ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବି.ଇଡି କଲେଜରେ ସ୍ୱତନ୍ତ୍ର ଆଲୋଚନା ଚକ୍ର

ଅନୁଗୁଳ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ନୂଆ-ଓ ଆନୁକୂଲ୍ୟରେ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ…

Continue Readingଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବି.ଇଡି କଲେଜରେ ସ୍ୱତନ୍ତ୍ର ଆଲୋଚନା ଚକ୍ର

ଏଗାର ଦିନରେ ଅନୁଗୁଳ ସଚେତନ ନାଗରିକଙ୍କ ଗଣଧାରଣା: ଧାରଣାସ୍ଥଳରେ ପାଳିଲେ ସାଧାରଣତନ୍ତ୍ର ଦିବସ

ଅନୁଗୁଳ : ଜାତୀୟ ରାଜପଥ ମରାମତି ଓ ଅନୁଗୁଳ ସହର ବାହାରେ ଚାଲିଥିବା ବାଇପାସ ନିର୍ମାଣକୁ ତୁରନ୍ତ ସାରିବା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅନୁଗୁଳ ସଚେତନ ନାଗରିକ ପକ୍ଷରୁ ଦିଆଯାଇଥିବା ଗଣଧାରଣା ଶୁକ୍ରବାର ଦଶମ ଦିନରେ ପହଞ୍ଚିଛି। ଗତ…

Continue Readingଏଗାର ଦିନରେ ଅନୁଗୁଳ ସଚେତନ ନାଗରିକଙ୍କ ଗଣଧାରଣା: ଧାରଣାସ୍ଥଳରେ ପାଳିଲେ ସାଧାରଣତନ୍ତ୍ର ଦିବସ

ପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୁଳ : ଶୁକ୍ରବାର ପୂର୍ବାହ୍ନରେ ଶିକ୍ଷକପଡ଼ା ପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ନଗରପାଳ ତଥା ୧ ନଂ ୱାର୍ଡର କାଉନସିଲର ସୁକାନ୍ତି ଦାସ ଓ ୨ ନଂ…

Continue Readingପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

“ଆମ୍ବେଦକର ଫାଉଣ୍ଡେସନ”ର କର୍ମକର୍ତ୍ତା ନିର୍ବାଚନ ଆୟୋଜିତ: ଶତ୍ରୁଘ୍ନ ହେଲେ ଅଧ୍ୟକ୍ଷ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ"ର ଦ୍ଵିବାର୍ଷିକ ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ ହୋଇଛି।ନିର୍ବାଚନରେ ଅପ୍ରତିଦ୍ବନ୍ଦ୍ୱୀ ଭାବେ ଅବସରପ୍ରାପ୍ତ ଜୀବନବୀମା ଅଧିକାରୀ ଶତ୍ରୁଘ୍ନ ନାଏକ ଅଧ୍ୟକ୍ଷ ଏବଂ ଜଙ୍ଗଲ ବିଭାଗ ପୂର୍ବତନ ଏସ .ଓ. ପ୍ରଭାତ…

Continue Reading“ଆମ୍ବେଦକର ଫାଉଣ୍ଡେସନ”ର କର୍ମକର୍ତ୍ତା ନିର୍ବାଚନ ଆୟୋଜିତ: ଶତ୍ରୁଘ୍ନ ହେଲେ ଅଧ୍ୟକ୍ଷ

୭୫ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୁଳ: ପିଟିସି ପରେଡ ଗ୍ରାଉଣ୍ଡରେ ଅନୁଗୁଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ…

Continue Reading୭୫ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଟ୍ରେନ୍ ଲାଇନରୁ ରେଲୱେ ଜୁନିୟର୍ ଇଞ୍ଜିନିୟରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, କିଛି ଦିନରେ ହୋଇଥାନ୍ତା ବିବାହ

ଅନୁଗୁଳ: ଆଜି ଅନୁଗୁଳ ଷ୍ଟେସନ ନିକଟ ଟ୍ରେନ ଲାଇନରୁ ଜଣେ ରେଳ ଇଂଜିନିୟରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଛେଣ୍ଡିପଦା ଥାନା ବ୍ରହ୍ମଣବିଲ ଗ୍ରାମର ରଞ୍ଜନ ସାହୁଙ୍କ ପୁଅ ଲିପନ ସାହୁ। ସେ ଗତ ୫/୭ ବର୍ଷ ହେବ…

Continue Readingଟ୍ରେନ୍ ଲାଇନରୁ ରେଲୱେ ଜୁନିୟର୍ ଇଞ୍ଜିନିୟରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, କିଛି ଦିନରେ ହୋଇଥାନ୍ତା ବିବାହ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ। ଶୁକ୍ରବାର ସାଧାରଣତନ୍ତ୍ର ଦିବସରେ ତାଳଚେର ବିଧାୟକ ଏହି ସାହାଯ୍ୟ ଓ ସହଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୂଚନା ମୁତାବକ, ପ୍ରତ୍ୟେକ ଦିନ ଜିଲ୍ଲା ମୁଖ୍ୟ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ବିଧାୟକ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ: କନ୍ୟା ସନ୍ତାନର ଯତ୍ନ ନେବା ସହ ଭବିଷ୍ୟତକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଧବାର ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବିଶ୍ବ ବିହାରୀ ମହାନ୍ତି ଅଧ୍ୟକ୍ଷତା କରି କନ୍ୟା ସନ୍ତାନର ଯତ୍ନ ନେବା ସହ ଭବିଷ୍ୟତକୁ ସୁରକ୍ଷିତ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ: କନ୍ୟା ସନ୍ତାନର ଯତ୍ନ ନେବା ସହ ଭବିଷ୍ୟତକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ବାରୋପ

ଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଓ ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ୧୪ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ…

Continue Readingଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

ତାଳଚେରରେ ୨୧ତମ ପୁସ୍ତକ ମେଳା ଉଦଘାଟିତ, ଖଣ୍ଡେ ପୁସ୍ତକ କିଣି ପଢ଼ିବାକୁ ପରାମର୍ଶ

ତାଳଚେର: ତାଳଚେର ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ପରିସରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୨୧ତମ ତାଳଚେର ପୁସ୍ତକମେଳା। ଜାନୁୟାରୀ୩୦ ଯାଏଁ ଏହି ମେଳା ଚାଲିବ। ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ…

Continue Readingତାଳଚେରରେ ୨୧ତମ ପୁସ୍ତକ ମେଳା ଉଦଘାଟିତ, ଖଣ୍ଡେ ପୁସ୍ତକ କିଣି ପଢ଼ିବାକୁ ପରାମର୍ଶ