Browsing Tag

Angul

ଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଉପଖଣ୍ତ ଗସ୍ତ କରିଛନ୍ତି। ଏହା ସହ ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ଯଦୁପୁରସ୍ଥିତ ଝିମେଇଚୁଆ…
Read More...

କଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା

ଅନୁଗୁଳ: ନାଟ୍ୟାନୁଷ୍ଠାନ ‘ନାଟ୍ୟମ୍‌’ର ବରିଷ୍ଠ ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ବାଳଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ବାସନ୍ତୀ ଦୁର୍ଗା ପଡ଼ିଆ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌…
Read More...

ଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

ଅନୁଗୁଳ: ରାତି ପାହିଲେ ଚତୁର୍ଥୀ, ରିସେପ୍‌ସନ୍‌ ପାର୍ଟି। ଚତୁର୍ଥୀ ଦିନ ରିସେପ୍‌ସନ୍‌, ତେଣୁ ଭୋଜିଭାତ ପ୍ରସ୍ତୁତିରେ ପରିବାର ଏକଦମ୍‌ ବ୍ୟସ୍ତ। ଏହାର ସୁଯୋଗ ନେଇ ପାହାନ୍ତ ପ୍ରହରରେ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ।…
Read More...

ଖୋଲିବ କଲେଜ ଲାବୋରେଟୋରୀ

ଅନୁଗୁଳ: ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲାବୋରେଟୋରୀ ଖୋଲାଯିବ ବୋଲି ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି।ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପରୀକ୍ଷାମୂଳକ…
Read More...

ଜାନୁଆରୀରେ ଏଡିସିଏ ନିର୍ବାଚନ!

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ (ଏଡିସିଏ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ହେବ। ଆସୋସିଏସନର ୫ ଜଣିଆ କାର୍ଯ୍ୟକାରୀ କମିଟି ଚୟନ ନିମନ୍ତେ ଜାନୁଆରୀ ୩ ତାରିଖରେ ନିର୍ବାଚନ…
Read More...

ଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ଅନୁଗୁଳ: ଆଠମଲ୍ଲିକ ବ୍ଳକ୍‌ ଠାକୁରଗଡ଼ ଥାନା ଅନ୍ତର୍ଗତ ଗିରିଡ଼ା ଗାଁରେ ବନ ବିଭାଗ ଅତର୍କିତ ଚଢ଼ଉ କରି ୧୨ କେଜି ବାର‌୍‌ହା ମା˚ସ ଜବତ କରିଛି। ଜନ୍ତୁ ଶିକାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଧଣ୍ତାତୋପା ବନାଞ୍ଚଳ…
Read More...

ମେଡିକାଲ ଠିକା କର୍ମଚାରୀଙ୍କ ଧାରଣା

ଅନୁଗୁଳ: ଶୁକ୍ରବାର ଅନୁଗୁଳ ସରକାରୀ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ଆରକେଏସ୍ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା l ୨ ମାସର ବକେୟା ଦରମା, କୟାକଳ୍ପ ପ୍ରୋତ୍ସାହନ ରାଶି ପ୍ରଦାନ,ୟୁନିଫର୍ମ ଆଦି ଦାବିରେ ୫୦ ରୁ ଅଧିକ…
Read More...

ଶୀତବସ୍ତ୍ର ବାଣ୍ଟିଲା ଟାଇକୋଣ୍ଡୋ ସ˚ଘ

ଅନୁଗୁଳ: ଅନୁଗୁଳରେ ଶୀତ ଲହରି ଆରମ୍ଭ ହୋଇଛି। ଶୀତ ବସ୍ତ୍ର ଅଭାବରୁ ଅନେକ କଷ୍ଟରେ ରାତି କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଟାଇକୋଣ୍ଡୋ ସ˚ଘ ପକ୍ଷରୁ କିଛି ଅସହାୟ ଦରିଦ୍ର ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।…
Read More...

ଛଟେଇ ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

ଅନୁଗୁଳ: ଏନ୍‌ଜେଏନ୍‌ଠାରୁ ବିଦ୍ୟୁତ୍‌ ଆବଣ୍ଟନ ଦାୟିତ୍ବ ଟିପିସିଓଡିଏଲ୍‌ (ଟାଟା ପାଵାର‌୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମଟେଡ୍‌) ଅଧୀନକୁ ଯିବା ପରେ ପୂର୍ବରୁ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିଯୁକ୍ତି…
Read More...

ଛେଣ୍ଡିପଦା ବନାଞ୍ଚଳରେ ପୁଣି ଗଞ୍ଜେଇ ଚାଷ

ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳରେ ପୁଣି ମାତିଲେଣି ଗଞ୍ଜେଇ ଚାଷୀ। ଗୁରୁବାର ନୂଆଗାଁ ପଂଚାୟତ ଡଙ୍ଗାପାଳ ଭାଲିଆସର ଜଙ୍ଗଲରେ ଅବକାରୀ, ପୁଲିସ୍ ଓ ବନ ବିଭାଗ ମିଳିତ ଚଢ଼ଉ କରି ପ୍ରାୟ ଦୁଇ ଏକର ଚାଷ ନଷ୍ଟ କରିଛନ୍ତି। ୪ ହଜାର…
Read More...
error: Content is protected !!