ସଡ଼କ ଦୁର୍ଘଟଣାରେ ଦୁଇ ଭାଇ ମୃତ
ଅନୁଗୁଳ: ୫୫ ନମ୍ୱର୍ ଜାତୀୟ ରାଜପଥ ଜରପଡା ଥାନା ତୁକୁଡ଼ା ମା ସର୍ଭିଶିଂ ସେଣ୍ଟର ସାମନାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ଏକ ବାଇକ୍ ଟ୍ରକ୍ କୁ ପଛରୁ ପିଟିବାରୁ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ପୋଲିସ…
ଅନୁଗୁଳ: ୫୫ ନମ୍ୱର୍ ଜାତୀୟ ରାଜପଥ ଜରପଡା ଥାନା ତୁକୁଡ଼ା ମା ସର୍ଭିଶିଂ ସେଣ୍ଟର ସାମନାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ଏକ ବାଇକ୍ ଟ୍ରକ୍ କୁ ପଛରୁ ପିଟିବାରୁ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ପୋଲିସ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଗାଁ ଲୋକ ରାସ୍ତା ଅବରୋଧ କରିବା ସହ ବନ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ସୂଚନାଯୋଗ୍ୟ,…
ତାଳଚେର: ତାଳଚେର ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁଙ୍କୁ ତାଳଚେର ଥାନାରେ ଅଟକ ରଖିଥିବା ପ୍ରତିବାଦରେ ଟ୍ରକ ମାଲିକ ସଂଘ ପକ୍ଷରୁ ଥାନା ଘେରାଉ କରାଯାଇଛି। ପ୍ରକାଶ ଯେ ତାଳଚେରରୁ କୋଇଲା ପରିବହନ ପାଇଁ ଟ୍ରକ ମାଲିକ ସଂଘ…
ଭୁବନେଶ୍ୱର/ଅନୁଗୁଳ: ସବୁ ସୋସିଆଲ ମିଡିଆ ସାଇଟ ସ୍ଲୋ ଡାଉନ। କାମ କରୁନି ସର୍ଭର। ମଙ୍ଗଳବାର ରାତି ୯ଟା ପରଠୁ କାମ କରୁନି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ। ଭାରତ ସମେତ ସମଗ୍ର ବିଶ୍ବରେ ଏପରି ସମସ୍ୟା ଦେଖାଦେଇଛି। କେବଳ ସର୍ଭର ଡାଉନ ତାହା…
ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଢ଼ା ତେଲିସାହି ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ସୁସଜ୍ଜିତ ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କରିଛନ୍ତି। ଏ ଅବସରରେ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ତ ଠାରେ ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ ରାଜକିଶୋରପଡାର ରାକେଶ ମହାପାତ୍ର (୨୬) ଏବଂ କେନ୍ଦ୍ରାପଡା ଅଞ୍ଚଳର ଦିବ୍ୟଜ୍ୟୋତି ନାୟକ (୨୭)…
ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମୁରିସିଙ୍ଗା ଠାରେ କଂଗ୍ରେସ ନେତା ସୁଦିପ ମିଶ୍ର (ଲାଟା)ଙ୍କ ନେତୃତ୍ୱରେ ଏକ ପ୍ରତିଜ୍ଞା ସଭା ଅନୁଷ୍ଠିତ ହୋଇଛି। ପୂର୍ବତନ ଢେଙ୍କାନାଳ ଲୋକସଭା ଯୁବ କଂଗ୍ରେସ ଉପସଭାପତି ସୁନିଲ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସଭାରେ କଂଗ୍ରେସ…
ଅନୁଗୁଳ: ବଣିଆବାହାଳ ୱାର୍ଡ ନଂ୯ ରେ ଥିବା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚକାଡୋଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଏଚଏଲ ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ଟାଉନ ବିଜେପି ଯୁବ ସଭାପତି ସୌମ୍ୟ ରଞ୍ଜନ…
ତାଳଚେର: ତାଳଚେରର ଜଣାଶୁଣା ବ୍ୟବସାୟୀ ବସନ୍ତ ସାହୁଙ୍କର ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଳଚେର ସହର ୫ନମ୍ବର ୱାର୍ଡରେ ନୂଆ ବଜାର…
ଅନୁଗୁଳ: ଶନିବାର ପୂର୍ବାହ୍ନରେ ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନିଯୁକ୍ତି ନେଇ ଦାବି ଉପସ୍ଥାପନା କରାଯାଇଛି। ନାଗରିକଙ୍କ ପକ୍ଷରୁ ପରିବହନ ସଚିବଙ୍କୁ…