ବନ୍ଧୁକ ଦେଖାଇ ଜନ ସେବା କର୍ମଚାରୀଙ୍କଠାରୁ ୩୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥ କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଲୁଟିନେଇଛନ୍ତି। ସୂଚନା ଅନୁସାରେ, ରାଇଝରଣ ଗାଁରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଗତକାଲି ଏକ…

Continue Readingବନ୍ଧୁକ ଦେଖାଇ ଜନ ସେବା କର୍ମଚାରୀଙ୍କଠାରୁ ୩୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଲେ ଜିଲ୍ଲା ଓବିସି ସେଲ ସଭାପତି, ପଦବୀରୁ ଇସ୍ତଫା ଦେଲେ

ଅନୁଗୁଳ: ଗତ ନିର୍ବାଚନରେ କଂଗ୍ରେସର ଭାରି ପରାଜୟ ନେଇ ଅନୁଗୁଳ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଅନୁଗୁଳ ଟିଭିକୁ ଏକ ସାକ୍ଷାତକାରରେ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟନାୟକ ଏବଂ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ…

Continue Readingସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଲେ ଜିଲ୍ଲା ଓବିସି ସେଲ ସଭାପତି, ପଦବୀରୁ ଇସ୍ତଫା ଦେଲେ

ବିଭିନ୍ନ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଗ୍ରାମବାସୀ, ୧୫ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି

  ତାଳଚେର: ଏମସିଏଲ ଦ୍ୱାରା କ୍ଷତିଗ୍ରସ୍ତ ତାଳଚେର ବ୍ଲକ ବ୍ରଜନାଥପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ଏମସିଏଲ ଜଗନ୍ନାଥ କ୍ଷେତ୍ରର କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏମସିଏଲର ବୈଷୟିକ ନିର୍ଦ୍ଦେଶକ ଯୁଗଳ…

Continue Readingବିଭିନ୍ନ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଗ୍ରାମବାସୀ, ୧୫ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି

ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଏଗ୍ରିଗେଟ୍‌ ମାର୍କ ରଖି ସମସ୍ତ ବିଷୟରେ ପାସ୍‌ ହୋଇ…

Continue Readingଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

କଣିହାଁ: ରାଜ୍ଯ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଯୁବ ସଂଗଠନ। ଏ ନେଇ ସଂଗଠନର ଯୁବ ନେତା ବାବୁଲା ବେହେରା ଓ ଛବିନ୍ଦ୍ର…

Continue Readingପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

ମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

ବନ୍ତଳା: ଅନୁଗୁଳ ବ୍ଲକ କୁମୁରିସିଂହା ପଞ୍ଚାୟତ ବଡବାହାଳ ଗ୍ରାମକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ମହିଳା ମାନେ ଏକତ୍ର ହୋଇ ଗ୍ରାମରେ ଏକ ସଭା କରିଛନ୍ତି। ସୂଚନା ଯେ, ଆଜକୁ କିଛିଦିନ ତଳେ କିଛି ଫାଇନାନ୍ସ କମ୍ପାନୀ ଗାଁକୁ ଆସି ଗ୍ରାମର…

Continue Readingମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

ରାଣୀଗୋଡ଼ା ଶିବ ମନ୍ଦିରରେ ଶିବ ବିବାହ

ଅନୁଗୁଳ: ରାଣୀଗୋଡା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ସୋମବାର ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବାରାତ୍ ଶୋଭାଯାତ୍ରା ସକାଳ ପ୍ରାୟ ୧୧ ଟା ବେଳେ ମନ୍ଦିରରୁ ବାହାରି ପ୍ରଥମେ ବର ପକ୍ଷଙ୍କ ଘରକୁ ଓ ପରେ କନ୍ୟା ଘରକୁ ଯାଇ…

Continue Readingରାଣୀଗୋଡ଼ା ଶିବ ମନ୍ଦିରରେ ଶିବ ବିବାହ

ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଲା ଅଲଟ୍ରାସାଉଣ୍ଡ ମେସିନ୍, ପ୍ରଥମ ଦିନରେ ସେବା ପାଇଲେ ୧୫ ମହିଳା

ତାଳଚେର: ତାଳଚେର ମଣ୍ଡାପାଳସ୍ଥିତ ସରକାରୀ ଚିକିତ୍ସାଳୟରେ ଆଜି ଅଲଟ୍ରା ସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘବର୍ଷ ଦାବି ପରେ ଏହି ମେସିନ୍ ଅଣାଯାଇଥିଲେ ମଧ୍ୟ ଟେକନିସିଆନ୍ ଓ ଡାକ୍ତର ଅଭାବରୁ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି ମେସିନ କାର୍ଯ୍ୟକ୍ଷମ ହେବାରୁ ୧୫…

Continue Readingମଣ୍ଡାପାଳ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଲା ଅଲଟ୍ରାସାଉଣ୍ଡ ମେସିନ୍, ପ୍ରଥମ ଦିନରେ ସେବା ପାଇଲେ ୧୫ ମହିଳା

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ଦସ୍ତଖତ, ‘ପିଏମ୍‌ କିସାନ ନିଧି’ରେ ଚାଷୀଙ୍କ ପାଇଁ ଜାରି କଲେ ୨୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆଉ କୃଷକଙ୍କ କଲ୍ୟାଣ ନିମନ୍ତେ ନିଜର ପ୍ରଥମ ଫାଇଲ୍‌ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ପିଏମ୍‌ କିସାନ ନିଧି’ର ୧୭ତମ କିସ୍ତିରେ ୨୦ ହଜାର…

Continue Readingପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ଦସ୍ତଖତ, ‘ପିଏମ୍‌ କିସାନ ନିଧି’ରେ ଚାଷୀଙ୍କ ପାଇଁ ଜାରି କଲେ ୨୦ ହଜାର କୋଟି ଟଙ୍କା

ଶପଥ ଗ୍ରହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିରେ ଗତକାଲି ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇ ଆଜି ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ମୃଦୁଳା…

Continue Readingଶପଥ ଗ୍ରହଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ