ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମସ୍ୟା ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜନଶୁଣାଣି ଶିବିରରେ ସମୁଦାୟ ୯୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୯୨ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟଭିତ୍ତିକ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମସ୍ୟା ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ସାମାନ୍ୟ ବଚସାରୁ ଯୁବକକୁ ହତ୍ୟା: ମା’ ସହ ଝଗଡ଼ା ପରେ ପୁଅକୁ କଟୁରୀରେ ହାଣି ଦେଲେ

ଅନୁଗୁଳ: ସାମାନ୍ୟ ବଚସାରୁ ଯୁବକକୁ ହତ୍ୟା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଁଗୁଡ଼ିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ସେହି ଗ୍ରାମର ଚିକୁନୁ ମାଝୀ (୨୪)। ସୂଚନା ମୁତାବକ, ଚାଙ୍ଗୁଡ଼ିଆ ଗ୍ରାମର ଚତୁର୍ଭୁଜ ମାଝୀଙ୍କର କୌଣସି…

Continue Readingସାମାନ୍ୟ ବଚସାରୁ ଯୁବକକୁ ହତ୍ୟା: ମା’ ସହ ଝଗଡ଼ା ପରେ ପୁଅକୁ କଟୁରୀରେ ହାଣି ଦେଲେ

ବଅଁରପାଳରେ ଗିରି ଗୋବର୍ଦ୍ଧନ ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟ ପାର୍ଶ୍ଵ ପଡିଆରେ ଗିରି ଗୋବର୍ଦ୍ଧନଙ୍କ ବାର୍ଷିକ ପୂଜା ଗତ ଶନିବାର ଠାରୁ ଆରମ୍ଭ ହୋଇଛି। ଉକ୍ତଦିନ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ନିକଟସ୍ଥ ପୁଷ୍କରିଣୀରୁ ପୂଜା ପାଠ ପୂର୍ବକ କଳସରେ…

Continue Readingବଅଁରପାଳରେ ଗିରି ଗୋବର୍ଦ୍ଧନ ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ବିଚ୍ ବଜାରରେ ସାପ ଧରାଳିଙ୍କ ବସ୍ତାରୁ ଖସିଗଲା ନାଗ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ବଜାର ନରି ବରା ଦୋକାନ ସାମନାରେ ଗୋଟେ ଅଟୋ ଲାଗିଲା। ଅଟୋ ଆରୋହୀ ଦୁଇଜଣ ଦୋକାନରୁ ବରା ଖାଉଥାନ୍ତି। ହଠାତ୍ ସେମାନଙ୍କର ନଜର ପଡ଼ିଲା ଅଟୋରେ ଥିବା ବସ୍ତାରୁ ଏକ ବିରାଟ ନାଗ ସାପ ବାହାରି…

Continue Readingବିଚ୍ ବଜାରରେ ସାପ ଧରାଳିଙ୍କ ବସ୍ତାରୁ ଖସିଗଲା ନାଗ

ପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ଭକ୍ତ, ମୋକିମ, ଶ୍ରୀକାନ୍ତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଓଡ଼ିଶା କଂଗ୍ରେସର ପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା। ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି ଆଜି ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା…

Continue Readingପିସିସି ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ଭକ୍ତ, ମୋକିମ, ଶ୍ରୀକାନ୍ତ

ମାନବ ସେବାଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ, ପରୀକ୍ଷା କରାଇଲେ ୧୦୦ ରୁ ଊର୍ଦ୍ଧ୍ୱ ଲୋକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୧୦ ଜଣଙ୍କର ମୋତିଆ…

Continue Readingମାନବ ସେବାଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ, ପରୀକ୍ଷା କରାଇଲେ ୧୦୦ ରୁ ଊର୍ଦ୍ଧ୍ୱ ଲୋକ

ଓସିଏର ସ୍ଵତନ୍ତ୍ର ବୈଠକରେ ବିଧାୟକ ପ୍ରତାପ ପ୍ରଧାନ

ଅନୁଗୁଳ: ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା। ଫେବୃୟାରୀ ୯ ତାରିଖ ୨୦୨୫ରେ କଟକ ବାରବାଟି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ନେଇ…

Continue Readingଓସିଏର ସ୍ଵତନ୍ତ୍ର ବୈଠକରେ ବିଧାୟକ ପ୍ରତାପ ପ୍ରଧାନ

କଳାକାର ବବିଙ୍କ ବିୟୋଗରେ ଶୋକ

ଅନୁଗୁଳ: ଅନୁଗୁଳର ବରିଷ୍ଠ କଳାକାର ଯୋଗେଶ୍ୱର ଦାସ ଓରଫ ବବିଙ୍କ ଗତ କାଲି ରାତିରେ ପରଲୋକ ଘଟିଛି। ତାଙ୍କର ଅକାଳ ବିୟୋଗରେ ଅନୁଗୁଳର ସମସ୍ତ କଳାକାର ଶୋକ ବ୍ୟକ୍ତ କରିଛନ୍ତି। ଏ ଅବସରରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ…

Continue Readingକଳାକାର ବବିଙ୍କ ବିୟୋଗରେ ଶୋକ

ପୌର ପ୍ରଶାସନ ର ଅପାରଗତା,ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୧୫ ଲକ୍ଷ ଟଙ୍କାର ପରିବା

ଅନୁଗୁଳ: ଆଜି ଦିନ ପ୍ରାୟ ସାଢେ଼ ଏଗାର ଟା ସମୟରେ ଅନୁଗୁଳ ଡେଲି ମାର୍କେଟରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଓ କଳା ଧୂଆଁ ଏପରି ଛାୟି ଯାଇଥିଲା ଜେ ଲୋକମାନେ ପାଖ ମେଡ଼ିକାଲ ଏନ୍‌ଆର୍‌ସି ବିଲଡିଂରେ ନିଆଁ ଲାଗିଥିବା ଭାବି…

Continue Readingପୌର ପ୍ରଶାସନ ର ଅପାରଗତା,ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୧୫ ଲକ୍ଷ ଟଙ୍କାର ପରିବା

ଶୈଳ ଶ୍ରୀକ୍ଷେତ୍ର ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଶୈଳ ଶ୍ରୀକ୍ଷେତ୍ର ନିକଟରୁ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ବନ୍ତଳା ଥାନା ଅଧୀନସ୍ଥ ଜାମ୍ବୁ ଗାଡ଼ିଆ ଗ୍ରାମର ପବିତ୍ର ନାଏକଙ୍କ ପୁଅ ନବ ନାଏକ (୩୦)।…

Continue Readingଶୈଳ ଶ୍ରୀକ୍ଷେତ୍ର ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ