ମୋବାଇଲ ଚୋରି କରିବା ବେଳେ ଧରାପଡ଼ି ପ୍ରବଳ ଛେଚା ଖାଇଲେ ଯୁବକ, କାନ ଧରି ମାଗିଲେ ଭୁଲ

ଅନୁଗୁଳ: ଆଜି ସନ୍ଧ୍ୟାରେ ସ୍ଥାନୀୟ ସଞ୍ଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି କରି ପଳାଉଥିବା ଯୁବକଙ୍କୁ ଦୋକାନୀ ମାଡ଼ିବସିଛନ୍ତି। ଯୁବକଙ୍କୁ ଧରିବା ପରେ ଦୋକାନ ମାଲିକ ଉତ୍ତମ ମଧ୍ୟମ ଦେଇଥିଲେ। ଚୋରି କରୁଥିବା ଯୁବକ…

Continue Readingମୋବାଇଲ ଚୋରି କରିବା ବେଳେ ଧରାପଡ଼ି ପ୍ରବଳ ଛେଚା ଖାଇଲେ ଯୁବକ, କାନ ଧରି ମାଗିଲେ ଭୁଲ

ରାଷ୍ଟ୍ରୀୟ ନବବର୍ଷ ପାଳିଲା ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ଏସିଆକୁ ହିନ୍ଦୁ ମହାଦେଶ କରିବା ପର୍ଯ୍ୟନ୍ତ ଏହି ଧାରା ଜାରି ରଖିବା ଉପରେ ଗୁରୁତ୍ୱ

ଅନୁଗୁଳ: ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ନବବର୍ଷ ମହୋତ୍ସବ ପାଳିତ ହୋଇଛି। ଚୈତ୍ର ଶୁକ୍ଳପ୍ରତିପଦା ତିଥିକୁ ଭାରତୀୟ ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରାଯାଉଛି। ଏ ଅବସରରେ ସକାଳୁ ସୂର୍ଯ୍ୟ ପୂଜା ଓ ପ୍ରଦୀପ…

Continue Readingରାଷ୍ଟ୍ରୀୟ ନବବର୍ଷ ପାଳିଲା ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ଏସିଆକୁ ହିନ୍ଦୁ ମହାଦେଶ କରିବା ପର୍ଯ୍ୟନ୍ତ ଏହି ଧାରା ଜାରି ରଖିବା ଉପରେ ଗୁରୁତ୍ୱ

ବିଚିତ୍ର କଥା: ଛେଳି ଦେଇଛି ମଣିଷ ଛୁଆ !

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ଟାଇଁସି ଗାଁର ନାଣ୍ଡୁ ପେଣ୍ଠେଇଙ୍କ ଘରେ ଗୋଟିଏ ଛେଳି ଏକ ବିଚିତ୍ର ଛୁଆକୁ ଜନ୍ମ ଦେଇଥିଲା।ଛେଳି ଛୁଆଟି ମଣିଷ ଛୁଆ ଭଳି ଦିଶୁଥିଲା। ହାତ ଗୋଡ ମୁଣ୍ଡ ମଣିଷ ଭଳି ଦିଶୁଥିଲା।ଏହି ଅଦ୍ଭୁତ ଜିବକୁ ଦେଖିବା…

Continue Readingବିଚିତ୍ର କଥା: ଛେଳି ଦେଇଛି ମଣିଷ ଛୁଆ !

କେନ୍ଦ୍ର ମନ୍ତ୍ରୀଙ୍କ ସ୍ମୃତିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ମହିଳାଙ୍କୁ ସୁଷମା ସ୍ୱରାଜ ସମ୍ମାନ ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳାଙ୍କୁ ସୁଷମା ସ୍ୱରାଜ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବ ବୈଦେଶିକ ବ୍ୟାପାର କେନ୍ଦ୍ରମନ୍ତ୍ରୀ ପଦ୍ମ ବିଭୂଷଣ ସ୍ବର୍ଗତ ସୁଷମା ସ୍ୱରାଜ ସାମାଜିକ ଓ ରାଜନୈତିକ…

Continue Readingକେନ୍ଦ୍ର ମନ୍ତ୍ରୀଙ୍କ ସ୍ମୃତିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ମହିଳାଙ୍କୁ ସୁଷମା ସ୍ୱରାଜ ସମ୍ମାନ ପ୍ରଦାନ

ଖୁଡ଼ିଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ବୁଡ଼ି ଝିଆରୀ ମୃତ, ଗାଁରେ ଶୋକର ବାତାବରଣ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତ ତିତିଗାଁ ଗାଁରେ ମଙ୍ଗଳବାର ଜଣେ ନାବାଳିକା ପୋଖରୀରେ ବୁଡ଼ି ପ୍ରାଣ ହରାଇଛି। ଗାଁର ବିପ୍ଳବ ଭୁକ୍ତାଙ୍କ ଝିଅ ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରଜ୍ଞାଶ୍ରୀ ଭୁକ୍ତା (୮) ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ସେ ସ୍ଥାନୀୟ…

Continue Readingଖୁଡ଼ିଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ବୁଡ଼ି ଝିଆରୀ ମୃତ, ଗାଁରେ ଶୋକର ବାତାବରଣ

ବିଭିନ୍ନ ଦାବିନେଇ ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କଲେ ଠିକା ଶ୍ରମିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମସିଲ ଠିକା ପରିବହନ କର୍ମଚାରୀ ସଙ୍ଗଠନ ଦ୍ବାରା ଆହୁତ ଏହି ବିକ୍ଷୋଭ…

Continue Readingବିଭିନ୍ନ ଦାବିନେଇ ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କଲେ ଠିକା ଶ୍ରମିକ

ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମଦନ ମୋହନ ପାଟଣାସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ପୁଅଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସାହିର ପ୍ରଫୁଲ ବେହେରା(୫୬) ଓ ତାଙ୍କ ସାନ ପୁଅଙ୍କ ମଧ୍ୟରେ ପାରିବାରିକ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ସେବାରେ ତ୍ରୁଟି ଯୋଗୁଁ ଫ୍ଲାଏକିଙ୍ଗ କୋରିଆରକୁ ୩୦ ହଜାର ଜରିମାନା

ଅନୁଗୁଳ: ସେବାରେ ତୃଟି ହେତୁ ଜଣେ ଗ୍ରାହକଙ୍କୁ ୩୦ ହଜାର ଜରିମାନା ଗଣିବାକୁ ଏକ କୋରିଆର ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ।ଘଟଣାରୁ ପ୍ରକାଶ ଯେ ଏନ୍‌କେ ଇଞ୍ଜିନିୟରସ୍‌ର ଜଣେ ଅଧିକାରୀ ଶିବ ନାରାୟଣ ଦାସ ୫.୮.୨୦୧୬…

Continue Readingସେବାରେ ତ୍ରୁଟି ଯୋଗୁଁ ଫ୍ଲାଏକିଙ୍ଗ କୋରିଆରକୁ ୩୦ ହଜାର ଜରିମାନା

ସାମାନ୍ୟ ବଚସାରୁ ଛୁରାମାଡ଼, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗାଁରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରନ୍ତଲେଇର ଅଜୟ ପ୍ରଧାନ (୨୪), ତାଙ୍କ ଦାଦା ପୁଅ ପ୍ରଫୁଲ୍ଲ ସାହୁ (୨୪), ବିଷ୍ଣୁ ସାହୁ (୨୫)…

Continue Readingସାମାନ୍ୟ ବଚସାରୁ ଛୁରାମାଡ଼, ଜଣେ ଗୁରୁତର
Read more about the article ଝିଅ ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ
Law Judge Gavel And Legality Symbol

ଝିଅ ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ପାତ୍ର ଅତି ନୃଶଂସ ଭାବେ ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣେ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଛେଣ୍ଡିପଦା ଥାନା କୁଞ୍ଜବିହାରିପୁର ଗାଁର ବଳିଆ ବାଘ…

Continue Readingଝିଅ ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ