ଗ୍ଲୋବାଲ ଓ ଆରିୟନ୍ କୋଲ ୱାସରିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ସ୍ଥାନୀୟ ତାଳଚେର ବ୍ଲକ ତେଣ୍ଟୁଲେଇ, ଘଣ୍ଟପଡ଼ା ନିକଟରେ ଗ୍ଲୋବାଲ ଓ ଆରିୟନ କୋଲ ୱାସରି ଥିବାରୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳଙ୍କୁ…

Continue Readingଗ୍ଲୋବାଲ ଓ ଆରିୟନ୍ କୋଲ ୱାସରିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ

ପ୍ରସ୍ତାବିତ କୋଇଲା ଡିପୋ ପାଇଁ ଜମି ଅଧିଗ୍ରହଣକୁ ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ

ଅନୁଗୁଳ: ଅବିଳମ୍ବେ ପ୍ରସ୍ତାବିତ କୋଇଲା ଡିପୋ, କୋଲ ୱାସେରୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ନିଷ୍ପଭିକୁ ପ୍ରତ୍ୟାହାର କରିବା, ପୁରୁଷାନୁକ୍ରମେ ଭୋଗ ଦଖଲ କରି ଆସୁଥିବା ଚାଷ ଜମି ଓ ବାସଜମିକୁ ଦଖଲଦାରଙ୍କୁ ପଟ୍ଟା ଦେବା, ଜରପଡାରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବା…

Continue Readingପ୍ରସ୍ତାବିତ କୋଇଲା ଡିପୋ ପାଇଁ ଜମି ଅଧିଗ୍ରହଣକୁ ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ

ସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

ଅନୁଗୁଳ: ଚଳିତ ମାସ ୧୬ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ସ୍କୁଲ୍ ସମୂହ ସମର କଳା (ସ୍କୋଏ) ପ୍ରତିଯୋଗିତା କଟକର ସହିଦ୍ ସେମିନାର ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ବାଳକ…

Continue Readingସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

ଖୁସି ଖବର! ଜାତୀୟ ସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ମନୋନୀତ ହେଲେ ୪ ଖେଳାଳି

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ୪ ଜଣ ଖେଳାଳି ଜାତୀୟ ସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି। ଆଜି ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ(OSBA ) ଦ୍ଵାରା ପ୍ରକାଶିତ ତାଲିକାରେ ରାଜ୍ୟରୁ ସର୍ବମୋଟ ୧୨ ଜଣ ଖେଳାଳି ଜାତୀୟ…

Continue Readingଖୁସି ଖବର! ଜାତୀୟ ସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ମନୋନୀତ ହେଲେ ୪ ଖେଳାଳି

ଚତୁର୍ଥ ଅନୁଗୁଳ ସ୍ୱଦେଶୀ ମେଳା ଉଦଘାଟିତ, ସ୍ବଦେଶୀ ଜିନିଷକୁ ଆପଣାଇବାକୁ ପରାମର୍ଶ

ଅନୁଗୁଳ : ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ସନ୍ଧ୍ୟାରେ ୪ର୍ଥ ଅନୁଗୁଳ ସ୍ବଦେଶୀ ମେଳା ଉଦଘାଟିତ ହୋଇଛି। ସହ ସଂଯୋଜକ ପର୍ଶୁରାମ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Continue Readingଚତୁର୍ଥ ଅନୁଗୁଳ ସ୍ୱଦେଶୀ ମେଳା ଉଦଘାଟିତ, ସ୍ବଦେଶୀ ଜିନିଷକୁ ଆପଣାଇବାକୁ ପରାମର୍ଶ

ନାଲକୋ କୋଇଲା ଖଣି ସାମ୍ନାରେ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମବାସୀ ସୋମବାର ନାଲକୋର ଉତ୍କଳ ଡି କୋଲ୍ ବ୍ଲକ୍ କୋଇଲା ଖଣି ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନା ଯେ, ଉତ୍କଳ ଡି କୋଲ୍ ବ୍ଲକ୍…

Continue Readingନାଲକୋ କୋଇଲା ଖଣି ସାମ୍ନାରେ ଆନ୍ଦୋଳନ

ମୋବାଇଲ ଚୋରକୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ସୋର ଜଣେ ମୋବାଇଲ ଚୋରକୁ ଗିରଫ କରିଛି। ସୂଚନା ମୁତାବକ, ଖାଲଗାଁର ବଳରାମ ଦେହୁରୀ ଗତ ୩୦ ତାରିଖରେ ବନ୍ତଳା ଛକରେ ଥିବା ତାଙ୍କ କୁକୁଡ଼ା ଦୋକାନରେ ମାଂସ କାଟୁଥିଲେ। ଏହି ସମୟରେ…

Continue Readingମୋବାଇଲ ଚୋରକୁ ବାନ୍ଧିଲା ପୋଲିସ

ବିସ୍ଥାପନ ପୂର୍ବରୁ ଥଇଥାନ କରିବା ଦାବିରେ ହାକିମପଡ଼ାବାସୀଙ୍କ ବିକ୍ଷୋଭ

ଅନୁଗୁଳ: ହାକିମପଡ଼ା ୱାର୍ଡ ନଂ.୧୩ ଓ ୧୪ର ଅଧିବାସୀଙ୍କୁ ବିସ୍ଥାପିତ କରିବା ପୂର୍ବରୁ ସ୍ଥାୟୀ ଭାବେ ଥଇଥାନ କରିବା ଦାବିରେ ଉଭୟ ପଡାର ପୁରୁଷ ଓ ମହିଳା ବଜାର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶାସନ…

Continue Readingବିସ୍ଥାପନ ପୂର୍ବରୁ ଥଇଥାନ କରିବା ଦାବିରେ ହାକିମପଡ଼ାବାସୀଙ୍କ ବିକ୍ଷୋଭ

ଛେଣ୍ଡିପଦାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର, ୩୧୫ ଅଭିଯୋଗ ମଧ୍ୟରୁ ୨୫ର ହେଲା ତୁରନ୍ତ ଫଇସଲା

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ ୩୧୫ଟି ଅଭିଯୋଗରୁ…

Continue Readingଛେଣ୍ଡିପଦାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର, ୩୧୫ ଅଭିଯୋଗ ମଧ୍ୟରୁ ୨୫ର ହେଲା ତୁରନ୍ତ ଫଇସଲା

କେନ୍ଦ୍ରୀୟ ଚଷା ସମାଜର ୮ମ ବାର୍ଷିକ ସମ୍ମିଳନୀ, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ତାଳଚେର: କେନ୍ଦ୍ରୀୟ ଚଷା ସମାଜ ତାଳଚେରର ୮ମ ବାର୍ଷିକ ସମ୍ମିଳନୀ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ସ୍ଥାୟୀ ସଭାପତି ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏମ୍‌ସିଏଲ୍ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ…

Continue Readingକେନ୍ଦ୍ରୀୟ ଚଷା ସମାଜର ୮ମ ବାର୍ଷିକ ସମ୍ମିଳନୀ, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ