ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

  ଅନୁଗୁଳ: ପିଟିସି ଖେଳପଡିଆରେ ଚାଲିଥିବା ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଜାମସେଦପୁରକୁ ୩-୦ ଗୋଲରେ ପରାସ୍ତ କରି ବାଗେଡିଆ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଖେଳକୁ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଜାମସେଦପୁରକୁ ୩-୦ ଗୋଲରେ ହରାଇ ବାଗେଡ଼ିଆ ସେମିଫାଇନାଲରେ

ଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

ଅନୁଗୁଳ: ଆଜି ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଏ ଅବସରରେ ସ୍ଥାନୀୟ ଗଣପତି ଗୁରୁକୁଳ ମଠରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଗଣପତି ଗୁରୁକୁଳମ ଶିକ୍ଷାନୁଷ୍ଠାନରେ ରଞ୍ଜନ କୁମାର ଗଡ଼ନାୟକ ଜାତୀୟ ପତାକା ଉତ୍ତୋଳନ କରିବା…

Continue Readingଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ

  ଅନୁଗୁଳ: ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟର ହେମନ୍ତ କୁମାର ଦାସଙ୍କ କୁମଣ୍ଡ ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ…

Continue Readingଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ

ବିପଦକୁ ଆମନ୍ତ୍ରଣ କରୁଛି ଶୁଖିଲା ଆମ୍ବ ଗଛ, ଝଙ୍କାଏ ପବନ ଦେଲେ ଉପୁଡ଼ିବା ଥୟ

  ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଥିବା ଏକ ଶୁଖିଲା ଆମ୍ବ ଗଛ ବିପଦକୁ ଆମନ୍ତ୍ରଣ କରୁଛି। ଏହି ଗଛ କେତେବେଳେ ଖସି ପଡ଼ିବ ତାହା କହିବା ଅସମ୍ଭବ। ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ଯିବା ଆସିବା…

Continue Readingବିପଦକୁ ଆମନ୍ତ୍ରଣ କରୁଛି ଶୁଖିଲା ଆମ୍ବ ଗଛ, ଝଙ୍କାଏ ପବନ ଦେଲେ ଉପୁଡ଼ିବା ଥୟ

୭୭ ତମ ସ୍ୱାଧୀନତା ଦିବସ: ଜାଣନ୍ତୁ, ଜାତୀୟ ସଂଗୀତ ଓ ଜାତୀୟ ପତାକାର ଇତିହାସ

ଚଳିତବର୍ଷ ୭୭ ତମ ସ୍ୱାଧୀନତା ଦିବସ ପାଳୁଛି ଦେଶ। ଦୀର୍ଘ ଦୁଇ ଶହ ବର୍ଷର ଶାସନ ପରେ ଇଂରେଜଙ୍କ କବଳରୁ ଆମ ଦେଶକୁ ସ୍ୱାଧୀନତା ମିଳିଥିଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇ ଭାରତ ଏକ ସ୍ୱତନ୍ତ୍ର ଦେଶର…

Continue Reading୭୭ ତମ ସ୍ୱାଧୀନତା ଦିବସ: ଜାଣନ୍ତୁ, ଜାତୀୟ ସଂଗୀତ ଓ ଜାତୀୟ ପତାକାର ଇତିହାସ

ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ପାଳଲହଡ଼ା: ବିଭିନ୍ନ ପ୍ରକାର ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାୟକ ମୁକେଶ ପାଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ବିଜେପିର…

Continue Readingଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ଜିନ୍ଦଲ କମ୍ପାନୀ ପରିସରରୁ ଲୁହ ଆଙ୍ଗେଲ ଚୋରି କରି ଜଣେ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଜିନ୍ଦଲ କମ୍ପାନୀରୁ ଲୁହା ଆଙ୍ଗେଲ ଚୋରି କରିବା ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଜିନ୍ଦଲ କମ୍ପାନୀର ପାଚେରୀ ଡେଇଁ ଜଣେ ଯୁବକ କମ୍ପାନୀ ପରିସରରେ ପଶିଥିଲା। ସେ ଲୁହା ଆଙ୍ଗେଲକୁ…

Continue Readingଜିନ୍ଦଲ କମ୍ପାନୀ ପରିସରରୁ ଲୁହ ଆଙ୍ଗେଲ ଚୋରି କରି ଜଣେ ଗିରଫ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ କଟକ ସ୍ପୋର୍ଟସ ହଷ୍ଟେଲ ଢେ଼ଙ୍କାନାଳକୁ ହରାଇ ଫାଇନାଲରେ

ଅନୁଗୁଳ: ପିଟିସି ଖେଳ ପଡ଼ିଆରେ ଚାଲିଥିବା ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ୧-୦ ଗୋଲରେ ପୋପୁଲାର୍ କ୍ଳବ୍ ଢେ଼ଙ୍କାନାଳକୁ ହରାଇ ଫାଇନାଲକୁ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ କଟକ ସ୍ପୋର୍ଟସ ହଷ୍ଟେଲ ଢେ଼ଙ୍କାନାଳକୁ ହରାଇ ଫାଇନାଲରେ

ଭାରତର ଏହି ରାଜ୍ୟରେ ପାଳିତ ହୁଏନି ସ୍ୱାଧୀନତା ଦିବସ, ଉଡ଼େନି ତ୍ରିରଙ୍ଗା; ଜାଣନ୍ତୁ କାହିଁକି ?

ଅଗଷ୍ଟ ୧୫ ତାରିଖ ଦିନ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିଥାଏ। କିନ୍ତୁ ଏପରି ଏକ ରାଜ୍ୟ ରହିଛି, ଯିଏ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିନଥାଏ। ସେ ରାଜ୍ୟରେ ନାମ ହେଉଛି ଗୋଆ। ୧୫ ଅଗଷ୍ଟ ୧୯୪୭ରେ…

Continue Readingଭାରତର ଏହି ରାଜ୍ୟରେ ପାଳିତ ହୁଏନି ସ୍ୱାଧୀନତା ଦିବସ, ଉଡ଼େନି ତ୍ରିରଙ୍ଗା; ଜାଣନ୍ତୁ କାହିଁକି ?

ନାବାଳକଙ୍କୁ ଚେଙ୍କ ଦେବା ଘଟଣା: ସାବତ ମା’ ଓ ବାପା ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଟିଆନାଳି ଗ୍ରାମରେ ସାବତ ମା' ପ୍ରରୋଚନାରେ ବାପା ପ୍ରଥମ ପତ୍ନୀର ପୁଅକୁ ଚେଙ୍କ ଦେଇଥିବା ମାମଲାରେ ନାବାଳକଙ୍କୁ ଉଦ୍ଧାର କରିବା ସହ ସାବତ ମା' ଓ ବାପାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ…

Continue Readingନାବାଳକଙ୍କୁ ଚେଙ୍କ ଦେବା ଘଟଣା: ସାବତ ମା’ ଓ ବାପା ଗିରଫ