ବଅଁରପାଳରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର: ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅଫିସଠାରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ ୨୮ଟି…

Continue Readingବଅଁରପାଳରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର: ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

ଅସମ୍ଭବ ଭିଡ଼ ! ପଛରୁ ଟ୍ରକ ପିଟି ଦେବାରୁ ସାମ୍ନା କାରକୁ ଧକ୍କା ଦେଲା କାର, ସ୍ଥିତି ଅସମ୍ଭାଳ

ଅନୁଗୁଳ: ପ୍ରବଳ ଭିଡ଼ ପାଇଁ କାରକୁ ପଛରୁ ପିଟିଲା ଟ୍ରକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ। ଆଜି ମଧ୍ୟାହ୍ନରେ ରାଜ ହୋଟେଲ ଛକରୁ ତୁରଙ୍ଗ ପର୍ଯ୍ୟନ୍ତ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ହଠାତ ପୋଲିସ ଟ୍ରେନିଂ କଲେଜ ଫାଟକ…

Continue Readingଅସମ୍ଭବ ଭିଡ଼ ! ପଛରୁ ଟ୍ରକ ପିଟି ଦେବାରୁ ସାମ୍ନା କାରକୁ ଧକ୍କା ଦେଲା କାର, ସ୍ଥିତି ଅସମ୍ଭାଳ

ରାଜ୍ୟସ୍ତରୀୟ ବାସନ୍ତିଦୁର୍ଗା ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଭଦ୍ରକ ଚମ୍ପିୟାନ

ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ ରାଜ୍ୟସ୍ତରୀୟ ବାସନ୍ତୀ ଦୁର୍ଗା ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭଦ୍ରକର ଯୁବ ଖେଳାଳୀ ମାନେ ଭୁବନେଶ୍ବରର ଅଭିଜ୍ଞ ଖେଳାଳୀଙ୍କୁ ସଂଘର୍ଷପୂର୍ଣ୍ଣ…

Continue Readingରାଜ୍ୟସ୍ତରୀୟ ବାସନ୍ତିଦୁର୍ଗା ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଭଦ୍ରକ ଚମ୍ପିୟାନ

ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆଜି ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରକାଶ କରିଥିଲେ। ଅଧିକାଂଶ ସଭ୍ୟ ବିଜେଡି…

Continue Readingବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

ତେଲ ଟାଙ୍କିରେ ପେଟ୍ରୋଲ ଅଭାବ:ଯାତ୍ରୀ ହିନସ୍ତା

ଅନୁଗୁଳ: ଗାଡି ଚାଳକଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଅନୁଗୁଳର ବିଭିନ୍ନ ତେଲ ଟାଙ୍କି ରେ ଆଜି ପେଟ୍ରୋଲର ଅଭାବ ଦେଖିବାକୁ ମିଳିଥିଲା। ଗ୍ରାହକ ମାନେ ଏଥିନେଇ ବହୁତ୍ ହିନସ୍ତା ହୋଇଥିଲେ। ଯେଉଁ ଗୋଟିଏ ଦୁଇଟି ଟାଙ୍କିରେ କିଛି ତେଲ ଥିଲା…

Continue Readingତେଲ ଟାଙ୍କିରେ ପେଟ୍ରୋଲ ଅଭାବ:ଯାତ୍ରୀ ହିନସ୍ତା

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସପ୍ତାହେ ବ୍ୟାପୀ ପାଳିତ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ…

Continue Readingସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳରେ ପହଞ୍ଚିଲା ପୁରୀ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ମେଢ଼, ସଂକୀର୍ତ୍ତନ କରି ଗାଁ ବୁଲାଇଲେ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳରେ ପହଞ୍ଚିଲା ପୁରୀ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ମେଢ଼। ଆସନ୍ତା ୧୭ରେ ପୁରୀରେ ହେବାକୁ ଥିବା ନାମଯଜ୍ଞ ପାଇଁ ଗୁଆ ଓ ଚାଉଳ ନିବେଦନ ଘରେ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଥିବା ଏହି ମେଢ଼କୁ ସ୍ଥାନୀୟ କିଶୋର ନଗର ବ୍ଲକ୍…

Continue Readingଅନୁଗୁଳରେ ପହଞ୍ଚିଲା ପୁରୀ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ମେଢ଼, ସଂକୀର୍ତ୍ତନ କରି ଗାଁ ବୁଲାଇଲେ ଶ୍ରଦ୍ଧାଳୁ

ସରକାରୀ ଆମ୍ବୁଲାନ୍ସ ଚାଳକଙ୍କ ଘରୋଇ ହସ୍ପିଟାଲ ପ୍ରୀତି,କମିଶନ ୫ଶହ ରୁ ୧୫ଶହ

ଅନୁଗୁଳ: ଅନୁଗୁଳ ସରକାରୀ ହସ୍ପିଟାଲ ଆମ୍ବୁଲାନ୍ସ ଚାଳକଙ୍କ ଘରୋଇ ହସ୍ପିଟାଲ ପ୍ରେମ ନେଇ ଏବେ ଅଭିଯୋଗ ହେଉଛି। ଏ ବିଷୟରେ ଏଟିଭିକୁ ଠୋସ ଦସ୍ତାବିଜ୍ ମଧ୍ୟ ମିଳିଛି। ସରକାରୀ ଆମ୍ବୁଲାନ୍ସ ଚାଳକ ମାନଙ୍କ ମଧ୍ୟରୁ ଅନେକେ ନିଜେ ଆମ୍ବୁଲାନ୍ସ କିଣି ଘରୋଇ…

Continue Readingସରକାରୀ ଆମ୍ବୁଲାନ୍ସ ଚାଳକଙ୍କ ଘରୋଇ ହସ୍ପିଟାଲ ପ୍ରୀତି,କମିଶନ ୫ଶହ ରୁ ୧୫ଶହ

ରିମିଟ୍ କଲେଜରେ ସଡ଼କ ସୁରକ୍ଷା ସପ୍ତାହ ପାଳନ, ଚାଳକଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଜାନୁୟାରୀ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ ପାଳନ। ଏ ଅବସରରେ ଅନୁଗୁଳ ପଞ୍ଚମହଲା ସ୍ଥିତ ରିମିଟ ମହାବିଦ୍ୟାଳୟରେ ମଧ୍ୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ବିଭାଗ…

Continue Readingରିମିଟ୍ କଲେଜରେ ସଡ଼କ ସୁରକ୍ଷା ସପ୍ତାହ ପାଳନ, ଚାଳକଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ

ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ସନ୍ତରାବନ୍ଧ୍ ଚମ୍ପିୟାନ

ଅନୁଗୁଳ:ବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଅପରାହ୍ନରେ ଖେଳ ଆରମ୍ଭ ହୋଇଛି। ଗାଡ଼ି ଚାଳକଙ୍କ ଧର୍ମଘଟ ଯୋଗୁଁ ପାରାଦୀପରୁ ବାଇକରେ ଖେଳାଳୀମାନେ ଆସିଥିଲେ। ଆଜି ବର୍ତ୍ତମାନ ସୁଦ୍ଧା ରାଉରକେଲା ବାସନ୍ତୀ କ୍ଳବ୍ ଅନୁଗୁଳକୁ,ଭଦ୍ରକ ବାସନ୍ତୀ କ୍ଳବକୁ,ଏବଂ ଭୁବନେଶ୍ବର ପାରାଦୀପ ପୋର୍ଟକୁ…

Continue Readingବାସନ୍ତୀ ଦୁର୍ଗା ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ସନ୍ତରାବନ୍ଧ୍ ଚମ୍ପିୟାନ