ବଅଁରପାଳରେ ମା’ କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ପାଳିତ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ମା' କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ଗତ ଗୁରୁବାର ବିଳମ୍ବିତ ରାତିରେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ କଳସ ଶୋଭାଯାତ୍ରାରେ ନିକଟସ୍ଥ ସାପ୍ତାହିକ ହାଟ ପାଖରେ ଥିବା…

Continue Readingବଅଁରପାଳରେ ମା’ କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ପାଳିତ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ବଡକନ୍ତକୁଳ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ, ଉପକୃତ ହେଲେ ୩୦୦ ଲୋକ

  ଅନୁଗୁଳ : ଅନୁଗୁଳ ଜିଲ୍ଲା ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ଅଫିସଠାରେ ଶନିବାର ଦିନ ଭାରତୀୟ ମେଡିକାଲ ସଂଘ ଅନୁଗୁଳ ଶାଖା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଅନୁଗୁଳ ବଡ଼ ଡାକ୍ତରଖାନାର ଅଭିଜ୍ଞ ଡାକ୍ତର…

Continue Readingବଡକନ୍ତକୁଳ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ, ଉପକୃତ ହେଲେ ୩୦୦ ଲୋକ

ସ୍କୁଲ ପିଲାଙ୍କୁ ମେଧାବୀ କରିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ‘ସମ୍ଭବ’ର ଦ୍ଵିତୀୟ ମୂଲ୍ୟାୟନ ଶେଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷା ତଥା ସମଗ୍ର ଶିକ୍ଷା ତରଫରୁ ଆରମ୍ଭ ହୋଇଥିବା ସମ୍ଭବର ଦ୍ଵିତୀୟ ମାସିକ ମୂଲ୍ୟାୟନ ଶେଷ ହୋଇଛି। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ନିରନ୍ତର ଓ ସାମଗ୍ରିକ ମୂଲ୍ୟାୟନକୁ ସୁଦୃଢ କରିବା ପାଇଁ…

Continue Readingସ୍କୁଲ ପିଲାଙ୍କୁ ମେଧାବୀ କରିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ‘ସମ୍ଭବ’ର ଦ୍ଵିତୀୟ ମୂଲ୍ୟାୟନ ଶେଷ

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦ, ପ୍ରଦାନ କଲେ ଲୁଗାପଟା ଓ ରାସନ ସାମଗ୍ରୀ

ଅନୁଗୁଳ : ଅନୁଗୁଳ ବ୍ଲକ ପୁରୁଣାକୋଟ ପଞ୍ଚାୟତର ଛୋଟକେଇ ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣରେ ମୃତ ସତ୍ୟ ଧଳ (୫୫)ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ସତ୍ୟ କ୍ଷେତ ଜଗିବା ପାଇଁ…

Continue Readingହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦ, ପ୍ରଦାନ କଲେ ଲୁଗାପଟା ଓ ରାସନ ସାମଗ୍ରୀ

ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ, ଯୋଗ ଦେଲେ ବିଧାୟକ ଅଗସ୍ତି ବେହେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗ ଦେଇଛନ୍ତି ବିଧାୟକ ଅଗସ୍ତି ବେହେରା। ଏ ଅବସରରେ ଡାକ୍ତରଖାନାର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରାଯାଇଛି। ବୈଠକରେ ବିଧାୟକ ଡାକ୍ତରଖାନାରେ ରୋଗୀଙ୍କ…

Continue Readingଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ, ଯୋଗ ଦେଲେ ବିଧାୟକ ଅଗସ୍ତି ବେହେରା

କୁଚ ବିହାର ଟ୍ରଫି: ଓଡ଼ିଶାର ନେତୃତ୍ଵ ନେବେ ଶ୍ରେୟାଂଶ

  ଅନୁଗୁଳ: ଅନୁଗୁଳ କ୍ରିକେଟ ପାଇଁ ଏକ ଭଲ ଖବର। ୨୦୨୪-୨୫ ବର୍ଷ କୁଚ ବିହାର ଟ୍ରଫି ପାଇଁ ଓଡ଼ିଶା ଦଳର ଖେଳାଳୀ ଚୟନ ହୋଇଛି। ଓଡ଼ିଶା ଜୁନିଅର ଟିମ୍ ର ମୁଖ୍ୟ ଚୟନକର୍ତ୍ତା ନଟରାଜ ବେହେରା ଏବଂ ମୁଖ୍ୟ କୋଚ…

Continue Readingକୁଚ ବିହାର ଟ୍ରଫି: ଓଡ଼ିଶାର ନେତୃତ୍ଵ ନେବେ ଶ୍ରେୟାଂଶ

ଅନୁଗୁଳରୁ ଧରାପଡ଼ିଲେ ସୁନ୍ଦରଗଡ଼ ଗଣହତ୍ୟାର ଅଭିଯୁକ୍ତ: ରାତି ଅଧିଆ ୫ ଯାଯାବରଙ୍କୁ ହାଣିଥିଲେ

ଅନୁଗୁଳ: ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଅନୁଗୁଳରୁ କାବୁ କରିଛି ପୋଲିସ। ଏହି ଅଭିଯୁକ୍ତମାନେ ୫ ଜଣ ଯାଯାବରଙ୍କୁ ହତ୍ୟା କରି ଫେରାର ଥିଲେ। ମୃତକଙ୍କ ମଧ୍ୟରେ ୩ ମହିଳା…

Continue Readingଅନୁଗୁଳରୁ ଧରାପଡ଼ିଲେ ସୁନ୍ଦରଗଡ଼ ଗଣହତ୍ୟାର ଅଭିଯୁକ୍ତ: ରାତି ଅଧିଆ ୫ ଯାଯାବରଙ୍କୁ ହାଣିଥିଲେ

ଦୋକାନ ପିଲାଙ୍କ ମାଡ଼ରେ କନିଷ୍ଠ କିରାଣୀ ଓ ତାଙ୍କ ସ୍ତ୍ରୀ ଆହତ

  ଅନୁଗୁଳ: ଆଜି ସକାଳେ ଅନୁଗୁଳ ଟିଚର୍ସ କଲୋନୀରେ ରହୁଥିବା ଡିଇଓ ଅଫିସର କନିଷ୍ଠ କିରାଣୀ ଶଶାଙ୍କ ଶେଖର ସାହୁ ପତ୍ନୀ ତପସ୍ଵିନୀ ଛୋଟ ଝିଅଙ୍କୁ ଧରି ସ୍କୁଲରୁ ଟିଚର୍ସ କଲୋନୀ ସ୍ଥିତ ଘରକୁ ଫେରୁଥିବା ସମୟରେ ଘର ପାଖରେ ଥିବା…

Continue Readingଦୋକାନ ପିଲାଙ୍କ ମାଡ଼ରେ କନିଷ୍ଠ କିରାଣୀ ଓ ତାଙ୍କ ସ୍ତ୍ରୀ ଆହତ

ସହିଦ ଶ୍ୱାନ ଯୋଦ୍ଧା ଫାଣ୍ଟମ୍‌କୁ ସେନା ଦେଲା ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଜମ୍ମୁ କାଶ୍ମୀରର ଉଦ୍ଧମ୍ପୂର୍ ଠାରେ ସେନା ବାହିନୀର ଶ୍ଵାନ ଯୋଦ୍ଧା ଫାଣ୍ଟମ୍‌କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଫାଣ୍ଟାମ୍‌ ହେଉଛି ବେଲଜୀୟାନ ପ୍ରଜାତିର କୁକୁର ।ବୟସ ହୋଇଥିଲା ଚାରି ବର୍ଷ। ଆର୍‌ଭି‌ଏଫ୍‌ରେ ତାକୁ ତାଲିମ ଦିଆଯାଇ‌ ଭାରତୀୟ ସେନାରେ ନିଯୁକ୍ତି ଦିଆଯାଇଥିଲା।ଅନେକ…

Continue Readingସହିଦ ଶ୍ୱାନ ଯୋଦ୍ଧା ଫାଣ୍ଟମ୍‌କୁ ସେନା ଦେଲା ଶ୍ରଦ୍ଧାଞ୍ଜଳି

ଆସୁଛି ପୁଣି ଏକ ଲଘୁଚାପ! ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶଙ୍କା

  ଭୁବନେଶ୍ୱର: ଆସୁଛି ପୁଣି ଏକ ଲଘୁଚାପ। ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ। ଏନେଇ ଭାରତୀୟ…

Continue Readingଆସୁଛି ପୁଣି ଏକ ଲଘୁଚାପ! ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶଙ୍କା