ଶରୀରର ସବୁ ସମସ୍ୟା ଦୂର କରେ ଭୃସଙ୍ଗ ପତ୍ର ଚା’, ଜାଣନ୍ତୁ ଏହାର ପ୍ରସ୍ତୁତି ଓ ଫାଇଦା

ଭୃସଙ୍ଗ ପତ୍ର, ପ୍ରାୟ ସବୁ ଘରେ ବ୍ୟବହୃତ ହେଉଥିବା ଏକ ସାଧାରଣ ପତ୍ର। ଏହାକୁ ସମ୍ବର୍, ଡାଲି କିମ୍ବା ଇଡଲି ତିଆରିରେ ବାସ୍ନା ପାଇଁ ବ୍ୟବହାର କରାଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭୃସଙ୍ଗ ପତ୍ର ଚା' ବ ଲୋକେ…

Continue Readingଶରୀରର ସବୁ ସମସ୍ୟା ଦୂର କରେ ଭୃସଙ୍ଗ ପତ୍ର ଚା’, ଜାଣନ୍ତୁ ଏହାର ପ୍ରସ୍ତୁତି ଓ ଫାଇଦା

ଇସ୍ପିରିଟ୍ ଟୟୋଟା ଶୋ’ ରୁମ୍ ନାଁରେ ଥାନାରେ ଏତଲା, ଗ୍ରାହକଙ୍କୁ ଠକିଥିବା ଅଭିଯୋଗ

ଅନୁଗୁଳ: ଇସ୍ପିରିଟ୍ ଟୟୋଟା ଶୋ' ରୁମ୍ ନାଁରେ ଥାନାରେ ଏତଲା ଦେଇଛନ୍ତି ଗ୍ରାହକ। ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ସେ ଫିଲଡ଼ ମୋଟର୍ସ ପ୍ରାଇଭେଟ ଲିମିଟେଡ଼ର ଇସ୍ପିରିଟ୍ ଟୟୋଟା ଶୋ' ରୁମରୁ ଗାଡି କିଣିଥିଲେ। କମ୍ପାନୀ ମୁତାବକ, ଚାରି ଚକିଆ ଟୟୋଟା ଲିଭା…

Continue Readingଇସ୍ପିରିଟ୍ ଟୟୋଟା ଶୋ’ ରୁମ୍ ନାଁରେ ଥାନାରେ ଏତଲା, ଗ୍ରାହକଙ୍କୁ ଠକିଥିବା ଅଭିଯୋଗ

ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ) ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଦାୟର ମାମଲାର ଶୁଣାଣି କରିବାକୁ ମନା କଲେ ହାଇକୋର୍ଟ

ତାଳଚେର: ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ) ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପ୍ରଦାନ କରିଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ…

Continue Readingତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ) ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଦାୟର ମାମଲାର ଶୁଣାଣି କରିବାକୁ ମନା କଲେ ହାଇକୋର୍ଟ

ରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଚାକିରିରେ ଯୋଗ ଦେବାକୁ ଯାଉଥିବା ସୂଚନା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଆଲୁମିନିୟମ୍ ପାର୍କ ରାସ୍ତାରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖାଯାଇଛି। ମୃତକ ବଉଳିଗଡ ଗ୍ରାମର ପ୍ରମୋଦ ସାହୁଙ୍କ ପୁଅ ରାକେଶ କୁମାର ସାହୁ(୨୨) ବୋଲି ଜଣାଯାଇଛି। ତେବେ ଏହା ହତ୍ୟା କି ଦୁର୍ଘଟଣା ତାହା…

Continue Readingରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଚାକିରିରେ ଯୋଗ ଦେବାକୁ ଯାଉଥିବା ସୂଚନା

ଫିସ୍ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇ ନ ପାରିବାରୁ ଥାନାର ଦ୍ୱାରସ୍ଥ ହେଲେ ନର୍ସିଂ ଛାତ୍ରୀ

ଛେଣ୍ଡିପଦା: ଛେଣ୍ଡିପଦା ସାପୋଇସାହିସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜର କିଛି ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାରୁ ବୁଧବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷା ବର୍ଷରେ ୨୧ ଜଣ ଛାତ୍ରୀ ସାଇ ଶ୍ରଦ୍ଧା ନର୍ସିଂ କଲେଜରେ ଏଏନ୍ଏମ୍…

Continue Readingଫିସ୍ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇ ନ ପାରିବାରୁ ଥାନାର ଦ୍ୱାରସ୍ଥ ହେଲେ ନର୍ସିଂ ଛାତ୍ରୀ

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଜେପିର ବିଧାୟକ ଟିମ୍, ୨୦ ଲକ୍ଷ ଟଙ୍କା ଦେବାକୁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ବୁଧବାର ବିଜେପି ଦଳର ନେତୃବୃନ୍ଦ ଭେଟିଛନ୍ତି। ବିରୋଧୀ ଦଳ ବିଜେପିର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା…

Continue Readingହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଜେପିର ବିଧାୟକ ଟିମ୍, ୨୦ ଲକ୍ଷ ଟଙ୍କା ଦେବାକୁ ଦାବି

ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ କୈଳାଶ ଚନ୍ଦ୍ର ବେହେରା

ଅନୁଗୁଳ: ଆଜି ପୂର୍ବାହ୍ନରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କୈଳାଶ ଚନ୍ଦ୍ର ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକଙ୍କ…

Continue Readingଅନୁଗୁଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ କୈଳାଶ ଚନ୍ଦ୍ର ବେହେରା

ଗୋବରା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ପୁରାତନ ଛାତ୍ର ସଂସଦ ପକ୍ଷରୁ ୪ ଲକ୍ଷ ଟଙ୍କା ପ୍ରଦାନ

ତାଳଚେର: ତାଳଚେରର ଗୋବରା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗତ ଡିସେମ୍ବର ୧୪ରେ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୪ ଲକ୍ଷ ଟଙ୍କା ପ୍ରଦାନ…

Continue Readingଗୋବରା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ପୁରାତନ ଛାତ୍ର ସଂସଦ ପକ୍ଷରୁ ୪ ଲକ୍ଷ ଟଙ୍କା ପ୍ରଦାନ

ଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଜରପଡ଼ା ସ୍ଥିତ ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜରପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରଧାନ, ମୁଖ୍ୟବକ୍ତା ଭାବେ ଯୁକ୍ତ ଦୁଇ କଲେଜର…

Continue Readingଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

ସାତକୋଶିଆରେ ପକ୍ଷୀ ଗଣନା ଶେଷ, ଏ ବର୍ଷ ଆସିଛନ୍ତି ଅଧିକ ବିଦେଶୀ ଅତିଥି

ଅନୁଗୁଳ: ଅନୁଗୁଳର ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡରେ ଥିବା ମହାନଦୀ ଓ ଜଳାଶୟଗୁଡିକରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା…

Continue Readingସାତକୋଶିଆରେ ପକ୍ଷୀ ଗଣନା ଶେଷ, ଏ ବର୍ଷ ଆସିଛନ୍ତି ଅଧିକ ବିଦେଶୀ ଅତିଥି