ରାଣୀଗୋଡ଼ାରେ ଗ୍ରାମେଶ୍ୱରୀ “ମା’ ବଗାଧର”ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ, ବିରାଟ ଶୋଭାଯାତ୍ରାରେ ବୁଲିଲା ମା’ଙ୍କ ବିଜେ ପ୍ରତିମା

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗ୍ରାମେଶ୍ୱରୀ "ମା' ବଗାଧର"ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ଆରମ୍ଭ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଗ୍ରାମର ସାମନ୍ତ ସାହିରେ ଥିବା "ମା'ଙ୍କ ବିଜେ ପ୍ରତିମା" ସୁସଜ୍ଜିତ "ଆଲମ"…

Continue Readingରାଣୀଗୋଡ଼ାରେ ଗ୍ରାମେଶ୍ୱରୀ “ମା’ ବଗାଧର”ଙ୍କ ବାର୍ଷିକ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ, ବିରାଟ ଶୋଭାଯାତ୍ରାରେ ବୁଲିଲା ମା’ଙ୍କ ବିଜେ ପ୍ରତିମା

ବିନା ବୈଠକରେ ବିସ୍ଥାପନକୁ ବିରୋଧ: ସାତକୋଶିଆ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ଲୋକଙ୍କ ଆମରଣ ଅନଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଜଗନ୍ନାଥପୁର, ଟିକରପଡ଼ା, ପୁରୁଣାକୋଟ ପଞ୍ଚାୟତବାସୀଙ୍କ ଆମରଣ ଅନଶନ। Aସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ରାଲି ବାହାରି ସାତକୋଶିଆ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆମରଣ ଅନଶନରେ ବସିଛନ୍ତି। କାରଣ ସାତକୋଶିଆ…

Continue Readingବିନା ବୈଠକରେ ବିସ୍ଥାପନକୁ ବିରୋଧ: ସାତକୋଶିଆ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ଲୋକଙ୍କ ଆମରଣ ଅନଶନ

ରାଜ୍ୟରେ ଅନୁଭବ ହେଲାଣି ହାଲକା ଶୀତ: ୧୯ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ବର: ରାଜ୍ୟରେ ଅନୁଭବ ହେଲାଣି ହାଲକା ଶୀତ। କିଛି ଦିନ ତଳେ ରାଜ୍ୟରୁ ମୌସୁମୀ ବିଦାୟ ନେଇଛି। ଏବେ ଶୀତର ହାଲ୍‌କା ସ୍ପର୍ଶ ଲୋକ ଅନୁଭବ କରିବା ଆରମ୍ଭ କରିଛନ୍ତି। ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ୧୯ ଡିଗ୍ରୀ ତଳକୁ…

Continue Readingରାଜ୍ୟରେ ଅନୁଭବ ହେଲାଣି ହାଲକା ଶୀତ: ୧୯ ଡିଗ୍ରୀ ତଳକୁ ଖସିଲା ପାରଦ

ଏଣିକି ‘ଏକ୍ସ’ରେ କରିପାରିବେ ଅଡିଓ ଓ ଭିଡିଓ କଲ୍: ଆଣ୍ଡ୍ରଏଡ୍ ଫୋନ୍ ୟୁଜର ବି ଉଠାଇ ପାରିବେ ଫାଇଦା

ନୂଆଦିଲ୍ଲୀ: ଏଣିକି ଏକ୍ସ ବା ଟ୍ୱିଟରରେ କରିପାରିବେ ଅଡିଓ ଓ ଭିଡିଓ କଲ୍। ସୋସିଆଲ ମିଡିଆ ଏକ୍ସରେ ଅଡିଓ ଓ ଭିଡିଓ କଲ୍ ସୁବିଧା ଆରମ୍ଭ କରାଯାଇଛି। ଏବେ କେବଳ ଆଇଓଏସ୍ ଅପରେଟିଂ ସିଷ୍ଟମ୍ ଥିବା ଡିଭାଇସରେ ଏହି ସୁବିଧା ଉପଲବ୍ଧ…

Continue Readingଏଣିକି ‘ଏକ୍ସ’ରେ କରିପାରିବେ ଅଡିଓ ଓ ଭିଡିଓ କଲ୍: ଆଣ୍ଡ୍ରଏଡ୍ ଫୋନ୍ ୟୁଜର ବି ଉଠାଇ ପାରିବେ ଫାଇଦା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦମ୍ପତିଙ୍କ ନାଁରେ ଏତଲା

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ଶାହାରାଗୁଡା ଗ୍ରାମର ଈଶ୍ୱର ନାଏକଙ୍କୁ ବୁଧବାର ସେହି ଗ୍ରାମର ଏକ ପରିବାର ମିଳିତ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସାହାରାଗୁଡ଼ା ଗ୍ରାମର ବୀର ନାଏକଙ୍କ…

Continue Readingପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦମ୍ପତିଙ୍କ ନାଁରେ ଏତଲା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପଥରରେ ଛେଚି ରକ୍ତାକ୍ତ କରି ଜଙ୍ଗଲରେ ଛାଡ଼ି ଚାଲିଗଲେ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପାଣପସି ୟୁପି ସ୍କୁଲ ସମୁଖରେ ଜଣେ ଯୁବକଙ୍କୁ ପଥରରେ ଛେଚି ରକ୍ତାକ୍ତ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଛେଣ୍ତିପଦା ଥାନା ପାଣପସି ଗ୍ରାମର ହେମନ୍ତ ମାଝୀ ବୁଧବାର ପୁରୁଣାଗଡ ପୁରୁଣାସାହିରୁ…

Continue Readingଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପଥରରେ ଛେଚି ରକ୍ତାକ୍ତ କରି ଜଙ୍ଗଲରେ ଛାଡ଼ି ଚାଲିଗଲେ

ବିଦାୟ ନେଲେ ମା’: ଅନୁଗୁଳରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଦୁର୍ଗାପୂଜା ଭସାଣି

ଅନୁଗୁଳ: ଅନୁଗୁଳରେ ଦୁର୍ଗାପୂଜା ଓ ଶିବ ପାର୍ବତୀ ପୂଜାର ଭସାଣି ସମାରୋହ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ନ ଦୁଇଟା ଠାରୁ ପୂଜା କମିଟିଗୁଡ଼ିକ ନିଜ ଅଞ୍ଚଳରୁ ପଟୁଆର ସହ ଭସାଣି ଶୋଭାଯାତ୍ରାରେ ବାହାରିଥିଲେ। ଶଙ୍ଖ, ଘଣ୍ଟଘଣ୍ଟା ସାଙ୍ଗକୁ…

Continue Readingବିଦାୟ ନେଲେ ମା’: ଅନୁଗୁଳରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଦୁର୍ଗାପୂଜା ଭସାଣି

ବେଆଇନ ମିନାବଜାର ନିର୍ମାଣ ଉପରେ ଚଢାଉ: ଜେନେରେଟର ଜବତ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ରେ ନିର୍ମାଣାଧୀନ ଏକ ମୀନାବଜାର ଉପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଚଢାଉ କରାଯାଇଥିଲା। ପୌରପାଳିକା ଠାରୁ ଅନୁମତି ନ ନେଇ ଏହି ମୀନାବଜାରର ଟେଣ୍ଟ ନିର୍ମାଣ କରାଯାଇଥିଲା। କଂକ୍ରିଟ ମଇଦାନରେ ଶତାଧିକ…

Continue Readingବେଆଇନ ମିନାବଜାର ନିର୍ମାଣ ଉପରେ ଚଢାଉ: ଜେନେରେଟର ଜବତ

ଶିମିଳିପଡ଼ା ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା, ଭକ୍ତିରସ ବାଣ୍ଟିଲେ ପଙ୍କଜ ଜାଲ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ଦୁର୍ଗା ପୂଜା ମଣ୍ଡପ ପ୍ରାଙ୍ଗଣରେ ଆଜି ମହାନବମୀ ଅବସରରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଏହି ଭଜନ ସନ୍ଧ୍ୟାରେ ଯୋଗ ଦେଇଥିଲେ ଓଡ଼ିଶାର ସୁନାମଧନ୍ୟ ଭଜନ ଗାୟକ ପଙ୍କଜ ଜାଲ। ସେ ବଛା ବଛା ଭଜନ,ଆଧୁନିକ ଓ…

Continue Readingଶିମିଳିପଡ଼ା ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା, ଭକ୍ତିରସ ବାଣ୍ଟିଲେ ପଙ୍କଜ ଜାଲ

ହେମସୁରପଡ଼ାରେ ଜମୁଛି ଦୁର୍ଗା ପୂଜା, ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ପ୍ରସାଦ ବ୍ୟବସ୍ଥା

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ହେମସୁରପଡା ପୂଜା କମିଟି ଚଳିତବର୍ଷ ବେଶ ଧୁମଧାମରେ ଦୁର୍ଗା ପୂଜା ପାଳନ କରୁଛି। କମିଟି ପକ୍ଷରୁ ଚଳିତବର୍ଷ ଆକର୍ଷଣୀୟ ଦୁର୍ଗା ମୂର୍ତ୍ତି ସାଙ୍ଗକୁ ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାବଣପୋଡ଼ି ଆୟୋଜିତ ହେଉଛି। ରବିବାର ଅଷ୍ଟମୀ ପୂଜାରେ…

Continue Readingହେମସୁରପଡ଼ାରେ ଜମୁଛି ଦୁର୍ଗା ପୂଜା, ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ପ୍ରସାଦ ବ୍ୟବସ୍ଥା