ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗ୍ରାମର ଗଡ଼ନାୟକ ସାହିର ଗୁଣନିଧି ଗଡ଼ନାୟକଙ୍କ ପୁଅ ଗଣେଶ୍ୱର ଗଡନାୟକ…

Continue Readingପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର: ୫ ଘଣ୍ଟା ପରିଶ୍ରମ ପରେ ଜେସିବି ସାହାଯ୍ୟରେ ବାହାର କଲା ବନ କର୍ମଚାରୀ

  ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳର ଲେମ୍ବୁତଇଳାର ପରିତ୍ୟକ୍ତ କୂଅରୁ ୫ ଘଣ୍ଟା ପରିଶ୍ରମ ପରେ ମା' ଓ ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନ ବିଭାଗ। ସୂଚନାଯୋଗ୍ୟ ଯେ ଲେମ୍ବୁତଇଳା ବିଟ ଅଧୀନସ୍ଥ ଜରପଡ଼ା ବନାଞ୍ଚଳର…

Continue Readingପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର: ୫ ଘଣ୍ଟା ପରିଶ୍ରମ ପରେ ଜେସିବି ସାହାଯ୍ୟରେ ବାହାର କଲା ବନ କର୍ମଚାରୀ

ମା’ଙ୍କୁ ଡାକ୍ତର ଦେଖାଇବାକୁ ହସ୍ପିଟାଲ ଯାଇଥିଲେ, ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

  ତାଳଚେର: ତାଳଚେରରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଘର କବାଟ ତାଡି ଦୁଇଟି ଆଲମିରାରୁ ୩୦ ଭରି ସୁନା ସହ ୨୭ ହଜାର ଟଙ୍କା ଓ ବହୁ ଆସବାବ ପତ୍ର…

Continue Readingମା’ଙ୍କୁ ଡାକ୍ତର ଦେଖାଇବାକୁ ହସ୍ପିଟାଲ ଯାଇଥିଲେ, ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

ବିଦ୍ୟୁତ ବିଭାଗର ଅପାରଗତା! କାଳବୈଶାଖୀ ଭାଙ୍ଗିଲା ଇଲେକ୍ଟ୍ରିକ ଟାୱାର, ପୁନଃ ସଂଯୋଗ ଦେବାକୁ ଲାଗିଗଲା ୨୪ ଘଣ୍ଟା

  ପାଳଲହଡ଼ା: କାଳ ବୈଶାଖୀ ତାଣ୍ଡବରେ ୨୪ ଘଣ୍ଟା ପାଇଁ ବିଦ୍ୟୁତ ଯୋଗାଣ ଠପ୍ ହୋଇଯାଇଛି। ଶନିବାର ସନ୍ଧ୍ୟାରୁ ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ ପୁନଃ ସଂଯୋଗ ପାଇଁ ପାଳଲହଡା ବିଦ୍ୟୁତ ବିଭାଗକୁ ପୂରା ଗୋଟିଏ ଦିନ ଲାଗିଯାଇଥିଲା। ସୂଚନା ଅନୁସାରେ,…

Continue Readingବିଦ୍ୟୁତ ବିଭାଗର ଅପାରଗତା! କାଳବୈଶାଖୀ ଭାଙ୍ଗିଲା ଇଲେକ୍ଟ୍ରିକ ଟାୱାର, ପୁନଃ ସଂଯୋଗ ଦେବାକୁ ଲାଗିଗଲା ୨୪ ଘଣ୍ଟା

ଏଣିକି ସ୍ପାମ୍ କଲ୍‌ରୁ ମିଳିବ ମୁକ୍ତି: ଟେଲିକମ୍ କମ୍ପାନୀ ପକ୍ଷରୁ ସିଏନଏପି ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଆଜିକାଲି ସ୍ପାମ୍ କଲ୍ ଯୋଗୁ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଫୋନରେ ଅଜ୍ଞାତ ନମ୍ବରରୁ କଲ୍ ଗ୍ରହଣ କରିବାକୁ ଦ୍ୱିଧା କରୁଛନ୍ତି। ସ୍ପାମ୍ କଲ୍ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ପାଇଁ ସରକାର ଏକ ମାଷ୍ଟରପ୍ଲାନ ଉପରେ କାର୍ଯ୍ୟ କରୁଛନ୍ତି।…

Continue Readingଏଣିକି ସ୍ପାମ୍ କଲ୍‌ରୁ ମିଳିବ ମୁକ୍ତି: ଟେଲିକମ୍ କମ୍ପାନୀ ପକ୍ଷରୁ ସିଏନଏପି ପରୀକ୍ଷା ଆରମ୍ଭ

ଦାନ୍ତ ଉପାଡ଼ିବାକୁ ଆସିଥିଲେ ଶବ ହୋଇ ଫେରିଲେ

ଅନୁଗୁଳ: ଆଜି ପୂର୍ବାହ୍ନ ୧୧ ଟା ସମୟରେ ଦାନ୍ତ ଉପାଡିବାକୁ ଆସିଥିବା ଜଣେ ବୃଦ୍ଧା ଶବ ହୋଇ ଫେରିଥିବା ଜଣା ପଡ଼ିଛି। ଘଟଣାରୁ ପ୍ରକାଶ, ସମଲ ବ୍ୟାରେଜ୍ ଅଞ୍ଚଳର ସ୍ବର୍ଗତ ରାମଚନ୍ଦ୍ର ଦାସଙ୍କ ପତ୍ନୀ ମୀନା ଦାସ (୬୫)ଙ୍କ ଦାନ୍ତ ବିନ୍ଧା…

Continue Readingଦାନ୍ତ ଉପାଡ଼ିବାକୁ ଆସିଥିଲେ ଶବ ହୋଇ ଫେରିଲେ

ବିଶ୍ଵ ପିତୃ ଦିବସ: ଜରା ନିବାସରେ ସମୟ କାଟୁଛନ୍ତି ନିର୍ଯ୍ୟାତିତ ବାପା

ଅନୁଗୁଳ: ବିଶ୍ଵ ପିତୃ ଦିବସରେ ବାପାଙ୍କ ଫଟୋ ଟାଙ୍ଗି ପୂଜା କରିବା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପ୍ରଚାର ପ୍ରସାର କରିବା ଏବେ ଏକ ପରମ୍ପରା ହୋଇ ଗଲାଣି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ସଂକେତ ଦିଏ। ଆମ ଲୋକ ସଂଖ୍ୟାର…

Continue Readingବିଶ୍ଵ ପିତୃ ଦିବସ: ଜରା ନିବାସରେ ସମୟ କାଟୁଛନ୍ତି ନିର୍ଯ୍ୟାତିତ ବାପା

ହିଙ୍ଗୁଳା ପୀଠରେ ୧୨ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ଶତାଧିକ ପୁରାଣପ୍ରେମୀ

ତାଳଚେର: ରଜ ସଂକ୍ରାନ୍ତି ପାଳନ ଅବସରରେ ଶନିବାର ତାଳଚେର ଗୋପାଳପ୍ରସାଦସ୍ଥିତ ମା' ହିଙ୍ଗୁଳା ପୀଠ ପରିସରରେ ୧୨ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ…

Continue Readingହିଙ୍ଗୁଳା ପୀଠରେ ୧୨ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ଶତାଧିକ ପୁରାଣପ୍ରେମୀ

ଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପାଳଲହଡା: ପାଳଲହଡା ଥାନା ଅନ୍ତର୍ଗତ ବତିସୁଂଆ ପଞ୍ଚାୟତ ପୁରୁଣାପାଣି ଛକ ନିକଟରେ ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଖମାର ଥାନା ଅନ୍ତର୍ଗତ କୁରୁମୁଳା ଗ୍ରାମର…

Continue Readingଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ: ଗୃହ ଓ ଅର୍ଥ ବିଭାଗ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଆଉ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ଵର: ରାଜ୍ୟରେ ନୂଆ ସରକାର ମନ୍ତ୍ରୀଙ୍କୁ ଆଜି ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ। ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ-…

Continue Readingମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ: ଗୃହ ଓ ଅର୍ଥ ବିଭାଗ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଆଉ କାହାକୁ ମିଳିଲା କେଉଁ ଦାୟିତ୍ୱ