ରଜ ମଉଜକୁ ଦ୍ଵିଗୁଣ କରିବାକୁ ମଉକା ଆଣିଛି ଏସଏନ୍‌କେ ରୟାଲ, ଦୁଇଟି ଡ୍ରେସ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା

ଅନୁଗୁଳ: ଆଉ ମାତ୍ର ଦିନ ଦୁଇଟା ପରେ ରଜ। ବର୍ଷକୁ ଥରେ ପଡ଼ୁଥିବା ଝିଅମାନଙ୍କର ଏହି ବଡ଼ ପର୍ବ ପାଇଁ ଏବେ ଠୁ ପ୍ରସ୍ତୁତି ଜୋର ଧରିଲାଣି। ଏବେ ଠାରୁ ହିଁ ଝିଅ, ଯୁବତୀ, ମହିଳାମାନେ ଲୁଗାପଟା କିଣିବାକୁ ବଜାରରେ ଭିଡ଼…

Continue Readingରଜ ମଉଜକୁ ଦ୍ଵିଗୁଣ କରିବାକୁ ମଉକା ଆଣିଛି ଏସଏନ୍‌କେ ରୟାଲ, ଦୁଇଟି ଡ୍ରେସ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା

୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ଅନ୍ତର୍ଗତ ନୂଆହତା ପଞ୍ଚାୟତ ବାଲିସାହିର ହରିଜନ ବସ୍ତିରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପ୍ରବଳ ବର୍ଷା ପବନରେ ୧୦ ପରିବାରର ଘର ଭାଙ୍ଗି ଚୁରମାର ହୋଇଯାଇଛି। ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଅଁରପାଳ ଅଞ୍ଚଳରେ…

Continue Reading୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ଅନୁଗୁଳ ସଦର ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ୱେବ ମିଡିଆ ମହାସଂଘର ସଦସ୍ୟ

ଅନୁଗୁଳ: ଅନୁଗୁଳ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ କୁମାର ବେହେରାଙ୍କୁ ଅନୁଗୁଳ ଜିଲ୍ଲା ୱେବ ମିଡିଆ ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ଆହ୍ୱାନକ୍ରମେ ସଭ୍ୟମାନେ ମିଳିତ ହୋଇ ପୁଷ୍ପଗୁଚ୍ଛ ଦେଇ…

Continue Readingଅନୁଗୁଳ ସଦର ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ୱେବ ମିଡିଆ ମହାସଂଘର ସଦସ୍ୟ

ଛେଣ୍ଡିପଦାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କଲେ ଶତାଧିକ ବିଜେପି ନେତା, ପ୍ରଦାନ କଲେ ଆଙ୍କିଥିବା ଫଟୋ

ଅନୁଗୁଳ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ କଲ୍ୟାଣ ସମାବେଶ ନିମନ୍ତେ ଦେବଗଡ଼ ଯିବା ସମୟରେ ଆଜି ଛେଣ୍ଡିପଦା ଥାନା ଛକ ଠାରେ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏ ଅବସରରେ ସ୍ବର୍ଗତ କଳାକାର ପ୍ରଧାନଙ୍କ ପୁତ୍ର ସାହିଲ ପ୍ରଧାନ…

Continue Readingଛେଣ୍ଡିପଦାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କଲେ ଶତାଧିକ ବିଜେପି ନେତା, ପ୍ରଦାନ କଲେ ଆଙ୍କିଥିବା ଫଟୋ

ରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଟାଉନସିପ ଅଞ୍ଚଳରେ ଗତ କାଲି ଏକ ବାଇକକୁ ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହି ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତି ୮ ଟାରେ ନାଲକୋ ଟାଉନସିପ ଅଞ୍ଚଳର…

Continue Readingରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଡିଆଇଜି

ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍ ୨୦୨୩। ଏହି ଚାମ୍ପିୟନସିପ୍ ରବିବାର ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଓ ଶନିବାର ହୋଇଥିବା ସାଣ୍ଡା ପ୍ରତିଯୋଗିତାରେ ୧୨ ବର୍ଷରୁ କମ…

Continue Reading୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଡିଆଇଜି

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୬ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମା' ବ୍ରହ୍ମାୟଣୀ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ପଞ୍ଚାୟତର ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୬ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ସଂଗ୍ରାମ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଅନୁଗୁଳ: ଆସୁଛି ୨୦୨୪ ନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ରାଜ୍ୟରେ ୧୦ ଜିଲ୍ଲାର ନୂତନ ଭାବେ ସଭାପତିଙ୍କୁ ଚୟନ କରାଯାଇଛି। ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ସଂଗ୍ରାମ ମିଶ୍ରଙ୍କୁ ନୂଆ ଦାୟିତ୍ୱ

୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚାମ୍ପିୟନସିପ ଉଦଘାଟିତ

ଅନୁଗୁଳ: ଅନୁଗୁଳ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ୨୯ ତମ ରାଜ୍ୟ ଉଷୁ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଷୁ ପରି ମାର୍ଶାଲ ଆର୍ଟ ଛାତ୍ର ଛାତ୍ରୀଙ୍କ ପାଇଁ…

Continue Reading୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚାମ୍ପିୟନସିପ ଉଦଘାଟିତ

୧୩ ବର୍ଷର କ୍ରିତିକା ଆଗାମୀ ଦିନର ସନ୍ତରଣ ପ୍ରତିଭା

ଅନୁଗୁଳ: ୧୩ ବର୍ଷର ଝିଅ କ୍ରିତିକା,ଘର ଅମଲା ପଡ଼ା,ବାପା ବ୍ରହ୍ମାନନ୍ଦ ସାହୁ,ମା ପୁଷ୍ପଲତା ସାହୁ। ଗତ ଚାରି ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଏକାକୀ ପାଞ୍ଚ…

Continue Reading୧୩ ବର୍ଷର କ୍ରିତିକା ଆଗାମୀ ଦିନର ସନ୍ତରଣ ପ୍ରତିଭା