ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ରନ୍ତଲେଇ ପଞ୍ଚାୟତ କାର୍ଯ୍ୟାଳୟରେ “କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ତାଲିକା ଭୁକ୍ତ କରିବା" ସମ୍ପର୍କିତ…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଠିକାଦାରଙ୍କ କବଜାରେ ସରକାରୀ କ୍ଵାର୍ଟର, ୩ ବର୍ଷ ହେଲା ଗୋଦାମ ଭାବେ ବ୍ୟବହାର କରୁଛନ୍ତି ଅଣଓଡ଼ିଆ ଠିକାଦାର

ଅନୁଗୁଳ: ଅଣଓଡ଼ିଆଙ୍କ ଠିକାଦାରଙ୍କ କବଳରେ ଅନୁଗୁଳ ପୂର୍ତ୍ତ ବିଭାଗର କ୍ଵାର୍ଟର। ପାଖାପାଖି ୩ ବର୍ଷ ହେବ ଏହି କ୍ଵାର୍ଟର ହାତେଇଛନ୍ତି ଅଣଓଡ଼ିଆ ଠିକାଦାର। ରାଜ୍ୟ ସରକାର ବଦଳି ଯାଇଛି କିନ୍ତୁ ପୂର୍ତ୍ତ ବିଭାଗର ବାବୁ ମାନେ ନିଜର ସ୍ୱାର୍ଥ ପାଇଁ ଅଣଓଡ଼ିଆ…

Continue Readingଠିକାଦାରଙ୍କ କବଜାରେ ସରକାରୀ କ୍ଵାର୍ଟର, ୩ ବର୍ଷ ହେଲା ଗୋଦାମ ଭାବେ ବ୍ୟବହାର କରୁଛନ୍ତି ଅଣଓଡ଼ିଆ ଠିକାଦାର

ଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ବଇଣ୍ଡା ଛକରେ ବୁଧବାର ବିଳମ୍ବିତ ରାତିରେ ଦୁଇ ବାଇକ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ…

Continue Readingଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

ଛୁରୀ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଟଙ୍କା ଓ ମୋବାଇଲ ଲୁଟିଲେ ଦୁଇ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଗଡ଼ସନ୍ତ୍ରୀ ପଞ୍ଚାୟତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଦୁଇ ଦୁର୍ବୃତ୍ତ ଛୁରୀ ଦେଖାଇ ଲୁଟ କରିଛନ୍ତି। ଏ ନେଇ ଲୁଟର ଶିକାର ହୋଇଥିବା ଗ୍ରାମୀଣ କୋଟା ମାକ୍ରୋ ଫାଇନାନ୍ସ କର୍ମଚାରୀ ରଶ୍ମିରଞ୍ଜନ ଭୋଇ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingଛୁରୀ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଟଙ୍କା ଓ ମୋବାଇଲ ଲୁଟିଲେ ଦୁଇ ଦୁର୍ବୃତ୍ତ

ଚିକେନ୍ ଦୋକାନ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ମାଛ ମାର୍କେଟରେ କାମ କରୁଥିବା ଆଙ୍କୁଲା ଗାଁର ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, ଆଙ୍କୁଲା ଗାଁର ପୁରୁଷୋତ୍ତମ ନାଏକ ମାଛ…

Continue Readingଚିକେନ୍ ଦୋକାନ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ, ୩ ଗିରଫ

ଜୀବନ ଜୀବିକା ଉଜାଡୁଛନ୍ତି ବନ୍ୟଜନ୍ତୁ: ଗାଁରେ ସୌର ବାଡ଼ ଦେବାକୁ ଡିଏଫଓଙ୍କୁ ଗୁହାରି

  ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅଧୀନସ୍ଥ ବନ୍ତଳା ବନାଞ୍ଚଳରେ ସର୍ବାଧିକ ହାତୀ-ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। କିଛିଦିନ ହେବ କିଛି ଦଳ ହାତୀ ଏଠାକାର ପାହାଡ଼ ପାଖ ଜଙ୍ଗଲରେ ରହୁଥିବା ବେଳେ ଆଖପାଖ ଗାଁରେ ସନ୍ଧ୍ୟା ହେବା ମାତ୍ରେ ପଶି ବ୍ୟାପକ…

Continue Readingଜୀବନ ଜୀବିକା ଉଜାଡୁଛନ୍ତି ବନ୍ୟଜନ୍ତୁ: ଗାଁରେ ସୌର ବାଡ଼ ଦେବାକୁ ଡିଏଫଓଙ୍କୁ ଗୁହାରି

ରାସ୍ତା କଡ଼ରୁ ନବଜାତକର ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗାଁ ମୁଣ୍ଡରେ ନିର୍ମାଣାଧୀନ ବାଇପାସ ରାସ୍ତା କଡ଼ରୁ ଏକ ନବଜାତକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ବାଇପାସ ଦେଇ ଯାଉଥିବା ବେଳେ ଏକ ନବଜାତକ ରାସ୍ତା ପାର୍ଶ୍ଵରେ…

Continue Readingରାସ୍ତା କଡ଼ରୁ ନବଜାତକର ମୃତ ଦେହ ଉଦ୍ଧାର

୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ, ବିଜୟୀ ହେଲା ସାନଯୋରଡ଼ା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳଠାରେ ଅଗ୍ନିରୂପା ପୁରାଣ ମହାମଞ୍ଚ ଓ ସାକୋସିଂହା ବୋଲବମ୍ କମିଟି ମିଳିତ ଆନୁକୂଲ୍ୟରେ ୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ ହୋଇଛି। ସ୍ଥାନୀୟ ଶାକସିଂହା କାଶୀ ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ୧୬ ଖଣ୍ଡ ମୌଜାକୁ ନେଇ…

Continue Reading୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ, ବିଜୟୀ ହେଲା ସାନଯୋରଡ଼ା

ଓଏଭିରେ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସନ୍ତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀ ରଶ୍ମିତା ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଶ୍ରୀମତୀ ବେହେରା ୨୦୨୨ ବିଦ୍ୟାଳୟ ପ୍ରତିଷ୍ଠା ଦିନରୁ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସେ ପଦୋନ୍ନତି…

Continue Readingଓଏଭିରେ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କଲେ ଛାତ୍ରଛାତ୍ରୀ

ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଦେଶ ଫେରନ୍ତା ସମାଜସେବୀ ଦମ୍ପତି ଦିଲେଶ୍ୱର ପ୍ରଧାନ ଓ ତାଙ୍କ ପତ୍ନୀ ପ୍ରଭାତୀ ପ୍ରଧାନ ଯୋଗ…

Continue Readingଖାଲପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥିଭୋଜନ ଆୟୋଜିତ