ବରିଷ୍ଠ ଆଇନଜୀବୀଙ୍କୁ ୫ମ କପିଳାସ ସମ୍ମାନ
ଅନୁଗୁଳ: ଗୋପବନ୍ଧୁ ଟାଉନ ହଲ ଢେ଼ଙ୍କାନାଳ ଠାରେ ଗତ ୨୬ ତାରିଖ ସନ୍ଧ୍ୟାରେ ଆୟୋଜିତ ମାଇକ୍ରୋମିଡ଼ିଆର ବାର୍ଷିକ ଉତ୍ସବ ଅବସରରେ ଅନୁଗୁଳର ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆଇନ ସେବାରେ ବୃତ୍ତିଗତ ଦକ୍ଷତା ଏବଂ ସମାଜସେବା କ୍ଷେତ୍ରରେ…
