୧୦୦ ଦିନରେ ତାଳଚେର ଜିଲ୍ଲା ଆନ୍ଦୋଳନ

ତାଳଚେର:-ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ବୁଧବାର ୧୦୦ ଦିନରେ ପହଞ୍ଚିଛି । ୧୯୯୩ ମସିହାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଳଚେର ଠାରେ ଘୋଷଣା କରିଥିଲେ ଯେ, ଯେତେବେଳେ…

Continue Reading୧୦୦ ଦିନରେ ତାଳଚେର ଜିଲ୍ଲା ଆନ୍ଦୋଳନ

ଆରମ୍ଭ ହେଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା, ସିରିଡ଼ି ଓ ନାସିକ ଅଭିମୁଖେ ଯାତ୍ରା କଲେ ୧୨୫ ତୀର୍ଥଯାତ୍ରୀ

ଅନୁଗୁଳ: ବୁଧବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା(BNTYY)୨୦୨୨-୨୩ ଅନ୍ତର୍ଗତ ୩ଟି ବସ ମାଧ୍ୟମରେ ଅନୁଗୁଳ ଜିଲ୍ଲାର ମୋଟ ୧୨୫ ଜଣ ତୀର୍ଥଯାତ୍ରୀ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ, ରାଜସ୍ବ…

Continue Readingଆରମ୍ଭ ହେଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା, ସିରିଡ଼ି ଓ ନାସିକ ଅଭିମୁଖେ ଯାତ୍ରା କଲେ ୧୨୫ ତୀର୍ଥଯାତ୍ରୀ

ଭୁଜାଲି ଆକ୍ରମଣରେ ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଏକ ଘରୋଇ ଉଦ୍ୟୋଗର ଆସପଣ୍ଡ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଯୁବକ ଗୁରୁତର ହୋଇଛନ୍ତି। ବଡକେରଜାଙ୍ଗ ସିଧୁବଣୀ ସାହିର ବବୁଲ ସାହୁ ଓ ମାନସ ସାହୁଙ୍କୁ ଅପର…

Continue Readingଭୁଜାଲି ଆକ୍ରମଣରେ ଦୁଇ ଗୁରୁତର

ଭୋଜି ଖାଇବାକୁ ଯାଇଥିବା ବେଳେ ବାଇକ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବୁଢାପଙ୍କ ଗାଁର ଜଣେ ବ୍ୟକ୍ତିଙ୍କ ବାଇକ ଚୋରି ହୋଇଥିବା ନେଇ ସେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଗାଡ଼ି ମାଲିକ ଜଗଦୀଶ ସାମଲ ଏତଲା ଦେଇଛନ୍ତି। ଅଭିଯୋଗ ମୁତାବକ, ଜଗଦୀଶ ବାଇକ୍…

Continue Readingଭୋଜି ଖାଇବାକୁ ଯାଇଥିବା ବେଳେ ବାଇକ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ପରିବହନ ଠପ୍, ବଢ଼ିପାରେ ପନିପରିବା ଦର

ଅନୁଗୁଳ: ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଦାବି ପୂରଣ ନହେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସଂଘ କହିଛି। ଆନ୍ଦୋଳନ ନେଇ ଅନୁଗୁଳ…

Continue Readingଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ପରିବହନ ଠପ୍, ବଢ଼ିପାରେ ପନିପରିବା ଦର

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

ଛେଣ୍ଡିପଦା: ଅଜଣା ଗାଡ଼ି ଧକ୍କାରେ ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ମହୀତଇଳା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ସନାତନ ରାଉତ ( ୪୨ ) ବୋଲି ଜଣାଯାଇଛି। ପୋଲିସ ମୁତାବକ, ସନାତନ ମଙ୍ଗଳବାର ରାତିରେ ଗାଁ ପୋଖରୀ ଆଡ଼କୁ…

Continue Readingଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ତଦନ୍ତ ଆରମ୍ଭ କଲା ପୋଲିସ

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଅନୁଗୁଳରେ ବି ଅଟକିଛି ଗାଡ଼ିମଟର

ଅନୁଗୁଳ: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି l ଏହି ବନ୍ଦର ପ୍ରଭାବ ଅନୁଗୁଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଓଡିଶା ଡ୍ରାଇଭର ମହାସଂଘ, ଓଡିଶା ମୋଟର ଚାଳକ ସଂଘ…

Continue Readingଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଅନୁଗୁଳରେ ବି ଅଟକିଛି ଗାଡ଼ିମଟର

ଚଉଡ଼ା ହେବ ବଲାସିଂହା-କାଙ୍ଗୁଲା ବେନ୍ତପୁର ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଓ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରଚେଷ୍ଟାରେ ଅନୁଗୁଳ ବ୍ଲକ ୩ ନଂ ଜୋନ ବଲାସିଂହା-କାଙ୍ଗୁଲା ବେନ୍ତପୁର ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ମୁଖ୍ୟ ସଂଯୋଗୀକରଣ ଓ ଲାଇଫଲାଇନ ରୋଡ଼ ଆଜି ଓଡିଶା ସରକାରଙ୍କ…

Continue Readingଚଉଡ଼ା ହେବ ବଲାସିଂହା-କାଙ୍ଗୁଲା ବେନ୍ତପୁର ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଆୟୋଜିତ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକଘର ପକ୍ଷରୁ ମଙ୍ଗଳବାର ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଡାକ ମଣ୍ଡଳ ଡାକ ଅଧୀକ୍ଷକ ଜଗଦୀଶ ଦାସଙ୍କ ନେତୃତ୍ଵରେ ଆୟୋଜିତ ଏହି ମେଳାରେ ପଣ୍ଡିତ ମହେଶ ସାହୁ, ଅନୁଗୁଳ ବ୍ଲକ…

Continue Readingବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଆୟୋଜିତ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ

ବାହାଘରରେ ଡିଜେ ବାଜିବା ଏଣିକି ମହଙ୍ଗା ପଡ଼ିବ

ଅନୁଗୁଳ: ବାହାଘର ଶୋଭାଯାତ୍ରା,ମେଳା ଯାତ୍ରା,ପୂଜା ଭସାଣୀରେ ଏଣିକି ଡିଜେ ବାଜିବା ମହଙ୍ଗା ପଡ଼ିବ। ଗତ ବାହାଘର ଋତୁରେ ବାରାତ୍ ଶୋଭାଯାତ୍ରାରେ ଡିଜେ ବାଜିବା ଦ୍ଵାରା ସାଧାରଣରେ ଅଭିଯୋଗ ହୋଇଥିଲା। ପରୀକ୍ଷା ଋତୁ ଚାଲିଥିବାରୁ ଅଭିଭାବକ ମାନେ ବେଶ ଅସନ୍ତୋଷ ପ୍ରକାଶ କରିଥିଲେ।…

Continue Readingବାହାଘରରେ ଡିଜେ ବାଜିବା ଏଣିକି ମହଙ୍ଗା ପଡ଼ିବ