ହାତୀ ଆକ୍ରମଣରେ ମୃତ ୪ ଜଣଙ୍କ ପାଖରେ ପହଞ୍ଚିଲେ ଯୁବନେତା ଅରୁଣାଭ ସିଂହ, କ୍ଷତିପୂରଣ ପାଇଁ କଲେ ବନ୍ଦୋବସ୍ତ
ଅନୁଗୁଳ: ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଗୋଠଛଡ଼ା ମାଈ ହାତୀ ପ୍ରଥମେ ଛେଳିଆପଡ଼ାରେ ଫସଲ ଜଗିଥିବା ସୁବାସ ବିଶ୍ୱାଳଙ୍କୁ ଆକ୍ରମଣ କରି ମାରି ଦେଇଥିଲା। ପରେ ଅଙ୍ଗାରବନ୍ଧ ଗାଁ ଦେଇ ଯାଉଥିବା…
