କାର୍ତ୍ତିକେଶ୍ୱର ପୂଜା ପୂର୍ବରୁ ରକ୍ତଦାନ ଶିବିର, ରକ୍ତ ଦେଲେ ୨୫ରୁ ଊର୍ଦ୍ଧ୍ବ ମହିଳା

ଅନୁଗୁଳ: କାର୍ତ୍ତିକେଶ୍ୱର ପୂଜା ପାଇଁ ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଗ୍ରାମ ଉତ୍ସବ ମୁଖରିତ ହୋଇପଡ଼ିଛି। ଚଳିତ ବର୍ଷ ୧୫ଟି ମଣ୍ଡପରେ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆୟୋଜିତ ହେବ। ଆସନ୍ତା ମାସ ୧୧ ତାରିଖ ଠାରୁ ୧୫ତାରିଖ ଯାଏଁ ପୂଜା ଉତ୍ସବ…

Continue Readingକାର୍ତ୍ତିକେଶ୍ୱର ପୂଜା ପୂର୍ବରୁ ରକ୍ତଦାନ ଶିବିର, ରକ୍ତ ଦେଲେ ୨୫ରୁ ଊର୍ଦ୍ଧ୍ବ ମହିଳା

ଲକ୍ଷ୍ମୀପୂଜା ଭସାଣି ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲି ମାଡ଼ରେ ଜଣେ ଆହତ

  ଅନୁଗୁଳ: ଅନୁଗୁଳରେ ଲକ୍ଷ୍ମୀପୂଜା ଭସାଣି ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶୋଭାଯାତ୍ରା ବେଳେ କାଞ୍ଚନବଜାର ନିକଟରେ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ଏଥିରେ ଖଲାରିର ଜୁଲୁ ସାହୁ(୩୨) ଆହତ ହୋଇଛନ୍ତି। ସେ ଭସାଣି ଶୋଭାଯାତ୍ରାରେ ଯାଉଥିବା…

Continue Readingଲକ୍ଷ୍ମୀପୂଜା ଭସାଣି ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲି ମାଡ଼ରେ ଜଣେ ଆହତ

ପେଟେଣ୍ଟ ମେଡ଼ିସିନ: ପତ୍ନୀ ଝାଡୁ ପାହାର ଖାଇ ପ୍ରେମିକା ସହ ଟୁଙ୍ଗୁରୁ ଫେରାର

ଅନୁଗୁଳ: ଗତ ଶନିବାର ଦିନ ବେଳା ସିମିଳିପଡ଼ା ନିକଟସ୍ଥ ଏକ ବସ୍ତିରେ ପତ୍ନୀର ଝାଡୁ ପାହାର ଖାଇ ପ୍ରେମିକା ସହ ସ୍ବାମୀ ଟୁଙ୍ଗରୁ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଟି ହେଲା ଟୁଙ୍ଗରୁ…

Continue Readingପେଟେଣ୍ଟ ମେଡ଼ିସିନ: ପତ୍ନୀ ଝାଡୁ ପାହାର ଖାଇ ପ୍ରେମିକା ସହ ଟୁଙ୍ଗୁରୁ ଫେରାର

ସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ଅନୁଗୁଳ: ଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଅନୁଗୁଳ ସଂଜୀବନୀ ପୂଜା କମିଟି ପକ୍ଷରୁ ମା ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ହୋଇଥିଲା। ଅନୁଗୁଳର ଯୁବ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ।…

Continue Readingସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

କାର ଧକ୍କାରେ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ଚାଳକ

  ଅନୁଗୁଳ: ଅନୁଗୁଳ ଗାନ୍ଧୀ ମାର୍ଗ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଆଜି ଏକ କାର ଧକ୍କା ଦେଇଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କାର ଚାଳକଙ୍କର କିଛି କ୍ଷତି ହୋଇନାହିଁ। କିନ୍ତୁ ଗାଡ଼ି ପିଟି ହେବାରୁ ଖୁଣ୍ଟଟି ଭାଙ୍ଗିପଡ଼ିଥିବା…

Continue Readingକାର ଧକ୍କାରେ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

  ଅନୁଗୁଳ: ଅନୁଗୁଳରୁ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଆଜି ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀମାନେ ସାଉଥ ବଲଣ୍ଡା ଅଞ୍ଚଳରୁ ଏକ ସ୍କର୍ପିଓରୁ ୧୩ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିବା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନବରତ୍ନ କାରଖାନାରେ ପୁଣି ଅଘଟଣ: ଟ୍ରଲର ଧକ୍କାରେ ଶ୍ରମିକଙ୍କ ମୃତ୍ଯୁ

  ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ନବରତ୍ନ କାରଖାନାରେ ପୁଣି ଅଘଟଣ। ସ୍ମେଲଟର୍ ପ୍ଲାଣ୍ଟ କାଷ୍ଟ ହାଉସ୍ ବି ରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ଟ୍ରଲର ଧକ୍କାରେ ମୃତ୍ଯୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପୁରୁଣାଗଡ଼ ଗ୍ରାମର ମନୋଜ ପାଲ (୪୩)।…

Continue Readingନବରତ୍ନ କାରଖାନାରେ ପୁଣି ଅଘଟଣ: ଟ୍ରଲର ଧକ୍କାରେ ଶ୍ରମିକଙ୍କ ମୃତ୍ଯୁ

ଚିକିତ୍ସା ପାଇଁ ନାହିଁ ଅର୍ଥ: କ୍ୟାନସରରେ ଯୁଝୁଛନ୍ତି ସୁକାନ୍ତୀ, ବଞ୍ଚିବା ପାଇଁ ଲୋଡ଼ୁଛନ୍ତି ସାହାଯ୍ୟ

ଅନୁଗୁଳ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଦୂରାରୋଗ କର୍କଟରେ ପୀଡ଼ିତ ହୋଇ ସାହାଯ୍ୟ ମାଗୁଛନ୍ତି ସୁକାନ୍ତୀ। କ୍ୟାନସର ଭଳି ମାରାତ୍ମକ ରୋଗକୁ ସାମ୍ନା କରିବାକୁ ନା' ତାଙ୍କ ପାଖେ ଅଛି ଅର୍ଥବଳ ନା' ଲୋକ ବଳ। ତିନି ବର୍ଷ…

Continue Readingଚିକିତ୍ସା ପାଇଁ ନାହିଁ ଅର୍ଥ: କ୍ୟାନସରରେ ଯୁଝୁଛନ୍ତି ସୁକାନ୍ତୀ, ବଞ୍ଚିବା ପାଇଁ ଲୋଡ଼ୁଛନ୍ତି ସାହାଯ୍ୟ

ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗ: ୨ ଗିରଫ, ୨ ବାଇକ ଜବତ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଗୁରୁବାର ଗାଡ଼ି ଯାଞ୍ଚ କରିବା ବେଳେ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ନାକିଚି…

Continue Readingମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗ: ୨ ଗିରଫ, ୨ ବାଇକ ଜବତ

କଣିହାଁରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜନଶୁଣାଣି କର୍ମଶାଳା ଆୟୋଜିତ, ୬୬୦ ପରିବାର ନିଯୁକ୍ତି ପାଇଥିବା ସୂଚନା

  ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ପବିତ୍ର ମୋହନ ସଭାଗୃହ ଠାରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣି କର୍ମଶାଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ…

Continue Readingକଣିହାଁରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜନଶୁଣାଣି କର୍ମଶାଳା ଆୟୋଜିତ, ୬୬୦ ପରିବାର ନିଯୁକ୍ତି ପାଇଥିବା ସୂଚନା