ଏଣିକି ସ୍ପାମ୍ କଲ୍ରୁ ମିଳିବ ମୁକ୍ତି: ଟେଲିକମ୍ କମ୍ପାନୀ ପକ୍ଷରୁ ସିଏନଏପି ପରୀକ୍ଷା ଆରମ୍ଭ
ନୂଆଦିଲ୍ଲୀ: ଆଜିକାଲି ସ୍ପାମ୍ କଲ୍ ଯୋଗୁ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଫୋନରେ ଅଜ୍ଞାତ ନମ୍ବରରୁ କଲ୍ ଗ୍ରହଣ କରିବାକୁ ଦ୍ୱିଧା କରୁଛନ୍ତି। ସ୍ପାମ୍ କଲ୍ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ପାଇଁ ସରକାର ଏକ ମାଷ୍ଟରପ୍ଲାନ ଉପରେ କାର୍ଯ୍ୟ କରୁଛନ୍ତି।…




