ବଗିଚାରେ କାମ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାଟକମୁଣ୍ଡା ଗ୍ରାମ ପଞ୍ଚାୟତରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବଗିଚାରେ କାମ କରୁଥିବା ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପାଟକମୁଣ୍ଡା ଗ୍ରାମର ସୋମନାଥ ପ୍ରଧାନ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସୋମନାଥ ବଗିଚାରେ…

Continue Readingବଗିଚାରେ କାମ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଦୁଇ ଫେରାର ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଶାଳଗାଡ଼ିଆ ଗ୍ରାମର ଭୀମସେନ ନାଏକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ପାଣିଗୋଳା ଗ୍ରାମର ହିମାଂଶୁ ସିଂହ ଓ ଜଗନ୍ନାଥପୁର…

Continue Readingଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଦୁଇ ଫେରାର ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀଙ୍କୁ ଛଟେଇ ଧମକ, ନ୍ୟାୟ ପାଇଁ ଶ୍ରମ ବିଭାଗର ହେଲେ ଦ୍ୱାରସ୍ଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ ଛଟେଇ ଧମକ ଦେବା ନେଇ କର୍ମଚାରୀମାନେ ଆଜି ଅନୁଗୁଳ ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ମାର୍ଚ୍ଚ ୨୦୨୦ ରୁ ଅନୁଗୁଳ ଚିକିତ୍ସାଳୟରେ ଯୋଗ ଦେଇ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀଙ୍କୁ ଛଟେଇ ଧମକ, ନ୍ୟାୟ ପାଇଁ ଶ୍ରମ ବିଭାଗର ହେଲେ ଦ୍ୱାରସ୍ଥ

ଭାରତ ବିକାଶ ପରିଷଦ ପକ୍ଷରୁ କର୍ମଶାଳା ଓ ପ୍ରତିଷ୍ଠା ଦିବସ

ଅନୁଗୁଳ:ଅନୁଗୁଳ ଗାନ୍ଧିମାର୍ଗ ସ୍ଥିତ ଏକ ଘରୋଇ ସଭାକକ୍ଷରେ ବୁଧବାର ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ପରିଷଦର ପୂର୍ବକ୍ଷେତ୍ର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାଶ…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ କର୍ମଶାଳା ଓ ପ୍ରତିଷ୍ଠା ଦିବସ

ପୁଣି ଅନୁଗୁଳରେ ହାତୀ ଆତଙ୍କ: ରାତି ଅଧରେ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲେ ୩ ହାତୀ

ଅନୁଗୁଳ: ପୁଣି ଅନୁଗୁଳରେ ହାତୀ ଆତଙ୍କ। ଘର ଭାଙ୍ଗିବା ସହ ଖାଇଗଲେ ଧାନ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଭାଲୁଖାଇଢିପ ଗାଁରେ ପଶି ଘର ଭାଙ୍ଗିଛନ୍ତି ୩ ହାତୀ। କିନ୍ତୁ ସୌଭାଗ୍ୟବଶତଃ ଘରେ ଥିବା ୪ ଜଣଙ୍କ ଜୀବନ ବଞ୍ଚିଯାଇଛି। ସୂଚନା…

Continue Readingପୁଣି ଅନୁଗୁଳରେ ହାତୀ ଆତଙ୍କ: ରାତି ଅଧରେ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲେ ୩ ହାତୀ

‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ

ତାଳଚେର: ତାଳଚେରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଦେଉଳବେଡା ସ୍ଥିତ ପୂର୍ବତନ ସାଂସଦ ମହେଶ ସାହୁଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଭାପତି ଇଂ ରମେଶ ବେହେରାଙ୍କ…

Continue Reading‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ପ୍ରସ୍ତୁତି ବୈଠକ

ଅନୁଗୁଳରେ ଆୟୋଜିତ ଭୋପାଳ ସମ୍ଭାଗସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ: ସ୍ଥାନୀୟ ଚମ୍ପତ୍ତିମୁଣ୍ଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଦ୍ଵାରା ଆୟୋଜିତ ନବୋଦୟ ବିଦ୍ୟାଳୟ ସମିତିର ଭୋପାଳ ସମ୍ଭାଗସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି। ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ଗତ ଦୁଇଦିନ ଧରି ଚାଲୁ ରହିଥିବା ୧୪,୧୭ ଓ ୧୯ ବର୍ଷରୁ…

Continue Readingଅନୁଗୁଳରେ ଆୟୋଜିତ ଭୋପାଳ ସମ୍ଭାଗସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଭେଣ୍ଡିଂ ଜୋନ୍ ଭିତରେ କୁଢ଼ କୁଢ଼ ଅଳିଆ ଗଦାଉଛି ଖୋଦ ପୌରପାଳିକା, ଅଭିଯୋଗ କଲେ ଉଚ୍ଛେଦ କରିବାକୁ ଦେଉଛନ୍ତି ଧମକ

ଅନୁଗୁଳ: ମଡେଲ ଭେଣ୍ଡିଂ ଜୋନ୍ ଭିତରେ ଅଳିଆ ଗଦା ନେଇ ବୁଧବାର ଅନୁଗୁଳ ପୌରପାଳିକା ୧୯ ନମ୍ଵର୍ ୱାର୍ଡବାସୀ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଗତ ଅଗଷ୍ଟ ୩୧ ରେ ୧୯ ନମ୍ଵର୍ ୱାର୍ଡ ହେମସୁରପଡା ଅଞ୍ଚଳରେ ମଡେଲ ଭେଣ୍ଡିଂ…

Continue Readingଭେଣ୍ଡିଂ ଜୋନ୍ ଭିତରେ କୁଢ଼ କୁଢ଼ ଅଳିଆ ଗଦାଉଛି ଖୋଦ ପୌରପାଳିକା, ଅଭିଯୋଗ କଲେ ଉଚ୍ଛେଦ କରିବାକୁ ଦେଉଛନ୍ତି ଧମକ

ବୁଲେଟକୁ ଧକ୍କା ଦେଲା ଟ୍ରକ, ଚାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ତୁବେ ନିକଟରେ ଟ୍ରକ ଓ ବୁଲେଟ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଏକ ଟ୍ରକ ଅନୁଗୁଳ ଆଡୁ ସମ୍ବଲପୁରକୁ…

Continue Readingବୁଲେଟକୁ ଧକ୍କା ଦେଲା ଟ୍ରକ, ଚାଳକ ମୃତ

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳକୁ ୧୬ ପଦକ

ଅନୁଗୁଳ: ଚଳିତ ମାସ ୨୭ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ଓପନ୍‌ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତାର ହାୱଡା ଲିଛୁ ବଗନ୍‌ ଇଣ୍ଡୋର ଷ୍ଟାଡିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରତଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୩ ଜଣ ବାଳିକା ଓ ୧୩…

Continue Readingଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳକୁ ୧୬ ପଦକ