ଜଳ ଓ ପରିମଳକୁ ଗୁରୁତ୍ୱ: ଭେସୁଭିୟସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବାୟୋ ଟଏଲେଟର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଭେସୁଭିୟସ ଇଣ୍ଡିଆ ଲିମିଟେଡ ତରଫରୁ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବାୟୋ ଟଏଲେଟ ପ୍ରଦାନ କରାଯାଇଛି। ଭେସୁଭିୟସ ଲିମିଟେଡ ୨୦୨୨ ମସିହାରୁ ଇତି ମଧ୍ୟରେ ୫୪୦୦ ଟି ବିଦ୍ୟାଳୟରେ ଜଳ ଓ ପରିମଳ କାର୍ଯ୍ୟକ୍ରମ କରିସାରିଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁ…

Continue Readingଜଳ ଓ ପରିମଳକୁ ଗୁରୁତ୍ୱ: ଭେସୁଭିୟସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଖଲାରୀ ଉଚ୍ଚ ବିଦ୍ୟାଳୟରେ ବାୟୋ ଟଏଲେଟର ଶୁଭାରମ୍ଭ

ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।…

Continue Readingଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

ଲକ୍ଷ୍ମୀ ହୋଣ୍ଡାରେ ସାଇନ୍ ୧୦୦ ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳସ୍ଥିତ ହୋଣ୍ଡା ମଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ୍ ୧୦୦ (Shine 100) ର ଗ୍ରାହକ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ସାଇନ୍ ୧୦୦ କିଣିଥିବା ଗ୍ରାହକ…

Continue Readingଲକ୍ଷ୍ମୀ ହୋଣ୍ଡାରେ ସାଇନ୍ ୧୦୦ ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଆୟୋଜିତ

ଜେଏସପି ପକ୍ଷରୁ ଓ ପି ଜିନ୍ଦଲ ଗ୍ରୁପ୍ ଚେୟାରମ୍ୟାନ୍ ଏମିରିଟସ୍ ସାବିତ୍ରୀ ଜିନ୍ଦଲଙ୍କ ଜନ୍ମ ଦିବସ ପାଳିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓ ପି ଜିନ୍ଦଲ ଗ୍ରୁପ୍ ଚେୟାରମ୍ୟାନ୍ ଏମିରିଟସ୍ ସାବିତ୍ରୀ ଜିନ୍ଦଲଙ୍କ ଜନ୍ମ ଦିବସ କମ୍ପାନୀର ସମସ୍ତ ଅଂଶୀଦାର ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଗହଣରେ ହର୍ଷ ଓ ଉଲ୍ଲାସର ସହ ପାଳିତ ହୋଇଛି। ଏହି…

Continue Readingଜେଏସପି ପକ୍ଷରୁ ଓ ପି ଜିନ୍ଦଲ ଗ୍ରୁପ୍ ଚେୟାରମ୍ୟାନ୍ ଏମିରିଟସ୍ ସାବିତ୍ରୀ ଜିନ୍ଦଲଙ୍କ ଜନ୍ମ ଦିବସ ପାଳିତ

ଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ, ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ ସେବା ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟ ଚିକିତ୍ସାଧିକାରୀ

ଅନୁଗୁଳ: ଆଜି ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ବବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ…

Continue Readingଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ, ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ ସେବା ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟ ଚିକିତ୍ସାଧିକାରୀ

ଡା.ଦାମୋଦର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନୁଗୁଳ ବିଜେପିର ଶୋକ

ଅନୁଗୁଳ: ଓଡ଼ିଶା ରାଜନୀତିର ପ୍ରଭାବଶାଳୀ ନେତା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକ ବାର୍ତ୍ତାରେ କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିୟୋଗ…

Continue Readingଡା.ଦାମୋଦର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନୁଗୁଳ ବିଜେପିର ଶୋକ

ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଆଇ.ଟି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳଙ୍କ ସୂଚନା: ୧୦୦ ମିନିଟରେ ସମାଧାନ ହେବ ସମସ୍ୟା

ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ ର ସଫଳ ପରିଚାଳନା ନିମନ୍ତେ ଏକ ଆଇଟି (ସୂଚନା ଓ ପ୍ରଯୁକ୍ତ) ପ୍ରଶିକ୍ଷଣ ଶିବିର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଦାଲ ଏମ୍ ଅଖତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ନିର୍ବାଚନ…

Continue Readingସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଆଇ.ଟି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳଙ୍କ ସୂଚନା: ୧୦୦ ମିନିଟରେ ସମାଧାନ ହେବ ସମସ୍ୟା

ଚତୁର୍ଥ ଓଡ଼ିଶା ନଦୀ ସମ୍ମିଳନୀ ଆୟୋଜିତ: ସମ୍ବଲପୁରର ସରୋଜଙ୍କୁ ପ୍ରଥମ ଜଳଯୋଦ୍ଧା ସମ୍ମାନ ପ୍ରଦାନ

ଅନୁଗୁଳ: ଅନୁଗୁଳ ପଞ୍ଚମହଲ ସ୍ଥିତ ଆସିଆନ ହୋଟେଲରେ ଆଜି ଦୁଇ ଦିନିଆ ଚତୁର୍ଥ ଓଡିଶା ନଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧୀ ବାଦୀ ଓ ସର୍ବଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଉଦଘାଟନ କରିଥିଲେ। ଶ୍ରୀମତୀ ମହାନ୍ତି କହିଥିଲେ, ନଦୀ…

Continue Readingଚତୁର୍ଥ ଓଡ଼ିଶା ନଦୀ ସମ୍ମିଳନୀ ଆୟୋଜିତ: ସମ୍ବଲପୁରର ସରୋଜଙ୍କୁ ପ୍ରଥମ ଜଳଯୋଦ୍ଧା ସମ୍ମାନ ପ୍ରଦାନ

ଅନୁଗୁଳରେ ଭୋଟ ଦାନର ପ୍ରତିଶତ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର: ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବାକୁ ନିଷ୍ପତ୍ତି

ଅନୁଗୁଳ: ସାଧାରଣ ନିର୍ବାଚନ -୨୦୨୪କୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ଭୋଟ ଦାନର ପ୍ରତିଶତ ଅଧିକରୁ ଅଧିକ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଏଥିପାଇଁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ‘ସ୍ବପ୍’ (SVEEP-Systematic Voters Education and…

Continue Readingଅନୁଗୁଳରେ ଭୋଟ ଦାନର ପ୍ରତିଶତ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର: ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବାକୁ ନିଷ୍ପତ୍ତି

ଓଡ଼ିଏମ ସ୍କୁଲରେ ଫଗୁ ଦଶମୀ ଓ ବସନ୍ତ ଉତ୍ସବ

ଅନୁଗୁଳ: ଶିମିଳିପଡ଼ା ସ୍ଥିତ ଓଡିଏମ/ଲିଟିଲ୍ ହାର୍ଟସ ଆନୁକୁଲ୍ୟରେ ଫଗୁ ଦଶମୀ,ବସନ୍ତ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜୁନିଅର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷୟିତ୍ରୀ ମାନେ ହିନ୍ଦୁ ସଂସ୍କୃତିରେ ଫଗୁ ଦଶମୀ,ଦୋଳପର୍ବ ତଥା ବସନ୍ତ ଉତ୍ସବର ମହତ୍ତ୍ଵ ବୁଝାଇଥିଲେ। ଏହିଦିନ ରାଧା…

Continue Readingଓଡ଼ିଏମ ସ୍କୁଲରେ ଫଗୁ ଦଶମୀ ଓ ବସନ୍ତ ଉତ୍ସବ