ପାଲଲହଡ଼ା ବିଧାୟକଙ୍କ ନଗିରା ଓ ବରଡିହ ଗସ୍ତ: ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ବୁଧବାର ନଗିରା ଏବଂ ବରଡିହ ପଞ୍ଚାୟତ ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଦୁଇ ପଞ୍ଚାୟତର ଲୋକମାନେ ଯେପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥି ପ୍ରତି ବିଧାୟକ…

Continue Readingପାଲଲହଡ଼ା ବିଧାୟକଙ୍କ ନଗିରା ଓ ବରଡିହ ଗସ୍ତ: ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା

ଅନୁଗୁଳରେ ଆକ୍ରମଣ ଏବଂ ଗୁଳିଚାଳନା ଘଟଣା, ୪ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ାଠାରେ ସଂଘଠିତ ହିଂସାତ୍ମକ ଆକ୍ରମଣ ଏବଂ ଗୁଳିଚାଳନା ଘଟଣାରେ ସମ୍ପୃକ୍ତ ଚାରି ଜଣଙ୍କୁ ଆଜି ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ହାପି ଓରଫ ମାନସ ରଂଜନ ମଲ୍ଲିକ (୨୬), ଲିପୁ ଓରଫ ଧର୍ମାନନ୍ଦ…

Continue Readingଅନୁଗୁଳରେ ଆକ୍ରମଣ ଏବଂ ଗୁଳିଚାଳନା ଘଟଣା, ୪ ଅଭିଯୁକ୍ତ ଗିରଫ

ଘର ପୋଡି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଟାଇଁସି ପଞ୍ଚାୟତ କମାରସାହିରେ ବିଦ୍ୟାଧର ପେଣ୍ଟଇଙ୍କ ଘର ପୋଡିଯାଇ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ବିଜେପିର ଏକ ପ୍ରତିନିଧି ମଣ୍ଡଳୀଙ୍କୁ ଘର ପୋଡି…

Continue Readingଘର ପୋଡି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳରେ ରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ। ସମସ୍ତ ଥଣ୍ଡା ପାନୀୟ ଏକ୍ସପାୟରି ହୋଇଯାଇଥିବା ଜଣାଯାଇଛି। ତେବେ ସାର୍ବଜନୀନ ସ୍ଥାନରେ କିଏ ଏକ୍ସପାୟରି ଥଣ୍ଡା ପାନୀୟ ପକାଇଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ,…

Continue Readingରାସ୍ତା କଡ଼ରେ ପଡ଼ିଛି ପେଟି ପେଟି କୋଲଡ ଡ୍ରିଙ୍କ, କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

ଆଞ୍ଚଳିକ ବୈଦିକ ବ୍ରାହ୍ମଣ ପରିଷଦର ଦ୍ଵିତୀୟ ସାଂଗଠନିକ ସଭା, ହିନ୍ଦୁ ମଠ ମନ୍ଦିରର ଉନ୍ନତୀକରଣ ନେଇ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଞ୍ଚଳିକ ବୈଦିକ ବ୍ରାହ୍ମଣ ପରିଷଦର ଦ୍ଵିତୀୟ ସାଂଗଠନିକ ସଭା ପାତ୍ରପଡ଼ାସ୍ଥିତ ମା' ବାୟାଣୀ ପୀଠ ନିକଟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ସଭାପତି ପଣ୍ଡିତ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପରିଷଦର ବିଭିନ୍ନ ସମସ୍ୟା…

Continue Readingଆଞ୍ଚଳିକ ବୈଦିକ ବ୍ରାହ୍ମଣ ପରିଷଦର ଦ୍ଵିତୀୟ ସାଂଗଠନିକ ସଭା, ହିନ୍ଦୁ ମଠ ମନ୍ଦିରର ଉନ୍ନତୀକରଣ ନେଇ ନିଷ୍ପତ୍ତି

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆୟୋଜିତ, ୨ ଦିନ ଧରି ଚାଲିଲା କୁଇଜ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଆମ୍ବପାଳ ହାଇସ୍କୁଲରେ ଆୟୋଜିତ ହୋଇଛି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ। ଏହି ଅବସରରେ ୨ ଦିନ ଧରି ବ୍ଲକସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା ହୋଇଥିଲା। ମାଧ୍ୟମିକ ବିଦ୍ୟାଳୟସ୍ତରୀୟ…

Continue Readingବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆୟୋଜିତ, ୨ ଦିନ ଧରି ଚାଲିଲା କୁଇଜ ପ୍ରତିଯୋଗିତା

କୁମଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପୋଲିସ ଗିରଫଦାରି ପ୍ରତିବାଦରେ ଗ୍ରାମବାସୀଙ୍କ ଏସପି କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: ସହର ଉପକଣ୍ଠ କୁମଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଗାଁର ଦୁଇ ଜଣଙ୍କୁ ପୋଲିସ ଗିରଫ କରିବା ପ୍ରତିବାଦରେ ଶତାଧିକ ଗ୍ରାମବାସୀ ମଙ୍ଗଳବାର ଏସପି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଗିରଫ ଦୁଇ ବ୍ୟକ୍ତିଙ୍କୁ…

Continue Readingକୁମଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ପୋଲିସ ଗିରଫଦାରି ପ୍ରତିବାଦରେ ଗ୍ରାମବାସୀଙ୍କ ଏସପି କାର୍ଯ୍ୟାଳୟ ଘେରାଉ

ପୋଖରୀରେ ବୁଡି ଯୁବକ ମୃତ୍ୟୁ: ଅପମୃତ୍ୟୁ ମାମଲା ରୁଜୁ

କଣିହାଁ: ପୋଖରୀରେ ଗାଧୋଇବା ବେଳେ ଗଭୀର ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗ୍ରାମର ମାଧବ ନାଏକ (୪୬)। ମୃତ୍ୟୁ ସମ୍ପର୍କରେ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟାରେ…

Continue Readingପୋଖରୀରେ ବୁଡି ଯୁବକ ମୃତ୍ୟୁ: ଅପମୃତ୍ୟୁ ମାମଲା ରୁଜୁ

ଅସହାୟଙ୍କୁ ଶୀତ ବସ୍ତ୍ର ଓ ଲୁଗା ବଣ୍ଟନ କଲା ବିକାଶ ଫାଉଣ୍ଡେସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କୁମ୍ଭାର ସାହି ଠାରେ ବିକାଶ ଫାଉଣ୍ଡେସନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଅ ନିଶାନ୍ତ ପ୍ରଧାନ, ଝିଅ ନୈମିଶା…

Continue Readingଅସହାୟଙ୍କୁ ଶୀତ ବସ୍ତ୍ର ଓ ଲୁଗା ବଣ୍ଟନ କଲା ବିକାଶ ଫାଉଣ୍ଡେସନ

କ୍ୟାବିନ ତାଡ଼ି ଦୁଇଟି ଦୋକାନରୁ ଚୋରି, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ଏକାଧିକ କ୍ୟାବିନ ତାଡ଼ି ଚୋରି କରିଥିବା ଚୋରକୁ ଧରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ଆଠମଲ୍ଲିକ ଖଣ୍ଡହତା ଗାଁର ଡିଲ ଖାନ୍। ସୂଚନା ମୁତାବକ, ଗତ ୧୧ ତାରିଖରେ ଆଠମଲ୍ଲିକ ଥାନା ଖଦାଳ…

Continue Readingକ୍ୟାବିନ ତାଡ଼ି ଦୁଇଟି ଦୋକାନରୁ ଚୋରି, ଅଭିଯୁକ୍ତ ଗିରଫ