ଅନୁଗୁଳରେ ୬ ଜିଲ୍ଲାସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ
ଅନୁଗୁଳ: ସମଗ୍ର ଦେଶରେ ଜାରି ରହିଥିବା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ସମସ୍ତ ମଣ୍ଡଳ ସ୍ତରରେ ପ୍ରଶିକ୍ଷିତ କରିବାକୁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ…
