ଡା ପ୍ରଭାତ ପଣ୍ଡା ହେଲେ ଆଇଏମ୍ଏ ରାଜ୍ୟ ସଭାପତି
ଅନୁଗୁଳ: ଡା ପ୍ରଭାତ କୁମାର ପଣ୍ଡା ଭାରତୀୟ ଚିକିତ୍ସକ ସଂଘ ବା ଆଇଏମ୍ଏର ରାଜ୍ୟ ସଭାପତି ଭାବେ ୨୦୨୩-୨୪ ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଡା ପଣ୍ଡା ଏହାପୂର୍ବରୁ ଆଇଏମ୍ଏ ତାଳଚେର- ଳଅନୁଗୁଳ ଓ ପରେ ଅନୁଗୁଳ ଶାଖାର ସମ୍ପାଦକ ଭାବେ…
ଅନୁଗୁଳ: ଡା ପ୍ରଭାତ କୁମାର ପଣ୍ଡା ଭାରତୀୟ ଚିକିତ୍ସକ ସଂଘ ବା ଆଇଏମ୍ଏର ରାଜ୍ୟ ସଭାପତି ଭାବେ ୨୦୨୩-୨୪ ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଡା ପଣ୍ଡା ଏହାପୂର୍ବରୁ ଆଇଏମ୍ଏ ତାଳଚେର- ଳଅନୁଗୁଳ ଓ ପରେ ଅନୁଗୁଳ ଶାଖାର ସମ୍ପାଦକ ଭାବେ…
ଅନୁଗୁଳ: ଆଜି ହୋଲି ଓ ଅନ୍ତର୍ଜାତୀୟ ମହିଳା ଦିବସ। ଏ ଅବସରରେ ତାଳଚେରର ଅନ୍ନପୂର୍ଣ୍ଣା ପରିବାରର ସଦସ୍ୟ ସ୍ଥାନୀୟ ଚମ୍ପାପଶି ଠାରେ ଥିବା ମିଶନ ଆଶ୍ରା ମହିଳାଙ୍କ ସହିତ ହୋଲି ପାଳନ କରିଛନ୍ତି। ମିଶନ ଆଶ୍ରାରେ ଥଇଥାନ ହୋଇଥିବା ମାନସିକ ବିକାର…
ଅନୁଗୁଳ: ସରିଥିଲା ସବୁ ପ୍ରସ୍ତୁତି। ହୋଲି ସରିଥିଲେ ପରଦିନ ହୋଇଥାନ୍ତା ରୀତିନୀତି ଅନୁଯାୟୀ ବିବାହ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ବାହା ହୋଇ ବୋହୂକୁ ସସମ୍ମାନେ ଘରକୁ ଆଣିବା ପୂର୍ବରୁ ଚାଲିଗଲା ବର ନିଶା ବେହେରାର ଜୀବନ। ପୁରୁଣାକୋଟ ଥାନା…
ଅନୁଗୁଳ: ସ୍ଥାନୀୟ ମଦନମୋହନ ମନ୍ଦିରରେ ଦୋଳପର୍ବ ନୀତି କାନ୍ତି ସହ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରରେ ନୀତି କାନ୍ତି ସହ ପୂଜାର୍ଚ୍ଚନା ଭୋଗ ଆଦି ଲାଗି ହେବାପରେ ଅପରାହ୍ନରେ ଶ୍ରୀ ରାଧା ଓ ମଦନମୋହନଙ୍କୁ ସୁସଜ୍ଜିତ ପାଲିଙ୍କିରେ ଦୋଳ ମଣ୍ଡପକୁ ନିଆ…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ରଙ୍ଗର ପର୍ବ ହୋଲି ଆପାତତଃ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲେ ମଧ୍ୟ ବିଭିନ୍ନ ରାସ୍ତାରେ ସଡକ ଦୁର୍ଘଟଣା ଘଟି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସହରବାସୀ ବିଶେଷ କରି ଘର ଭିତରେ ଅତି…
ଅନୁଗୁଳ: ଖରା ଦିନ ଆସିଲେ ଆମ୍ବ ଓ ତରଭୁଜ କଥା ପ୍ରଥମେ ମନକୁ ଆସେ।ବର୍ତ୍ତମାନ ଅନୁଗୁଳ ମାର୍କେଟରେ ରାୟପୁର,ମୁମ୍ବାଇ,କଲିକତା ତରଭୁଜ ଭର୍ତି ହୋଇଗଲାଣି। ପୂର୍ବରୁ ଅନୁଗୁଳ ଜିଲ୍ଲାରେ ତରଭୁଜ ଚାଷକୁ କେହି ଗୁରୁତ୍ବ ଦେଉନଥିଲେ।ଏବେ ଉଦ୍ୟାନ କୃଷି ବିଭାଗ ଅନୁଗୁଳ ପକ୍ଷରୁ…
ଅନୁଗୁଳ: ଆଜି ଦିନ ଦଶଟା ସମୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସମ୍ମୁଖ ରାସ୍ତାରେ ଏକ ଏଜୀଏସ ସିକ୍ୟୋର ଗାଡ଼ି ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଚାଳକ ଓ ପଛରେ ବସିଥିବା ମହିଳା ଆରୋହୀ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ପଞ୍ଚାୟତର ଗଣ୍ଠିଗାଡ଼ିଆ ଗାଁରେ ପଶି ୫ ଘଣ୍ଟା ଉତ୍ପାତ ହୋଇଛି ହାତୀ। ହାତୀ ତାଣ୍ଡବରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗାଁର ଅନିଲ ବିଶ୍ଵାଳ, ସୁମନ୍ତ ସାହୁ, ସନ୍ତୋଷ ସାହୁ, ସଞ୍ଜୟ…
ତାଳଚେର: ଏମସିଏଲ ନିଜର ରେକର୍ଡ ଉତ୍ପାଦନ ଜାରି ରଖିବା ସହିତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି କରି ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ପାର କରିଛି। ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି.ସିଂହ…
ଛେଣ୍ଡିପଦା: ସ୍ଥାନୀୟ ଜରପଡ଼ା ଥାନା କତଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ନିକଟସ୍ଥ ପୋଖରୀରୁ ଉଦ୍ଧାର ହୋଇଛି। ମୃତକ ଶ୍ରୀକର ବାଘଙ୍କ ପୁଅ ଚିଣ୍ଟୁ ବାଘ (୧୯) ବୋଲି ଜଣାଯାଇଛି। ସୂଚନା ମୁତାବକ, ଚିଣ୍ଟୁ ଗତ ଶୁକ୍ରବାର ସଂଧ୍ୟାରେ ଶୌଚ…