ଅନୁଗୁଳ ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ଦେଖିବା ଭଳି ସଫଳତା: କଳାରେ ରୂପାଲି, ବାଣିଜ୍ୟରେ ଜାଗ୍ରତ ଓ ବିଜ୍ଞାନରେ ରତିକାନ୍ତ କଲେଜ ଟପ୍ପର
ଅନୁଗୁଳ: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ। ଏଥିରେ ଅନୁଗୁଳ ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ଚମତ୍କାର ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। କଳା, ବାଣିଜ୍ୟ ଓ ବିଜ୍ଞାନ-ତିନୋଟି ଯାକ ବିଭାଗରେ ପିଲାମାନେ…




