ଅଜଣା ମୃତ ଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ
ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଜରଡା ଗ୍ରାମ ନିକଟ ମୁଣ୍ତାଢିପ ପାଇକ ବନ୍ଧ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଦେହ ଉପରେ ୩ରୁ ୪ ଟି ପଥର ଚପା ହୋଇଥିବା…
ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଜରଡା ଗ୍ରାମ ନିକଟ ମୁଣ୍ତାଢିପ ପାଇକ ବନ୍ଧ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଦେହ ଉପରେ ୩ରୁ ୪ ଟି ପଥର ଚପା ହୋଇଥିବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତକୁ ନେଇ ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟଠାରେ ଭୋଟର ସଚେତନତା ଶିବିର ଓ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି…
ଅନୁଗୁଳ: ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରେ କାମ କରୁଥିବା ମହିଳା ହୋମ ଗାର୍ଡ ସୈରେନ୍ଦ୍ରି ସାହୁଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା…
ଅନୁଗୁଳ: ଜହ୍ନରେ ଆଜି ଚନ୍ଦ୍ରଯାନ -୩ର ମୃଦୁ ଓ ସଫଳ ଅବତରଣ ନେଇ ଦେଶବ୍ୟାପୀ ହୋମ ଯଜ୍ଞ ପୂଜାର୍ଚ୍ଚନା ଲାଗି ରହିଛି। ଉତ୍କଣ୍ଠାପୂର୍ଣ୍ଣ ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ମାନେ ଦିନରାତିକୁ ଏକାକାର କରିଦେଇଛନ୍ତି। ଏଭଳି ସମୟରେ କୁଇଓ ସ୍ଥିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବସଷ୍ଟାଣ୍ଡ ନିକଟ ଶୌଚାଳୟ ଡ୍ରେନରୁ ଆଜି ଏକ ମୃତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟର ଡ୍ରେନ ଭିତରେ ଏକ ଶିଶୁ ପୁତ୍ର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପାଳଲହଡା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠ ମଲ୍ଲିକ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନାକଚି ମଣ୍ଡଳରେ ବିଜେପିର ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଜିଲ୍ଲା ସ୍ବେଚ୍ଛାସେବୀ ସମୂହ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ବିଗତ ଦିନରେ ତିନିଜଣ ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ଡାକ୍ତରଙ୍କ…
ପାଳଲହଡ଼ା: ସ୍ଥାନୀୟ ଖମାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ତାଳଚେର ରାଧାରମଣପୁର ଅଞ୍ଚଳର ବିଦୁସ୍ମିତା ଖିଲାର। ସେ ଯୁକ୍ତ ଦୁଇ ବିଜ୍ଞାନର ଦ୍ଵିତୀୟ ବର୍ଷର…
ଭୁବନେଶ୍ୱର: ଶରୀର ପାଇଁ ଧୂମପାନ ହାନିକାରକ ବୋଲି ଯେତେ ସଚେତନ କଲେ ବି କିଛି ଲୋକ ଏହି ବଦଭ୍ୟାସରୁ ନିବୃତ ରହିପାରୁନାହାଁନ୍ତି। ଆଜିକାଲି କଲେଜ ପଢ଼ୁଆ ପିଲାଙ୍କଠାରେ ଏହି ଅଭ୍ୟାସ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ଏହି ଧୂଆଁ ବୟସ୍କଙ୍କ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ବଡ଼କେରଜାଙ୍ଗ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବଡ଼କେରଜାଙ୍ଗ ଗ୍ରାମର ଅପନା ନାଏକ (୬୫)। ସୂଚନା ମୁତାବକ, ବଡ଼କେରଜାଙ୍ଗ ଗ୍ରାମର ଅପନା ନାଏକ…