ଛେଣ୍ଡିପଦା ବସ୍ ମାଲିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ: ଉମେଶ ଚନ୍ଦ୍ର ପ୍ରଧାନ ହେଲେ ସଭାପତି
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଜଗନ୍ନାଥ ବସ୍ ମାଲିକ ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ମଙ୍ଗଳବାର ସ୍ଥାନୀୟ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଛି। ବୈଠକରେ ସର୍ବସମ୍ମତି କ୍ରମେ ବସ୍ ମାଲିକ ସଂଘର ସଭାପତି ଭାବେ ଉମେଶ ଚନ୍ଦ୍ର…
