ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଅନୁଗୁଳର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଠପ୍ ହୋଇଛି କାମ

ଅନୁଗୁଳ: ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)। ଅନୁଗୁଳ ଜିଲ୍ଲାର ସମସ୍ତ ପିଇଓ ସ୍ଥାନୀୟ ତହସିଲ୍ ଅଫିସ୍ ସାମ୍ନାରେ ଧାରଣାରେ ବସିଛନ୍ତି। ଫଳରେ ପଞ୍ଚାୟତକୁ ବିଭିନ୍ନ କାମ ପାଇଁ ଯାଉଥିବା ଲୋକ ନିରାଶ ହୋଇ ଫେରୁଛନ୍ତି।…

Continue Readingବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଅନୁଗୁଳର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଠପ୍ ହୋଇଛି କାମ

ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୧୬୨ଟି ଅଭିଯୋଗରୁ ୫୫ର ଫଇସଲା କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଦାଖଲ ହୋଇଥିବା ସମୁଦାୟ ୧୬୨ଟି ଅଭିଯୋଗରୁ ୧୫୨ଟି ବ୍ୟକ୍ତିଗତ ଓ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୧୬୨ଟି ଅଭିଯୋଗରୁ ୫୫ର ଫଇସଲା କଲେ ଜିଲ୍ଲାପାଳ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନୀତିନ ଗଡ଼କରୀଙ୍କୁ ଭେଟିଲେ ଅନୁଗୁଳ ବିଜେପି ଜିଲ୍ଲା ସଭାପତି, ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ ନୂଆଦିଲ୍ଲୀରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଗତ ଶନିବାର ବିଜେପି…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନୀତିନ ଗଡ଼କରୀଙ୍କୁ ଭେଟିଲେ ଅନୁଗୁଳ ବିଜେପି ଜିଲ୍ଲା ସଭାପତି, ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

“ପ୍ରାଣୀ ସମ୍ପଦ ସେବା” ନିମନ୍ତେ ଭ୍ରାମ୍ୟମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଜିନ୍ଦଲର ଅଧ୍ୟକ୍ଷ ନବୀନ ଜିନ୍ଦଲ

ଅନୁଗୁଳ: “ପ୍ରାଣୀ ସମ୍ପଦ ସେବା” ନିମନ୍ତେ ଭ୍ରାମ୍ୟମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲ। ଏହି ଆମ୍ବୁଲାନ୍ସକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।…

Continue Reading“ପ୍ରାଣୀ ସମ୍ପଦ ସେବା” ନିମନ୍ତେ ଭ୍ରାମ୍ୟମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଜିନ୍ଦଲର ଅଧ୍ୟକ୍ଷ ନବୀନ ଜିନ୍ଦଲ

ସରକାରୀ ଅଫିସରେ ପହଞ୍ଚିବା ପୂର୍ବରୁ ସହର ସାରା ଭାଇରାଲ ହେଉଛି ନିର୍ବାହୀ ଅଧିକାରୀଙ୍କ ବଦଳି ରିଲିଭ୍ ଅର୍ଡର ଚିଠି

ଅନୁଗୁଳ: ଅନୁଗୁଳ ନିର୍ବାହୀ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତ ଅଫିସିଆଲ ଅର୍ଡର ଅଫିସରେ ପହଞ୍ଚିବା ପୂର୍ବରୁ ହିଁ ଭାଇରାଲ ହେଉଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ସରକାରୀ ଅର୍ଡର। ଆଜି ସନ୍ଧ୍ୟାଠାରୁ…

Continue Readingସରକାରୀ ଅଫିସରେ ପହଞ୍ଚିବା ପୂର୍ବରୁ ସହର ସାରା ଭାଇରାଲ ହେଉଛି ନିର୍ବାହୀ ଅଧିକାରୀଙ୍କ ବଦଳି ରିଲିଭ୍ ଅର୍ଡର ଚିଠି

ବୁଲା ବିକାଳୀ ଦହିବରା ବାଲା: ଇଜ୍ଜତ ନେଇ ହେଲା ଘାଇଲା

ଅନୁଗୁଳ: କୁକୁରଙ୍କ ଶ୍ରାବଣ ମାସ ଭଳି ଏବେ କେଉଁଠି ଛାତ୍ରଛାତ୍ରୀ ତ କେଉଁଠି ଅଧ୍ୟାପକ ଛାତ୍ରୀ ପ୍ରେମାଳପ କଲେଣି ତ ଆଉ କୋଉଠି ଝିଅ ଅପହରଣ ନେଇ ବିଚ୍ ବଜାରେ ଗୁଳି ଫୁଟିଲାଣି। କେହି ଆଉ ସମ୍ଭାଳିବା ଅବସ୍ଥାରେ ନାହାନ୍ତି। ଜଳବାୟୁ…

Continue Readingବୁଲା ବିକାଳୀ ଦହିବରା ବାଲା: ଇଜ୍ଜତ ନେଇ ହେଲା ଘାଇଲା

ଜ୍ୱାଇଁହନ୍ତା ଶ୍ୱଶୁରଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

ଅନୁଗୁଳ: ଦୋଷୀ ସାବ୍ୟସ୍ତ ହେଲେ ଜ୍ୱାଇଁହନ୍ତା ଶ୍ୱଶୁର। ପାରିବାରିକ କଳହ ପାଇଁ ଜ୍ବାଇଁଙ୍କୁ ହତ୍ୟା କରିଥିବା ରାଧାରମଣପଡ଼ାର ଶ୍ୱଶୁର ବିପିନ ସାହୁଙ୍କୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର…

Continue Readingଜ୍ୱାଇଁହନ୍ତା ଶ୍ୱଶୁରଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଧ୍ୟାପକ ହଟହଟା, ଶିକ୍ଷାନୁଷ୍ଠାନ ଦେଲା ତଦନ୍ତ ନିର୍ଦ୍ଦେଶ

ଅନୁଗୁଳ: ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି ଅଧ୍ୟାପକ। ଅଧ୍ୟାପକ ଜଣକ ମୋବାଇଲ ଫୋନ୍‌ରେ ବାରମ୍ବାର ପ୍ରେମ ନିବେଦନ କରିବା ସହ ବହୁ ଆପତ୍ତିଜନକ ମେସେଜ ପଠାଇଛନ୍ତି। ଶେଷରେ ଅତିଷ୍ଠ ହୋଇ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଫେରାଦ୍…

Continue Readingଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଧ୍ୟାପକ ହଟହଟା, ଶିକ୍ଷାନୁଷ୍ଠାନ ଦେଲା ତଦନ୍ତ ନିର୍ଦ୍ଦେଶ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ ଆୟୋଜିତ

ଅନୁଗୁଳ: ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ ୨୦୨୩ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲିଗାଲ ଲିଟ୍ରେସି…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ ଆୟୋଜିତ

ଗାଧୋଇବା ବେଳେ କେନାଲରେ ବୁଡ଼ି ଯୁବକ ନିଖୋଜ, ଖୋଜୁଛନ୍ତି ଆଗ୍ନିକ

ତାଳଚେର : ତାଳଚେର ବାଇପାସ୍ ଛକ ନିକଟସ୍ଥ କେନାଲରେ ଗାଧୋଇବା ବେଳେ ବୁଡ଼ି ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି। ନିଖୋଜ ବ୍ୟକ୍ତି ହେଲେ ବାବୁ (୪୫)। ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ…

Continue Readingଗାଧୋଇବା ବେଳେ କେନାଲରେ ବୁଡ଼ି ଯୁବକ ନିଖୋଜ, ଖୋଜୁଛନ୍ତି ଆଗ୍ନିକ