ଡକ୍ଟର ସୁଶୀଲ କୁମାର ମିଶ୍ରଙ୍କୁ ବରିଷ୍ଠ ନାଗରିକ ସମ୍ମାନ
ଅନୁଗୁଳ: ଅନୁଗୁଳ ନୂଆ ବସଷ୍ଟାଣ୍ଡ ନିକଟ ତାମ୍ରିତ୍ କଲୋନୀ ପୂଜା ମଣ୍ଡପରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାଃ ପୁରୁଷୋତ୍ତମ ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟବକ୍ତା ଭାବେ…
ଅନୁଗୁଳ: ଅନୁଗୁଳ ନୂଆ ବସଷ୍ଟାଣ୍ଡ ନିକଟ ତାମ୍ରିତ୍ କଲୋନୀ ପୂଜା ମଣ୍ଡପରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାଃ ପୁରୁଷୋତ୍ତମ ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟବକ୍ତା ଭାବେ…
ଅନୁଗୁଳ: ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳରେ ନୂତନ ଭାବେ ଗଠନ କରାଯାଇଥିବା ସାମାଜିକ ସଂଗଠନ ଲୁଲୁ ସେନା ତରଫରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ କରାଯାଇଛି। ବନ୍ତଳା ଅଞ୍ଚଳର ନନ୍ଦପୁର, ବାରଗୌଣିଆ, ପୋକତୁଙ୍ଗା ଆଦି ଅଞ୍ଚଳର ଭିନ୍ନ ଭିନ୍ନ ବିଦ୍ୟାଳୟରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ଗାଁରେ ଜଣେ ବ୍ୟକ୍ତିଙ୍କୁ କଇଁଚିରେ ଭୁସି ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ହେଲେ ମଧୁସୂଦନ ନାୟକ। ସୂଚନା ଅନୁଯାୟୀ, ମଧୁସୂଦନ ନାୟକ ବଅଁରପାଳ କଲେଜ ନିକଟରେ…
ଅନୁଗୁଳ: ଅନୁଗୁଳ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ବିଗୁଡୁଥିବା ଦେଖିବାକୁ ମିଳୁଛି। ଗତ ସୋମବାର ଦିନ ଗାନ୍ଧିମାର୍ଗ ଛକରେ ଘଟିଥିବା ଏକ ଘଟଣା ଏ କଥାକୁ ପ୍ରମାଣିତ କରୁଛି। ଶିବରାମ ମହାନ୍ତି ଜଣେ ଭିନ୍ନକ୍ଷମ। ଗାନ୍ଧିମାର୍ଗ ଛକରେ ଏକ…
ଅନୁଗୁଳ: ନିକଟରେ କୋଲକାତାର ଆର୍ଜି କର ମେଡ଼ିକାଲ କଲେଜ୍ରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି କ୍ରମରେ ଆଜି ଅନୁଗୁଳର ଡାକ୍ତରମାନେ କଳା ବ୍ୟାଜ ପିନ୍ଧିବା ସହ ଘଟଣାକୁ କଡା…
ଅନୁଗୁଳ: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଘରେ ଘରେ ଜାତୀୟ ପତାକା ଉଡ଼ାଇ ତାକୁ ସମ୍ମାନ ଦେବାକୁ ସାଧାରଣରେ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଥିନେଇ ଶୋଭାଯାତ୍ରା ସଭା ସମିତି ଆୟୋଜିତ ହେଉଛି। ଆଜି…
ଅନୁଗୁଳ: ଭାରତୀୟ ଡାକ ବିଭାଗ ତରଫରୁ ଆଜି କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ ( Partition Horror Remembrance Day) ଅନୁଗୁଳ ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ…
ଅନୁଗୁଳ : ବାଂଲାଦେଶରେ ସରକାର ଭୁଶୁଡ଼ିବା ପରେ ସେଠାକାର ସ୍ଥିତି ବେହାଲ ହୋଇଛି। ସେଠାକାର ଲୋକେ ଜୀବନ ବଞ୍ଚାଇ ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି। କିଛି ବାଂଲାଦେଶୀ ଭାରତ ତଥା ଓଡ଼ିଶାରେ ବି ବହୁ ଆଗରୁ ଆଶ୍ରୟ ନେଉଛନ୍ତି। ଏବେ ରାଜ୍ୟରେ…
ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି…
ଅନୁଗୁଳ: ଅନୁଗୁଳ ସହରରେ ଏବେ ବଢ଼ିବାରେ ଲାଗିଛି ଭାଇଗିରି। ୧୬ରୁ ୨୫ ବର୍ଷର ଯୁବକଙ୍କୁ ହାତକୁ ନେଇ କିଛି ଅସାମାଜିକ ଗୋଷ୍ଠୀ ଏହି ଭାଇଗିରି ଆରମ୍ଭ କରିଛନ୍ତି। ଫଳରେ ଅନୁଗୁଳର ଶାନ୍ତ ପରିବେଶ ନଷ୍ଟ ହେବାକୁ ବସିଲାଣି। ଯୁବକଙ୍କୁ କବ୍ଜା କରିବାକୁ…