ଜଙ୍ଗଲରେ ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

  ତାଳଚେର: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ନୂଆ ଲାଙ୍ଗିଯୋଡ଼ା ଗ୍ରାମର ଜଣେ ଯୁବକ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଛବି ନାଏକ(୩୮)। ଖବର ପାଇ କୋଲିୟରୀ ଥାନା ପୋଲିସ୍ ଘଟଣାସ୍ଥଳରେ…

Continue Readingଜଙ୍ଗଲରେ ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

ହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ

ଭୁବନେଶ୍ବର: ହଟିଲା ନବୀନ ପଟ୍ଟନାୟକଙ୍କର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା। ନବୀନ ନିବାସରୁ କମିଲା ସିପାହୀ ସଂଖ୍ୟା। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ…

Continue Readingହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ

ରଜରେ ଅଘଟଣ : କେନାଲରେ ଖସି ପଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର କେନାଲରେ ଖସି ପଡ଼ିବାରୁ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪)। ସୂଚନା ମୁତାବକ, ନବମ…

Continue Readingରଜରେ ଅଘଟଣ : କେନାଲରେ ଖସି ପଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ: ସମ୍ଭାବ୍ୟ ବନ୍ୟା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ

ଅନୁଗୁଳ: ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟାର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ବସିଥିବା…

Continue Readingଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ: ସମ୍ଭାବ୍ୟ ବନ୍ୟା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ

ଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର

ଅନୁଗୁଳ: ରକ୍ତଦାତା ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର ଅନୁଗୁଳ ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅନୁଗୁଳ ରକ୍ତ କେନ୍ଦ୍ର ଯାହାକି ପୂର୍ବରୁ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଭାବେ ପରିଚିତ ଥିଲା ତାହା କିଛି ବର୍ଷ ଧରି ସଫଳତାର ସିଡି…

Continue Readingଜୁନ୍ ୧୪ ବିଶ୍ଵ ରକ୍ତଦାତା ଦିବସ: ସଫଳତାର ସିଡି ଚଢ଼ୁଚି ଅନୁଗୁଳ ରକ୍ତ କେନ୍ଦ୍ର

ତାଳଚେର ଥାନାରୁ ଅଭିଯୁକ୍ତ ଛୁ, ଦୀର୍ଘ ସମୟ ଖୋଜିବା ପରେ ଘରୁ ପୁଣି ଗିରଫ କଲା ପୋଲିସ

ତାଳଚେର: ତାଳଚେର ଟାଉନ ଥାନାରୁ ଅଭିଯୁକ୍ତ ଫେରାର। କୋର୍ଟ ଚାଲାଣ ହେବା ପୂର୍ବରୁ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ନୂଆପଡ଼ା ଗ୍ରାମର ଜଣେ ଯୁବକ କୌଣସି ଏକ ମାମଲାରେ ସମ୍ପୃକ୍ତ ଥିବାରୁ ପୋଲିସ ତାକୁ…

Continue Readingତାଳଚେର ଥାନାରୁ ଅଭିଯୁକ୍ତ ଛୁ, ଦୀର୍ଘ ସମୟ ଖୋଜିବା ପରେ ଘରୁ ପୁଣି ଗିରଫ କଲା ପୋଲିସ

ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ: ଏପ୍ରିଲ ଓ ମେ ମାସରେ ହୋଇଥିବା ଦୁର୍ଘଟଣାର ସମୀକ୍ଷା କଲେ ଜିଲ୍ଲାପାଳ

ଅନୁଗୁଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅବାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଏପ୍ରିଲ ଓ ମେ ମାସରେ ହୋଇଥିବା ଦୁର୍ଘଟଣା ଓ ନିଆଯାଇଥିବା…

Continue Readingଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ: ଏପ୍ରିଲ ଓ ମେ ମାସରେ ହୋଇଥିବା ଦୁର୍ଘଟଣାର ସମୀକ୍ଷା କଲେ ଜିଲ୍ଲାପାଳ

ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

ତାଳଚେର : ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା, ଆଜନ୍ମ ବିପ୍ଲବୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପ୍ରଜାମଣ୍ଡଳ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଛି। ଏ ଅବସରରେ ତାଳଚେର ଯୁବନେତା…

Continue Readingତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

ଆଡହକ ସଭାପତିଙ୍କ ନିଲମ୍ବନ କ୍ଷମତା ନାହିଁ: ପ୍ରବୋଧ

ଅନୁଗୁଳ: ବୁଧବାର ଅର୍ଥାତ ୧୨ ତାରିଖରେ କଂଗ୍ରେସ ଓବିସି ସେଲ ଅନୁଗୁଳ ଶାଖା ସଭାପତି ପ୍ରବୋଧ କୁମାର ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ନିଲମ୍ବନ କରିବା ନେଇ ଚିଠି କରିବା ପରେ ଶ୍ରୀ ସ୍ୱାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

Continue Readingଆଡହକ ସଭାପତିଙ୍କ ନିଲମ୍ବନ କ୍ଷମତା ନାହିଁ: ପ୍ରବୋଧ

ଆଠମଲ୍ଲିକ ବିଧାୟକଙ୍କୁ ଚାଳକ ସଂଘର ସମ୍ବର୍ଦ୍ଧନା, ଜଣାଇଲେ ଦୀର୍ଘ ଦିନର ଦାବି

ଅନୁଗୁଳ: ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ତୁରୁଡାସ୍ଥିତ ବାସଭବନରେ ବୁଧବାର ଭେଟିଛନ୍ତି କିଶୋରନଗର ବ୍ଲକ ଡ୍ରାଇଭର ସଂଘ। ପ୍ରଥମେ ଡ୍ରାଇଭର ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଚାଳକମାନେ ସେମାନଙ୍କ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ।…

Continue Readingଆଠମଲ୍ଲିକ ବିଧାୟକଙ୍କୁ ଚାଳକ ସଂଘର ସମ୍ବର୍ଦ୍ଧନା, ଜଣାଇଲେ ଦୀର୍ଘ ଦିନର ଦାବି