତରେ ଆଜି ଏଭଳି କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର…

Continue Readingଦୋକାନ ପାଇଁ ଯୁବକଙ୍କୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କଣିହାଁ ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କଲା ସୁଭଦ୍ରା ସଚେତନତା ରଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବୁଲି ଲୋକଙ୍କୁ ସଚେତନ କରୁଛି ସୁଭଦ୍ରା ସଚେତନତା ରଥ। ରବିବାର ଏହି ରଥ କଣିହାଁ ବ୍ଲକର କଣିହାଁ, ଡେରଙ୍ଗ, କାକୁଡ଼ିଆ, ବଡଗୁଣ୍ଡୁରୀ, ହନୁମାନପୁର, ଦଳକ, ତାଳପଦା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଗ୍ରାମରେ ସଚେତନତା ବାର୍ତ୍ତା ଦେଇଥିଲେ।…

Continue Readingକଣିହାଁ ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କଲା ସୁଭଦ୍ରା ସଚେତନତା ରଥ

ଇଚ୍ଛାପୁରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ, ୨୪ ହଜାର ୨୦୦ ଟଙ୍କାରେ କିଣିଲେ ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଣ୍ଟେଇକୋଳିଆ ପଞ୍ଚାୟତର ଇଚ୍ଛାପୁରର ରାମପୁରପଡ଼ା ଅଞ୍ଚଳରେ ଚାଲିଥିବା ଗଣେଶ ପୂଜା ଅବସରରେ ଶନିବାର ଦିନ ଆଜ୍ଞା ଲଡ଼ୁ ନିଲାମ କରାଯାଇଛି। ଏଥିରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ ୨୪ ହଜାର ୨୦୦ ଟଙ୍କାରେ ନିଲାମ…

Continue Readingଇଚ୍ଛାପୁରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ, ୨୪ ହଜାର ୨୦୦ ଟଙ୍କାରେ କିଣିଲେ ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ

କାଶୀ ବିଶ୍ଵନାଥ ମହାବିଦ୍ୟାଳୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ଅଧ୍ୟକ୍ଷଙ୍କ ନାଁରେ ଏତଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହିସ୍ଥିତ କାଶୀ ବିଶ୍ଵନାଥ ମହାବିଦ୍ୟାଳୟର ଆକାଉଣ୍ଟରୁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତୋଫାନ ମହାନନ୍ଦୀଆ ଅର୍ଥ ହଡ଼ପ କରିଥିବା ନେଇ ନିରୋଜ କାନ୍ତ ସାହୁ ରବିବାର ଦିନ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ…

Continue Readingକାଶୀ ବିଶ୍ଵନାଥ ମହାବିଦ୍ୟାଳୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ଅଧ୍ୟକ୍ଷଙ୍କ ନାଁରେ ଏତଲା

ନିଘୋଡ଼ ନିଦରେ ଡ୍ରେସର ରୋଗୀ ହଟହଟା

ଅନୁଗୁଳ: ଗତ ଶନିବାର ରାତିରେ ଅନୁଗୁଳ ମେଡ଼ିକାଲରେ ଦୁଇ ଜଣ ଦୁର୍ଘଟଣା ପୀଡ଼ିତ ବ୍ୟକ୍ତି ସେବା ନପାଇ ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କାର ଯୋଗେ ନାକଟିଦେଉଳରୁ ଭୁବନେଶ୍ବର ଯାଉଥିବା ଦୁଇଜଣ ଯାତ୍ରା କଳାକାର ବନ୍ତଳା ଲାଛବନ୍ଧ…

Continue Readingନିଘୋଡ଼ ନିଦରେ ଡ୍ରେସର ରୋଗୀ ହଟହଟା

ତାନ୍ତ୍ରିକ ଉଲଗ୍ନ ହୋଇ କରୁଥିଲା ପୂଜା ଲୋକେ ନିସ୍ତୁକ ପିଟିଲେ

ଅନୁଗୁଳ: ସାନ୍ତରାପୂର "ଖ" ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ନୂଆ ବ୍ରିଜ ନିକଟରେ ଥିବା ଏକ ଜୋର ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ତାନ୍ତ୍ରିକ ଉଲଗ୍ନ ହୋଇ ପୂଜା କରୁଥିବା ବେଳେ ଖବର ପାଇ ଗାଁ ଲୋକେ ତାକୁ ନିସ୍ତୁକ…

Continue Readingତାନ୍ତ୍ରିକ ଉଲଗ୍ନ ହୋଇ କରୁଥିଲା ପୂଜା ଲୋକେ ନିସ୍ତୁକ ପିଟିଲେ

ମା’ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: ଦୀପିକାଙ୍କ ଘରକୁ ଆସିଲେ ଲକ୍ଷ୍ମୀ। ମା' ହେଲେ ବଲିଉଡ ନାୟିକା ଦୀପିକା ପାଦୁକୋନ। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ରବିବାର ଦିନ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି। ଏ ନେଇ ଏପର୍ଯ୍ୟନ୍ତ ସିଂ ଦମ୍ପତି ଅଫିସିଆଲ୍…

Continue Readingମା’ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲେ ଲକ୍ଷ୍ମୀ

ଅନୁଗୁଳରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଦୂର କରିବ ସମସ୍ତ ୦୮ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ଅଧିବାସୀଙ୍କ ଦ୍ବନ୍ଦ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ୦୮ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରେ ୪ ଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ…

Continue Readingଅନୁଗୁଳରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଦୂର କରିବ ସମସ୍ତ ୦୮ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ଅଧିବାସୀଙ୍କ ଦ୍ବନ୍ଦ୍ୱ

ଦେଶରେ ପ୍ରଥମ! ସାତକୋଶିଆ ଅଭୟାରଣ୍ୟ ଜଗିବେ ସ୍ପେଶାଲ ଫୋର୍ସ

ଭୁବନେଶ୍ୱର: ସାତକୋଶିଆ ଜଗିବେ ସ୍ପେଶାଲ ଫୋର୍ସ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ବାଘକୁ ଅନୁମୋଦନ କରିବା ପରେ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ (ଏସଟିପିଏଫ) ଗଠନ କରିଛି। ଓଡ଼ିଶାର ସାତକୋଶିଆ ଟାଇଗର…

Continue Readingଦେଶରେ ପ୍ରଥମ! ସାତକୋଶିଆ ଅଭୟାରଣ୍ୟ ଜଗିବେ ସ୍ପେଶାଲ ଫୋର୍ସ

କାର- ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ଅନୁଗୁଳ: ଅନୁଗୁଳରୁ ଛେଣ୍ଡିପଦା ଦେଇ ଯାଇଥିବା ରାଜ୍ୟ ରାଜପଥ କଙ୍କରାଇ ପୋଲ ନିକଟରେ ଶନିବାର ଅପରାହ୍ନରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ନିହଳପ୍ରସାଦ ଲଉଲେଇ…

Continue Readingକାର- ବାଇକ୍ ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ