ଫେକ୍ ଆଡମିଟ୍ କାର୍ଡ ପାଇଁ ୩ ଛାତ୍ରୀ ପରୀକ୍ଷାରୁ ବଞ୍ଚିତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଗଣଧାରଣା
ଅନୁଗୁଳ: ଫେକ୍ ଆଡମିଟ୍ କାର୍ଡ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ୩ ଛାତ୍ରୀ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ସୂଚନା ମୁତାବକ, ଛେଣ୍ଡିପଦା ସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜର ଦ୍ଵିତୀୟ ବର୍ଷର ୩ ଜଣ…
