ଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରିକଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନବ ବର୍ଷ ବା ଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରି କରାଯାଇଛି। ଯେଉଁ ସଂସ୍ଥା ବା କ୍ଳବ୍ ପାର୍ଟି କରିବେ ସେମାନେ ଲାଉଡ ସ୍ପିକର ଆଇନକୁ ମାନି ଚଳିବେ। ମାତ୍ରାଧିକ ଶବ୍ଦ…

Continue Readingଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରିକଲା ପୋଲିସ

ମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭୁବନେଶ୍ୱର ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଚାଲିଥିବା ମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଉଦଯାପନୀ ମ୍ୟାଚରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳ କଟକ ବିଶ୍ବ ଭାରତୀ ଦଳକୁ ୭୭ ରନ କରି ଚାମ୍ପିୟନ ହୋଇଥିଲା।ଆଜିର ଉଦଯାପନୀ ମ୍ୟାଚରେ…

Continue Readingମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭୁବନେଶ୍ୱର ଚାମ୍ପିୟନ

୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ସିମେଣ୍ଟ କାରଖାନାକୁ ଗଲା

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ  କମ୍ପାନୀ ପଠା ଯାଇଛି। ଅନୁଗୁଳ ପୌରପାଳିକାର ବିଭିନ୍ନ ଏମସିସି ସେଣ୍ଟରରେ ପ୍ଲାଷ୍ଟିକ ଆବର୍ଜ୍ଜନାକୁ ଅଲଗା କରିବା ପରେ ଏହି ଆବର୍ଜନାକୁ ସିମେଣ୍ଟ କାରଖାନାରେ ପୁନଃ…

Continue Reading୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ସିମେଣ୍ଟ କାରଖାନାକୁ ଗଲା

“ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୁଳ” କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ-ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଶିଳାନ୍ୟାସ

ଅନୁଗୁଳ: 'ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୁଳ' କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା…

Continue Reading“ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୁଳ” କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ-ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଶିଳାନ୍ୟାସ

ଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ

ଅନୁଗୁଳ: ଅଲ୍ ଇଣ୍ଡିଆ ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଶିକ୍ଷକପଡ଼ା ଅଫିସ୍ ପ୍ରାଙ୍ଗଣରେ ସଂଗଠନର ରକ୍ତପତାକା ଉତ୍ତୋଳନ କରାଯିବା ସହ ଶିକ୍ଷା ଆନ୍ଦୋଳନର ଶହୀଦଙ୍କ ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଛି। ଡି.ଏସ୍.ଓ.…

Continue Readingଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ

ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ପ୍ରାନ୍ତର ବାର୍ଷିକ ସମ୍ମିଳନୀ

ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା': ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା। ରବିବାର ଅନୁଗୋଳ ଠାରେ ଅଖିଳ…

Continue Readingଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ପ୍ରାନ୍ତର ବାର୍ଷିକ ସମ୍ମିଳନୀ

ପୋଲ ତଳକୁ ଯାତ୍ରୀବାହୀ ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଗୋପୀନାଥପୁର ନିକଟସ୍ଥ ପଥୁରିଆ ନାଳ ନିକଟରେ ୧୦ଫୁଟ ତଳକୁ ଯାତ୍ରୀବାହୀ ଅଟୋ ଖସି ଚାଳକଙ୍କ ମୃତ୍ୟୁ। ମୃତ ଅଟୋ ଚାଳକ ହେଲେ ନିଶା ଶିଳ୍ପାଞ୍ଚଳ ଥାନା ଗୋପୀବଲ୍ଲଭପୁର ଗାଁର ସୁବାସ ଗଡ଼ନାୟକ। ସୂଚନା ମୁତାବକ,…

Continue Readingପୋଲ ତଳକୁ ଯାତ୍ରୀବାହୀ ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ

ଅନୁଗୁଳ: ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଓକିଲ ସଂଘର ସହ ସମ୍ପାଦକ ତଥା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ପୁରୁଷୋତ୍ତମ ନାୟକ। ଏହି ନିଯୁକ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

Continue Readingସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ

ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍‌ର ବାର୍ଷିକ ଉତ୍ସବ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବଡସିଂହଡା ସ୍ଥିତ ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍ ଓ ଏଲିଟ୍ ଏକାଡେମୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ତାଳଚେର…

Continue Readingଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍‌ର ବାର୍ଷିକ ଉତ୍ସବ

ସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା

ଅନୁଗୁଳ: ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ଅଦାଲତରେ ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇନ୍‌ଜୀବୀ ପ୍ରଦୀପ କୁମାର ଦେବତା। ଏ ସଂପର୍କରେ ଗତ ୨୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସୂଚନା ମିଳିଛି। ସୂଚନାଯୋଗ୍ୟ,…

Continue Readingସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା