ଅନୁଗୁଳରେ ଆଲୋକର ପର୍ବ ଦୀପାବଳୀ, କଟକଣା ଯୋଗୁଁ ବାଣ ବିକ୍ରି ୩୦ ପ୍ରତିଶତ କମିଲା

ଅନୁଗୁଳ: ଅନୁଗୁଳରେ ଆନନ୍ଦ ଓ ଉତ୍ସାହର ସହ କାଳୀ ପୂଜା ଓ ଦୀପାବଳୀ ଆରମ୍ଭ ହୋଇଛି। ପାଞ୍ଜିରେ ଦ୍ବନ୍ଦ୍ବାତ୍ମକ ସ୍ଥିତି ଯୋଗୁଁ ଲୋକେ ଦୁଇ ଦିନ ଧରି ଦୀପାବଳି ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଦୋକାନୀ ଗୁରୁବାର ଖାତା ପୂଜା କରିଥିବା…

Continue Readingଅନୁଗୁଳରେ ଆଲୋକର ପର୍ବ ଦୀପାବଳୀ, କଟକଣା ଯୋଗୁଁ ବାଣ ବିକ୍ରି ୩୦ ପ୍ରତିଶତ କମିଲା

୧୨ ଫୁଟର ଅଜଗର ବୋଦାକୁ ମାରିଦେଲା

ଅନୁଗୁଳ: ଆଜି ବନ୍ତଳା ଥାନା ଚମ୍ପତିମୁଣ୍ଡା ପଞ୍ଚାୟତ ଭାଲିଆପାଳ ଗାଁରେ ଏକ ବାର ଫୁଟିଆ ଅଜଗରକୁ ଉଦ୍ଧାର କରାଯାଇଛି। ସାପଟି ଗାଁର ଗୟା ନାୟକଙ୍କ ଘରେ ଥିବା ଗୋଟିଏ ବୋଦାକୁ ଆକ୍ରମଣ କରି ମାରି ଗିଳି ବାକୁ ଯାଉଥିବା ବେଳେ ପରିବାର…

Continue Reading୧୨ ଫୁଟର ଅଜଗର ବୋଦାକୁ ମାରିଦେଲା

ଜନ୍ମ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଘଟଣା: ଅବସରପ୍ରାପ୍ତ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ, ପେନସନ ବନ୍ଦ ପାଇଁ ସୁପାରିଶ

ଅନୁଗୁଳ: ଜନ୍ମ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ କାରବାର ଘଟଣାରେ ଅବସରପ୍ରାପ୍ତ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଭିଜିଲାନ୍ସ କୋର୍ଟ। ଏହି ମାମଲା ୨୦୦୩ ମସିହାର। ସୂଚନା ମୁତାବକ, ୨୦୦୩ ମସିହାରେ ଅନୁଗୁଳ ଜିଲ୍ଲା ଗୋଡ଼ିବନ୍ଧ ପବ୍ଲିକ ହେଲଥ…

Continue Readingଜନ୍ମ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଘଟଣା: ଅବସରପ୍ରାପ୍ତ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ, ପେନସନ ବନ୍ଦ ପାଇଁ ସୁପାରିଶ

ସାତ ଟଙ୍କା ଚୋରି କରି ସତୁରି ପାହାର ଖାଇଲା ଚୋର

ଅନୁଗୁଳ: ଆଜି ସକାଳ ପ୍ରାୟ ସାତ ଟା ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିରରୁ ଚୋରି କରି ଚୋର ଜଣକ ନିର୍ଦ୍ଧୁମ ଛେଚା ଖାଇଥିବା ଜଣାପଡିଛି। ଘଟଣାଟି ହେଲା ପ୍ରତିଦିନ ଲକ୍ଷ୍ମୀ ମନ୍ଦିରରେ ସକାଳ ଧୂପ ଲାଗି ବେଳେ ପରଦା…

Continue Readingସାତ ଟଙ୍କା ଚୋରି କରି ସତୁରି ପାହାର ଖାଇଲା ଚୋର

କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ତାଳଚେର: କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ । ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଧନତେରସରେ ଏହି ଚଢ଼ାଉ ଓଜନ ମାପ ,…

Continue Readingକୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ଏସଏନ୍‌କେ ରୟାଲରେ ଦୀପାବଳି ଧମାକା: ସବୁ ସାମଗ୍ରୀ ଉପରେ ମିଳୁଛି ୧୦ ପ୍ରତିଶତ ରିହାତି

  ଅନୁଗୁଳ: ଦୀପାବଳି ଅବସରରେ ଏସଏନ୍‌‌କେ ରୟାଲ ଶର୍ମା ଛକ ତାଳଚେର ଓ ଗାନ୍ଧୀମାର୍ଗ ଅନୁଗୁଳ ପକ୍ଷରୁ ଗ୍ରାହକଙ୍କ ପାଇଁ ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ସ୍ପେଶାଲ ଅଫର‌ ଦିଆଯାଉଛି। ଗ୍ରାହକମାନେ ଏସଏନ୍‌କେ ରୟାଲର ତାଳଚେର…

Continue Readingଏସଏନ୍‌କେ ରୟାଲରେ ଦୀପାବଳି ଧମାକା: ସବୁ ସାମଗ୍ରୀ ଉପରେ ମିଳୁଛି ୧୦ ପ୍ରତିଶତ ରିହାତି

ନିଜ ଗାଡ଼ି ଚକା ତଳେ ଗଲା ପ୍ରାଣ! ହମ୍ପସରେ ଡେଇଁ ଗାଡ଼ିରୁ ଖସି ପଡ଼ିଥିବା ଚାଳକଙ୍କ ଉପରେ ଚଢ଼ିଗଲା ନିଜ ଟ୍ରାକ୍ଟର, ଚାଲିଗଲା ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ହେଲେ ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ପଞ୍ଚାୟତ ବଣୁଆସାହିର ତ୍ରିଲୋଚନ ସାହୁଙ୍କ ପୁଅ ନରହରି ସାହୁ (୩୭)। ଖବର ଅନୁସାରେ,…

Continue Readingନିଜ ଗାଡ଼ି ଚକା ତଳେ ଗଲା ପ୍ରାଣ! ହମ୍ପସରେ ଡେଇଁ ଗାଡ଼ିରୁ ଖସି ପଡ଼ିଥିବା ଚାଳକଙ୍କ ଉପରେ ଚଢ଼ିଗଲା ନିଜ ଟ୍ରାକ୍ଟର, ଚାଲିଗଲା ଜୀବନ

ଲଗାଣ ବର୍ଷା ଯୋଗୁ ଦୋକାନରେ ଇଲେକ୍ଟ୍ରିକ ଚାର୍ଜ: ଖୋଲିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଲିକଙ୍କ ମୃତ୍ୟୁ

ଅନୁଗୁଳ: ଦୋକାନ ଖୋଲିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ସନାତନ ସାହୁଙ୍କ ପୁଅ…

Continue Readingଲଗାଣ ବର୍ଷା ଯୋଗୁ ଦୋକାନରେ ଇଲେକ୍ଟ୍ରିକ ଚାର୍ଜ: ଖୋଲିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଲିକଙ୍କ ମୃତ୍ୟୁ

ସ୍ବେଚ୍ଛାସେବୀଙ୍କ ମହାନତା! ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ହସ୍ପିଟାଲରେ କଲେ ଭର୍ତ୍ତି

  ଅନୁଗୁଳ: ସ୍ବେଚ୍ଛାସେବୀଙ୍କ ମହାନତା। ଅସହାୟ ବୃଦ୍ଧାଙ୍କୁ କଲେ ଉଦ୍ଧାର। ଅନୁଗୁଳ ଜିଲ୍ଲାର ଜଣାଶୁଣା ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ ଆଜି ପିଟିସି ଛକ ରାଜ ହୋଟେଲ ପାଖରେ ଏକ ଦୋକାନ ସାମ୍ନାରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ହସ୍ପିଟାଲରେ…

Continue Readingସ୍ବେଚ୍ଛାସେବୀଙ୍କ ମହାନତା! ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ହସ୍ପିଟାଲରେ କଲେ ଭର୍ତ୍ତି

ଅନୁଗୁଳରେ ଦୁର୍ନୀତି ନିବାରଣ ସଚେତନତା ରାଲି ଆୟୋଜିତ, ସଚେତନ କଲେ ସ୍ବାସ୍ଥ୍ୟ କର୍ମୀ

  ଅନୁଗୁଳ: ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା…

Continue Readingଅନୁଗୁଳରେ ଦୁର୍ନୀତି ନିବାରଣ ସଚେତନତା ରାଲି ଆୟୋଜିତ, ସଚେତନ କଲେ ସ୍ବାସ୍ଥ୍ୟ କର୍ମୀ