୮୧ ଗ୍ରାମ ବ୍ରାଉନ ସୁଗାର ଜବତ ୩ ଗିରଫ
ଅନୁଗୁଳ: ଆଜି ଅନୁଗୁଳ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ହେମସୁରପଡା ଓ ପଞ୍ଚମହଲାରୁ ତିନି ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମଟର ସାଇକଲ ଜବତ କରାଯିବ ସହ ୮୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି।…
ଅନୁଗୁଳ: ଆଜି ଅନୁଗୁଳ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ହେମସୁରପଡା ଓ ପଞ୍ଚମହଲାରୁ ତିନି ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମଟର ସାଇକଲ ଜବତ କରାଯିବ ସହ ୮୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି।…
ଅନୁଗୁଳ: ରବିବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୮୨ଟି ଅଭିଯୋଗ…
ଅନୁଗୁଳ: ମାଲକା୍ନଗିରି ଠାରେ ଗତ ୨୯ ଓ ୩୦ ତାରିଖ ଦୁଇ ଡିନ ଧରି ଚାଲିଥିବା ଅଲ ଓଡିଶା ଲୟର୍ସ ଆସୋସିଏସନର ୫୩ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କର୍ମଶାଳା ବ୍ୟତୀତ କର୍ମକର୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ…
ଅନୁଗୁଳ: ଅନୁଗୁଳ ରବିବାର ସାପ୍ତାହିକ ହାଟରୁ ସାଇକେଲ ଯୋଗେ ଘରକୁ ଫେରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ବେପାରୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ନିଶା ଗ୍ରାମର ତ୍ରିଲୋଚନ ସ୍ୱାଇଁ। ସୂଚନା ମୁତାବକ, ତ୍ରିଲୋଚନ ସ୍ୱାଇଁ ଅନୁଗୁଳ ସାପ୍ତାହିକ…
ଅନୁଗୁଳ: ବାରବାଟୀ ଷ୍ଟାଡିୟମରେ ସଞ୍ଜୟ ବେହେରା ନେତୃତ୍ୱରେ ସେକ୍ରେଟାରୀ ଏକାଦଶ ଏବଂ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ କ୍ରୀଡାମନ୍ତ୍ରୀ ଏକାଦଶ ଟିମ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଥିଲା। ସଞ୍ଜୟଙ୍କ ଏକାଦଶ ୧୩୬ ରନର ଟାର୍ଗେଟକୁ ପଙ୍କଜ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟ ଠାରେ ହାତୀ-ମଣିଷ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ନେଇ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏସିଏଫ ବିଦ୍ୟା ସାଗର, ରେଞ୍ଜ ଅଧିକାରୀ ସୁଭଦ୍ରା ମହାପାତ୍ର, ଜୀବ ବିଜ୍ଞାନୀ ମନୋରଞ୍ଜନ ପରିଡା ଏବଂ ଅନ୍ୟମାନେ…
ଅନୁଗୁଳ: ବନ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବାକୁ ନିଆରା ପ୍ରୟାସ। ଜଙ୍ଗଲ ବିଭାଗକୁ ଜୀବନ ବିଭାଗରେ ପରିବର୍ତ୍ତନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଘ ବେଶରେ ଧାରଣା ଦେଇଛନ୍ତି ସ୍ଥାନୀୟ ପାଳଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲ୍ଲୀପ କୁମାର…
ଅନୁଗୁଳ ସହର ଶଙ୍କର ସିନେମା ରୋଡରେ ଥିବା ଦ ମ୍ୟାନ୍ ଷ୍ଟୋର ଡ୍ରେସ୍ ଦୋକାନରେ ଅଗ୍ନିକାଣ୍ଡ ହୋଇ ପାଖାପାଖି ୪ ରୁ ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି…
ଅନୁଗୁଳ: ଢାବାରେ ପହଞ୍ଚିଲେ ଆଉ ପୁଣି ମଦ ମାଗିଲେ। ମାଲିକ ମନା କରିବାରୁ ଲୁହା ରଡ଼ରେ କଲେ ଆକ୍ରମଣ। ମଦୁଆଙ୍କ ଆକ୍ରମଣରେ ୫ ଜଣ ଆହତ ହୋଇଥିବା ନେଇ ଅନୁଗୁଳ ସଦର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅନୁଗୁଳ ସଦର…