ଘର ଡିହ ପଟ୍ଟା ଯୋଗାଇ ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦୁଇଟି ୱାର୍ଡବାସୀଙ୍କ ଦାବି ପତ୍ର ପ୍ରଦାନ
ଅନୁଗୁଳ: ଅନୁଗୁଳ ପୌରପାଳିକା ଅନ୍ତର୍ଗତ ସୌଭାଗ୍ୟ ନଗର ଅଞ୍ଚଳର ୧୨, ୧୫ ନମ୍ବର ୱାର୍ଡରେ ରହୁଥିବା ବାସିନ୍ଦାଙ୍କୁ ଏ ପର୍ଯ୍ଯନ୍ତ ଥଇଥାନ କି ଘର ଡିହ ପଟ୍ଟା ମିଳି ନଥିବାରୁ ସେଠାକାର ମହିଳାମାନେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କୁ…
