ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନୁଗୁଳରୁ ଆସିଲା ୧୦୮ ଫୁଟ ଲମ୍ବ ଧୂପକାଠି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଜଳିବ

କଣିହାଁ: ବୁଧବାର ଦିନ ଜଗତର ନାଥ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନ। ଏ ଅବସରରେ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ପ୍ରଭୁଙ୍କ ଲାଗି ଅକ୍ଷତ ଗୁଆ, ନଡ଼ିଆ ବିଭିନ୍ନ ପ୍ରକାର ଦ୍ରବ୍ୟ ପଠାଯାଉଥିବା ବେଳେ ଅନୁଗୁଳରୁ ଏକ ୧୦୮ଫୁଟ ଲମ୍ବ…

Continue Readingମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନୁଗୁଳରୁ ଆସିଲା ୧୦୮ ଫୁଟ ଲମ୍ବ ଧୂପକାଠି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଜଳିବ

ପାଣି ପଞ୍ଚାୟତ ପକ୍ଷ ପାଳିତ: ୩୦ ତାରିଖ ଯାଏଁ ଚାଲିବ

ଅନୁଗୁଳ: ଆଜି ଠାରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ଜଳ ସମ୍ପଦ ବିଭାଗ ତରଫରୁ ଆଜି ପାଳିତ ହୋଇଛି। ଏ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ପାଣି ପଞ୍ଚାୟତ ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

Continue Readingପାଣି ପଞ୍ଚାୟତ ପକ୍ଷ ପାଳିତ: ୩୦ ତାରିଖ ଯାଏଁ ଚାଲିବ

ମିଳୁନି ପିଇବାକୁ ପାଣି: ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ ଅଫିସ୍ ଆଗରେ ଧାରଣା ଦେଲେ କନ୍ୟାବେଡ଼ା ଗ୍ରାମର ମହିଳା

ଅନୁଗୁଳ: ପାଣି ଟୋପାଏ ପାଇଁ ପଞ୍ଚାୟତ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି ସ୍ଥାନୀୟ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମପଞ୍ଚାୟତ ଅଧୀନ କନ୍ୟାବେଡ଼ା ଗ୍ରାମବାସୀ। ସେମାନେ ଅଭିଯୋଗ କରିଛନ୍ତି ଯେ ପାଣି ପାଇଁ ଯେତେ ଅଭିଯୋଗ କଲେ ବି…

Continue Readingମିଳୁନି ପିଇବାକୁ ପାଣି: ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ ଅଫିସ୍ ଆଗରେ ଧାରଣା ଦେଲେ କନ୍ୟାବେଡ଼ା ଗ୍ରାମର ମହିଳା

ବିଜେପିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲାର ଏକାଧିକ ବିଜେଡି ଓ କଂଗ୍ରେସ ନେତା

ଅନୁଗୁଳ: ବିଜେପିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲାର ଏକାଧିକ ବିଜେଡି ଓ କଂଗ୍ରେସ ନେତା। ଅନୁଗୁଳ ବ୍ଲକର ବରିଷ୍ଠ ବିଜେଡି ନେତା, ୨ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହାଡ଼ିବନ୍ଧୁ ଦେହୁରୀ, ବଅଁରପାଳ ବ୍ଲକର ପୂର୍ବତନ କଂଗ୍ରେସର ସଭାପତି…

Continue Readingବିଜେପିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲାର ଏକାଧିକ ବିଜେଡି ଓ କଂଗ୍ରେସ ନେତା

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୧୮ ରୁ ନାଟ୍ୟମ ନାଟ୍ୟ ମେଳା

ଅନୁଗୁଳ: ଆସନ୍ତା ୧୮ ତାରିଖରୁ ୨୧ ତାରିଖ ଯାଏ ସ୍ଥାନୀୟ ସଭାଘର ଠାରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ୍‌ ନାଟ୍ୟ ମେଳା ଅନୁଷ୍ଠିତ ହେବ। ଏ ପ୍ରସଙ୍ଗରେ ନାଟ୍ୟମ୍‌ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ସଂସ୍କୃତି ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ…

Continue Reading୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୧୮ ରୁ ନାଟ୍ୟମ ନାଟ୍ୟ ମେଳା

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୧୨ ଟି ଅଭିଯୋଗର ଶୁଣାଣି କରି ନ୍ୟାୟ ଦେଲେ ଜିଲ୍ଲାପାଳ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ଦାଖଲ ହୋଇଥିବା…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୧୨ ଟି ଅଭିଯୋଗର ଶୁଣାଣି କରି ନ୍ୟାୟ ଦେଲେ ଜିଲ୍ଲାପାଳ

୨୦୯ ଜଣ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବାଣ୍ଟିଲା ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି

ତାଳଚେର: ମକର ସଂକ୍ରାନ୍ତି ଅବସରରେ ତାଳଚେର ବ୍ଲକ୍ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୪୪ ତମ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଣିହାଁସ୍ଥିତ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସଭାପତି…

Continue Reading୨୦୯ ଜଣ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବାଣ୍ଟିଲା ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି

ସରିଲା ସାପୋଇନାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ: କପ୍ ହାତେଇଲା ଖମାର ସ୍ପୋର୍ଟ୍ସ କ୍ଳବ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସପୋଇଲନାଲି ଠାରେ ଥିବା ଶିମିଳିପାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସୋମବାର ସପୋଇନାଳି କ୍ରିକେଟ କପ୍ ଉଦଯାପିତ ହୋଇଛି। ଏଥିରେ ୮ ଟିମ୍ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଟେବୁଡୁ କ୍ରିକେଟ କ୍ଳବ, ଖମାର ସ୍ପୋର୍ଟ୍ସ…

Continue Readingସରିଲା ସାପୋଇନାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ: କପ୍ ହାତେଇଲା ଖମାର ସ୍ପୋର୍ଟ୍ସ କ୍ଳବ

ପଲ୍ଲିଶ୍ରୀ ମେଳା ୨୦୨୪ ଉଦଯାପିତ: ଏଥରକ ହୋଇଛି ୨ କୋଟିର ବେପାର

ଅନୁଗୁଳ: ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଥିବା ପଲ୍ଲିଶ୍ରୀ ମେଳା ୨୦୨୪ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ଯୋଗଦେଇ କହିଥିଲେ,…

Continue Readingପଲ୍ଲିଶ୍ରୀ ମେଳା ୨୦୨୪ ଉଦଯାପିତ: ଏଥରକ ହୋଇଛି ୨ କୋଟିର ବେପାର

ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ୪ ବିଧାୟକ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତସ୍ଥିତ ଗୋଣ୍ଡ ସମାଜର ଜଙ୍ଘା ପେନଠାନାରେ ଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ୨ ମନ୍ତ୍ରୀ ଓ ୪ ବିଧାୟକ। ସୋମବାର ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ…

Continue Readingଜଙ୍ଘା ବଡ଼ ଦେଓଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ୪ ବିଧାୟକ