ବିପଦଜନକ ଆବର୍ଜନା ଯୋଗୁଁ ମହୁମାଛି ଓ ପ୍ରଜାପତିଙ୍କ ସଂଖ୍ୟା କମୁଛି
ଅନୁଗୁଳ: ଆବର୍ଜନା ସହରର ବଦନାମ୍ ମୁଣ୍ଡାଇଥିବା ଅନୁଗୁଳ ଜିଲ୍ଲାରେ ବିପଦଜନକ ଆବର୍ଜନା ଏବେ ଜନସମୁଦାୟ ପାଇଁ ଆଶଙ୍କା ସୃଷ୍ଟି କରିଛି। ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ବର୍ଷକୁ ୧,୮୮,୦୦୯.୩୦ ମେଟ୍ରିକ୍ ଟନ୍…
