ସାଏଙ୍କ ସାମ୍ବାଦିକ ସମ୍ମିଳନୀ, ସଦାଶିବ ବିଜେଡିର ମୋହରା ସାଜିଛନ୍ତି

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ଏକ ହୋଟେଲରେ ଆଠମଲ୍ଲିକ ବିଜେପି ପକ୍ଷରୁ ରମେଶ ଚନ୍ଦ୍ର ସାଏ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏକ ଓଡ଼ିଆ ଦୈନିକରେ ଆଠମଲ୍ଲିକ ଗଣ୍ଡ ସମାଜ ସଭାପତି ସଦାଶିବ ନାୟକଙ୍କ ବାବଦରେ…

Continue Readingସାଏଙ୍କ ସାମ୍ବାଦିକ ସମ୍ମିଳନୀ, ସଦାଶିବ ବିଜେଡିର ମୋହରା ସାଜିଛନ୍ତି
Read more about the article ଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର
Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ଵର : ସୃଷ୍ଟି ହେଲା ଲଘୁଚାପ, ୨୪ରେ ନେବ ଅବପାତର ରୂପ। ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ ଟାରେ ଲଘୁଚାପ ସୃଷ୍ଟି ହୋଇଛି। ପରେ ଉତ୍ତର-ପୂର୍ବ ଦିଗରେ ଗତି କରି ୨୪ ରେ କେନ୍ଦ୍ରୀୟ…

Continue Readingଓଡ଼ିଶାକୁ ନାହିଁ ସମ୍ଭାବ୍ୟ ବାତ୍ୟା ବିପଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା

ଅନୁଗୁଳ: ମାଟି ଆଉ ମଣିଷର ସମ୍ପର୍କ ବହୁତ ପୁରୁଣା। ଏଣୁ ଆଜି ବି ପ୍ରତିଟି ଘର କରଣା ସାମଗ୍ରୀରେ ମାଟି ବ୍ୟବହୃତ ହେଉଛି। ଏବେ ଭିନ୍ନ ପରିଚୟ ପାଇଛି ମାଟି। ନୂଆ ରୂପରେ ସଜେଇ ହୋଇଛି ମାଟି। ନାଁ ପାଇଛି ଟେରାକୋଟା।…

Continue Readingପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା

ରାଜ୍ୟରେ ହାତୀ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ହାତୀ ଗଣନା। ଏଥିପାଇଁ ଜଙ୍ଗଲ ବିଭାଗର ପ୍ରସ୍ତୁତି ଶେଷ ହୋଇଛି । ଏହି ଗଣନା ୩ ଦିନ ଧରି ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ହାତୀ ଗଣନା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି।…

Continue Readingରାଜ୍ୟରେ ହାତୀ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ
Read more about the article ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ
Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ୨୪ରେ ଅବପାତ ହେବ। ଏହା ବାତ୍ୟାର ରୂପ ନେବ କି ନ ନେବ ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଆଗୁଆ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଏହି…

Continue Readingବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ: ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

ଅନୁଗୁଳ: ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ ସ୍ଥାନୀୟ ଶାନ୍ତି ରେସିଡେନ୍ସି ହୋଟେଲରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ସଭାପତି ତଥା ମୁଖ୍ୟ ସରକାରୀ ଓକିଲ ପରମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ବିଧାନସଭାର…

Continue Readingଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟର ଦ୍ଵିତୀୟ ବୈଠକ: ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

କ୍ୟାନସର ହେଲା କାଳ,ବିଷ ପିଇ ଜୀବନ ହାରିଲେ ଆମ୍ବୁଲାନ୍ସ ଡ଼୍ରାଇଭର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆମ୍ବୁଲାନ୍ସ ଡ଼୍ରାଇଭର ଗୋଲବଦନ ସାହୁ ସୋମବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। କିଛିଦିନ ତଳେ ତାଙ୍କର ପାଟିରେ ଘା ହୋଇଥିଲା। ପରୀକ୍ଷାରୁ ଡାକ୍ତର ଏହା କ୍ୟାନ୍ସର ବୋଲି କହିଥିଲେ। ଗୋଲବଦନ ଅପରେସନ…

Continue Readingକ୍ୟାନସର ହେଲା କାଳ,ବିଷ ପିଇ ଜୀବନ ହାରିଲେ ଆମ୍ବୁଲାନ୍ସ ଡ଼୍ରାଇଭର

ଫଳ ପଚାଇବା ପାଇଁ କାର୍ବାଇଡକୁ ବ୍ୟାନ୍ କଲା ଏଫଏସଏସଏଆଇ

ଅନୁଗୁଳ: ଆଜିକାଲି ଆମ୍ବ,ପଣସ,କଦଳୀ ଆଦି ଫଳକୁ ଶୀଘ୍ର ପଚାଇବା ପାଇଁ କିଛି ଅସାଧୁ ଫଳ ବେପାରୀ କ୍ୟାଲସିୟମ କାରବାଇଡ କୁ ବ୍ୟବହାର କରୁଛନ୍ତି।ତେବେ ଏହା ବିଷାକ୍ତ ହୋଇଥିବାରୁ ଭାରତର ଖାଦ୍ୟ ମାନ ଯାଞ୍ଚ କରୁଥିବା ସର୍ବୋଚ୍ଚ ସଂସ୍ଥା ଏଫଏସଏସଏଆଇ ଏହାକୁ ଵ୍ୟାନ…

Continue Readingଫଳ ପଚାଇବା ପାଇଁ କାର୍ବାଇଡକୁ ବ୍ୟାନ୍ କଲା ଏଫଏସଏସଏଆଇ

ସୌମ୍ୟରଂଜନ ବିଜେପିରୁ ଇସ୍ତଫା ଦେଲେ

ଅନୁଗୁଳ: ଅନୁଗୁଳ ଯୁବ ବିଜେପି ଟାଉନ୍ ସଭାପତି ସୌମ୍ୟ ରଞ୍ଜନ ସାହୁ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦଳର ଜିଲ୍ଲା ସଭାପତି ଡୀଲେଶ୍ୱର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି।ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଉଥିବା ପତ୍ରରେ ଜଣାଇଛନ୍ତି।…

Continue Readingସୌମ୍ୟରଂଜନ ବିଜେପିରୁ ଇସ୍ତଫା ଦେଲେ

କଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବନ୍ତଳା ରେଞ୍ଜରଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଦନ୍ତା ହାତୀ ମରି ପଡିଥିବା ଖବର ତାଙ୍କ ପାଖକୁ…

Continue Readingକଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ