ଅମରବାଣୀ ସ୍କୁଲରେ ସ୍ଵାଧୀନତା ଦିବସ

ଅନୁଗୁଳ: ଅନୁଗୁଳ ତୁରଙ୍ଗ ବିକାସନଗର ସ୍ଥିତ ଅମରବାଣୀ ସ୍କୁଲରେ ୭୮ ତମ ସ୍ବାଧିନତା ଦିବସ ଉତ୍ସାହ ଉଦ୍ଦୀପନା ର ସହ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର…

Continue Readingଅମରବାଣୀ ସ୍କୁଲରେ ସ୍ଵାଧୀନତା ଦିବସ

ସମର୍ପଣ ଏକାଡେମୀରେ ସ୍ବାଧୀନତା ଦିବସ

ଅନୁଗୁଳ: ସମର୍ପଣ ଏକାଡେମୀରେ ମହାଆଡ଼ମ୍ବରରେ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ଯକ୍ଷା ବୈଷ୍ଣବୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସ‌ହିତ ବୀରପୁରୁଷମାନଙ୍କ ତ୍ୟାଗ ଓ ନିଷ୍ଠା ଦ୍ଵାରା ଆଜିର ସ୍ବାଧୀନତା ପ୍ରାପ୍ତ…

Continue Readingସମର୍ପଣ ଏକାଡେମୀରେ ସ୍ବାଧୀନତା ଦିବସ

ପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଅନୁଗୁଳ: ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିକଟବର୍ତ୍ତୀ ଦୁଦୁରୁକୋଟ ଗାଁର ଧରଣୀଧର ବେହେରାଙ୍କ ପେଟରେ ଶାବଳ ପଶି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ,ଅପରାହ୍ନରେ ଧରଣୀ ଘର ଗୁହାଳରେ କାମ କରୁଥିବା ବେଳେ ଗାଈ ଖୁବ୍ ଜୋର୍ ରେ ଲାତ…

Continue Readingପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଦମନ ଚଳଚ୍ଚିତ୍ରର ସମସ୍ତଙ୍କୁ ଶୁଭେଚ୍ଛା: ଡ଼ା ମଦନ ମୋହନ ପ୍ରଧାନ

ଅନୁଗୁଳ: ୨୦୨୨ ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଦମନ ଆଜି ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ହୋଇଥିବା ଖବର ମିଳିବା ପରେ ଖୁସି ପ୍ରକଟ କରିଛନ୍ତି ଦମନ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ବିନ୍ଧାଣି ଡ଼ା ମଦନ ମୋହନ ପ୍ରଧାନ। ବୌଦ୍ଧ…

Continue Readingଦମନ ଚଳଚ୍ଚିତ୍ରର ସମସ୍ତଙ୍କୁ ଶୁଭେଚ୍ଛା: ଡ଼ା ମଦନ ମୋହନ ପ୍ରଧାନ

ବିଜେଡିର ଜନଜାଗରଣ ସଭା: ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଜନଜାଗରଣ ସଭା ଅନୁଷ୍ଠିତ ହୋଇଛି। ସଭାରେ ବିଜେଡି କହିଛି, ଗତ ନିର୍ବାଚନରେ ବିଜେପି ରାଜ୍ୟରେ ଡବଲ…

Continue Readingବିଜେଡିର ଜନଜାଗରଣ ସଭା: ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବି

୭୮ ତମ ସ୍ୱାଧୀନତା ଦିବସ ପାଳିଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର: ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ବାଣ୍ଟିଲା ଖାଦ୍ୟ ପୁଡ଼ିଆ

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ଉତ୍ସାହର ସହ ପାଳିତ ହୋଇଛି। ଅନୁଗୁଳ ପ୍ଳାଣ୍ଟ ପରିସରରେ ଥିବା ଓ.ପି ଜିନ୍ଦଲ ସ୍କୁଲରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଜେଏସପି ଅନୁଗୁଳର ପ୍ଲାଣ୍ଟ ହେଡ୍ ପଙ୍କଜ…

Continue Reading୭୮ ତମ ସ୍ୱାଧୀନତା ଦିବସ ପାଳିଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର: ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ବାଣ୍ଟିଲା ଖାଦ୍ୟ ପୁଡ଼ିଆ

ଓଡ଼ିଶାର ନୂଆ ପୋଲିସ ଡିଜି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ। ୧୯୯୦ ବ୍ୟାଚର ଏହି ଅଫିସରଙ୍କୁ ନିକଟରେ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଦେଇଥିଲେ। ଏହା ପରେ ସେ ଡିଜିପି ହେବା ନେଇ…

Continue Readingଓଡ଼ିଶାର ନୂଆ ପୋଲିସ ଡିଜି ହେଲେ ବରିଷ୍ଠ ଆଇପିଏସ ଓ୍ୱାଇ ବି ଖୁରାନିଆ

ସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି! ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି, ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର: ମହିଳାଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେଲେ ସରକାର। ଏଣିକି ମହିଳାଙ୍କୁ ମାସକୁ ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି। ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର ଏନେଇ ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆଣିବାକୁ ଯୋଜନା…

Continue Readingସ୍ୱାଧୀନତା ଦିବସରେ ମହିଳାଙ୍କୁ ବଡ଼ ଭେଟି! ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି, ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅଲଗା ହେବ +୨ ଓ + ୩ ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ଅଲଗା ହେବ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଦିନ ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ, ରାଜ୍ୟର ସମସ୍ତ ଯୁଗ୍ମ…

Continue Readingଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅଲଗା ହେବ +୨ ଓ + ୩ ମହାବିଦ୍ୟାଳୟ

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ସ୍ଥାନୀୟ ମାରୁୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଛି। ଦୀପକ ବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ବରିଷ୍ଠ ସଦସ୍ୟ ପ୍ରଭାତ ପାଲିତ, ଅଶୋକ ମାଣ୍ଡୋଠିଆ, ସଭାପତି ଦୀପକ ବର୍ମା, ଉପସଭାପତି…

Continue Readingଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ଆୟୋଜିତ