ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ନନ୍ଦିନୀପାଲି ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଗ୍ରାମର ଗୁରୁବାରୀ ନାୟକ। ରବିବାର ସନ୍ଧ୍ୟାରୁ ଗୁରୁବାରୀ କୌଣସି…

Continue Readingଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଲୋଭି ଠାକୁରାଣୀ ମନ୍ଦିର ଓ ମନ୍ଦରଗିରି ବୁଲି ଦେଖିଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାରଙ୍କ ସମେତ ଗ୍ରାମୀଣ ବିକାଶ ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅନୁଗୁଳ ଉପଜିଲ୍ଲାପାଳ,ବିଡ଼ିଓ ଓ ଅନ୍ୟ ପଦସ୍ଥ ଅଧିକାରୀ ମାନେ ଗଡସନ୍ତ୍ରି ସ୍ଥିତ ଲୋଭୀ ଠାକୁରାଣୀ ପୀଠ ବୁଲି ଦେଖିବା ସହ ଏହାର…

Continue Readingଲୋଭି ଠାକୁରାଣୀ ମନ୍ଦିର ଓ ମନ୍ଦରଗିରି ବୁଲି ଦେଖିଲେ ଜିଲ୍ଲାପାଳ

ଡିସେମ୍ବର ୨୮ରେ ରାଜ୍ୟସ୍ତରୀୟ ଚଷା ମହାସମାବେଶ: ବାମୁରରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କିଶୋରନଗର: ଅନୁଗୁଳ ଜିଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ ବାମୁର ଶିବମନ୍ଦିର ପଡ଼ିଆରେ ଆସନ୍ତା ଡିସେମ୍ବର ମାସ ୨୮ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚଷା ମହାସମାବେଶର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଠମଲ୍ଲିକର ଉପଖଣ୍ଡସ୍ତରୀୟ ଚଷା ସମାଜ ପକ୍ଷରୁ ଏହି…

Continue Readingଡିସେମ୍ବର ୨୮ରେ ରାଜ୍ୟସ୍ତରୀୟ ଚଷା ମହାସମାବେଶ: ବାମୁରରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପାଳଲହଡା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

ପାଳଲହଡ଼ା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଅନୁଗୁଳ ଜିଲ୍ଲା ପାଳଲହଡ଼ା ଖଣ୍ଡ ପକ୍ଷରୁ ଶତାବ୍ଦୀ ବର୍ଷ ପାଳନ ଅବସରରେ ରବିବାର ଦିନ ସ୍ଥାନୀୟ ଶରତ ଚନ୍ଦ୍ର କ୍ଲବ ଠାରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ…

Continue Readingରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପାଳଲହଡା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

ନାଲ୍‌କୋ ଟ୍ରକ୍ ମାଲିକ ସଂଘ ନିର୍ବାଚନ: ମନୋରଞ୍ଜନ ଓ ରାଜୀବଙ୍କ ବାଜିମାତ

ଅନୁଗୁଳ: କୁଲାଡ଼ କଲ୍ୟାଣମଣ୍ଡପରେ ରବିବାର ନାଲ୍‌କୋ ଟ୍ରକ୍ ମାଲିକ ସଂଘର ଦିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ସଭାପତି ଭାବେ ମନୋରଞ୍ଜନ ଜେନା, ସମ୍ପାଦକ ରାଜୀବ ଜେନା, ଉପସଭାପତି ତପନ ସାମନ୍ତ ସିଂ, ସହ ସମ୍ପାଦକ ସରୋଜ ଜେନା। ଏବଂ କୋଷାଧ୍ୟକ୍ଷ…

Continue Readingନାଲ୍‌କୋ ଟ୍ରକ୍ ମାଲିକ ସଂଘ ନିର୍ବାଚନ: ମନୋରଞ୍ଜନ ଓ ରାଜୀବଙ୍କ ବାଜିମାତ

ଛାଡ଼ଖାଇ ସରାଗ ମଉଳି ଗଲା: କୁକୁର ବୋହିନେଲା ଗଞ୍ଜା

ଅନୁଗୁଳ: କଥାରେ ଅଛି ଦାନେ 'ଦାନେ ପେ ଲିଖା ହୋତା ହେ ଖାନେ ବାଲା କା ନାମ'। ରବିବାର ଛାଡଖାଇ ପାଳିବେ ବୋଲି ଅନୁଗୁଳ ଗାର୍ଲ୍ସ ହାଇସ୍କୁଲ ପାଖ ଏକ ସେଲୁନ ମାଲିକ ପାଞ୍ଚ ଦିନ ହେବ ବଡ଼ ଗଞ୍ଜାଟିଏ କିଣି…

Continue Readingଛାଡ଼ଖାଇ ସରାଗ ମଉଳି ଗଲା: କୁକୁର ବୋହିନେଲା ଗଞ୍ଜା

କାର୍ତିକେଶ୍ୱର ଭସାଣି ବେଳେ ଯୁବକଙ୍କ ଅଶ୍ଳୀଳ ନୃତ୍ୟଭଙ୍ଗୀ

ଅନୁଗୁଳ:  ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ହମାମୀରା ଗାଁରେ ଗତ ଶନିବାର ସନ୍ଧ୍ୟାରେ କାର୍ତିକେଶ୍ୱର ପୂଜା ଭସାଣି ବେଳେ ଡିଜେ କମ୍ପିଟିସନ୍ ଭିତ୍ତିରେ ବାଜୁ ଥିବା ବେଳେ ଜଣେ ଯୁବକଙ୍କ ଅଶୋଭନୀୟ ଆଚରଣ ଦର୍ଶକଙ୍କୁ ବେଶ ଅସନ୍ତୁଷ୍ଟ କରିଥିଲା। ହଜାର…

Continue Readingକାର୍ତିକେଶ୍ୱର ଭସାଣି ବେଳେ ଯୁବକଙ୍କ ଅଶ୍ଳୀଳ ନୃତ୍ୟଭଙ୍ଗୀ

କାଦୁଅରେ ଫସି ରହିଲା ଛୁଆ ହାତୀ, ଛାଡ଼ି ଚାଲିଗଲା ମା’ ହାତୀ

ଅନୁଗୁଳ: ଅନୁଗୁଳ ବନଖଣ୍ଡର ଶ୍ୟାମସୁନ୍ଦରପୁର ଗାଁ ନିକଟ ଏକ ଧାନ କ୍ଷେତରେ ଶନିବାର ସକାଳୁ ଏକ ଏକ ମାସର ଛୁଆ ହାତୀ କାଦୁଅରେ ଫସି ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ପ୍ରାୟ ୪୫ ଟିକିଆ ହାତୀପଲ ଧାନ ଖାଇବା ଉଦ୍ଦେଶ୍ୟରେ…

Continue Readingକାଦୁଅରେ ଫସି ରହିଲା ଛୁଆ ହାତୀ, ଛାଡ଼ି ଚାଲିଗଲା ମା’ ହାତୀ

ଏନଟିପିସି କୋଇଲା ବୋଝେଇ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ

କଣିହାଁ: କଣିହାଁ ସ୍ଥିତ ଆମ୍ବପାଳ ଲେବୁଲ କ୍ରସିଙ୍ଗ୍ ଠାରେ ଶନିବାର ଏନଟିପିସିକୁ କୋଇଲା ନେଇ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ବାହାର ରାଜ୍ୟରୁ ଏନଟିପିସିକୁ କୋଇଲା ନେଇ ଆସୁଥିବା ସମୟରେ କୌଣସି କାରଣବଶତଃ ଲେବୁଲ୍ କ୍ରସିଙ୍ଗ୍…

Continue Readingଏନଟିପିସି କୋଇଲା ବୋଝେଇ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ

୧୦ ଦିନ ଧରି ଅନ୍ଧାର ଗମ୍ଭାରୀମଳିହା ଗାଁ, ରାସ୍ତାରୋକ କଲେ ଗ୍ରାମବାସୀ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରୀମଳିହା ଗ୍ରାମରେ ଦୀର୍ଘ ୧୦ ଦିନ ହେବ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଗ୍ରାମବାସୀମାନେ ଶନିବାର ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି। ବାମୁର ବିଦ୍ୟୁତ୍ ବିଭାଗ ପକ୍ଷରୁ 'ଜନ୍ତୁ…

Continue Reading୧୦ ଦିନ ଧରି ଅନ୍ଧାର ଗମ୍ଭାରୀମଳିହା ଗାଁ, ରାସ୍ତାରୋକ କଲେ ଗ୍ରାମବାସୀ